Daily Archives

May 27, 2023

କ୍ରାଇମବ୍ରାଞ୍ଚ ପାଲଟିଛି କଭର-ଅପ୍ ବ୍ରାଞ୍ଚ। ନବ ଦାସ ହତ୍ୟା ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟକୁ କଟାକ୍ଷ କଲେ ବିଜୟ…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚଚାର୍ଜସିଟ୍ ଦାଖଲ କରିବା ପରେ ତେଜିଛି ରାଜନୀତି । ନବଙ୍କ ହତ୍ୟା ପରେ ରାଜ୍ୟ ସରକାର ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇ ଆସୁଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଚାର୍ଜସିଟକୁ ସମାଲୋଚନା କରିଛନ୍ତି । ବିଜୟ…

କୋଟିଆ ଓଡିଶାର, ପୋଷ୍ଟ ଅଫିସରେ ପଡିଲା ୩୦୦ ଚିଠି

କନକ ବ୍ୟୁରୋ: କୋଟିଆ ପୋଷ୍ଟ ଅଫିସରେ ୩୦୦ ଚିଠି । ସଂଜୀବ ହୋତା, ଅନିଲ ଧୀର ଓ ଇନଟାକ ପକ୍ଷରୁ ପକାଯାଇଛି ଲଫାପା ଭରା ଚିଠି । ଆନ୍ଧ୍ର, ଓଡ଼ିଶା ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥିବା ବ୍ୟକ୍ତି ବିଶେଷ, ସୁପ୍ରିମକୋର୍ଟ ଓକିଲ, ଆଟର୍ନି ଜେନେରାଲଙ୍କ…

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭିତରକନିକାର ଗୋରୀ ଓ ମଲ୍ଲୀ କୁମ୍ଭୀର। ନିସଙ୍ଗ ଜୀବନ ବିତାଉଛି…

କନକ ବ୍ୟୁରୋ: ମହାନଦୀ, ବ୍ରାହ୍ମଣୀ, ବୈତରଣୀ ନଦୀର ତ୍ରିକୋଣଭୂମିରେ ଗଢି ଉଠିଛି ପ୍ରକୃତିର ଅପରୂପ ସମ୍ଭାର ଭିତରକନିକା । ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଯେତିକି ଆକୃଷ୍ଟ କରେ, ସେହିପରି ଭିତରକନିକାରେ ବାସ କରୁଥିବା ଦୁଇଟି ଧଳା କୁମ୍ଭୀର ପର୍ଯ୍ୟଟକଙ୍କୁ ଭିତରକନିକା…

ସେଲଫି ପଏଣ୍ଟ ପାଲଟିଛି ପୁଷ୍ପା-ଟୁ’ର ସୁଟିଂ ସ୍ଥାନ। ରକ୍ତ ଚନ୍ଦନ କାଠ ଓ ପଥରର ଫଟୋ ଉଠାଇବା ସହ ସେଲଫିର ମଜା ନେଉଛନ୍ତି…

କନକ ବ୍ୟୁରୋ: ପୁଷ୍ପା-୨ ସୁଟିଂ ସ୍ଥାନ ଏବେ ସେଲଫି ପଏଣ୍ଟ । ମୈତ୍ରୀ ମୁଭି ମେକର ବ୍ୟାନରେ ନିର୍ମିତ ହୋଇଥିବା ତେଲୁଗୁ ଚଳଚିତ୍ର ପୁଷ୍ପା-୨ର ପ୍ରଥମ ପର୍ଯ୍ୟାୟ ସୁଟିଂ ଇତି ମଧ୍ୟରେ କାଲିମେଳା ବ୍ଳକର ଆନ୍ଧ୍ର ସୀମାନ୍ତ ପୋଲୁର ଗ୍ରାମ ନିକଟସ୍ଥ ସିଲେରୁ ନଦୀ କୂଳରେ ଶେଷ ହୋଇଯାଇଛି । ସୁଟିଂ…

ଯକୃତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ଘରର ରୋଜଗାରିଆ ପୁଅ। କେମିତି ଚଳିବ ପରିବାର, କେମିତି ହେବ ଚିକିତ୍ସା ଚିନ୍ତାରେ…

କନକ ବ୍ୟୁରୋ: ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଚିଲିକା ଅଞ୍ଚଳର କାହ୍ନୁ ବେହେରା । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ସାନ ନଇରି ଗ୍ରାମ ପାଲା ପଡିଆ ସାହିରେ ତାଙ୍କ ଘର । ଘରର ମେରୁଦଣ୍ଡ ତଥା ଜଣେ ମାତ୍ର ରୋଜଗାରିଆ ପୁଅ ଏବେ ଘରେ ଶଯ୍ୟାସାୟୀ…

କାଳ ପାଲଟିଲା କାଳବୈଶାଖୀ। ଭାଙ୍ଗିଦେଲା ଘରଦ୍ୱାର, ଉଡ଼ାଇନେଲା ଘର ଛପର

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ନାରପାଟଣା ବ୍ଳକ । କାଳବ÷ଶାଖୀ ତାଣ୍ଡବରେ ଘର ଦ୍ୱାର ଭାଙ୍ଗିପଡ଼ିଥିବା ବେଳେ କାହା ଘର ଉପରେ ଛପର ନାହିଁ । ଅନେକଙ୍କ ଘରର ଛାତ ଉଡ଼ିଯାଇଛି । ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ପୀଡ଼ିତ । ସେହିପରି ଗଛପତ୍ର ଭାଙ୍ଗି ପଡ଼ିବା ସହ ଲୋକଙ୍କର ଅନେକ କ୍ଷତି ହୋଇଛି ।…