Daily Archives

May 27, 2023

କର୍ଣ୍ଣାଟକରେ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ। ସିଦ୍ଦରମୈୟାଙ୍କ ପାଖରେ ଅର୍ଥ, ଜି ପରମେଶ୍ୱରଙ୍କ ପାଖରେ ଗୃହ…

କନକ ବ୍ୟୁରୋ: କର୍ଣ୍ଣାଟକରେ ନୂଆ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି । ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଭାଗ ବଣ୍ଟନ କରିଛନ୍ତି । ସିଏମ୍ ସିଦ୍ଦରମୈୟା ଅର୍ଥ ସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ପାଖରେ ଜଳସେଚନ ଏବଂ…

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆପକୁ କେସିଆରଙ୍କ ସମର୍ଥନ। କହିଲେ, ଆଜି ଦେଶରେ ଜରୁରୀକାଳୀନ ସ୍ଥିତିଠାରୁ ବି ଭୟଙ୍କର…

କନକ ବ୍ୟୁରୋ: ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗ । ସିଏମ କେଜ୍ରିୱାଲ ଏହାକୁ ନେଇ ନିଜ ସପକ୍ଷରେ ସମର୍ଥନ ଜୁଟାଇବାରେ ଲାଗିଛନ୍ତି । ଶନିବାର ଅରବିନ୍ଦ କେସିଆରଙ୍କୁ ସାକ୍ଷାତ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ର ପରେ ବର୍ତ୍ତମାନ ତେଲେଙ୍ଗାନାର…

ଚିଲିକାରେ ମହାନଦୀ ଗ୍ରୀନ୍ ଟ୍ରିବ୍ୟୁନାଲ ଟିମ୍। ମୁହାଣ ବୁଲି ଦେଖିବା ସହ କରୁଛନ୍ତି ସ୍ଥିତି ଅନୁଧ୍ୟାନ

କନକ ବ୍ୟୁରୋ: ଚିଲିକାରେ ମହାନଦୀ ଗ୍ରୀନ ଟ୍ରିବ୍ୟୁନାଲ ଟିମ । ଏହି ଟିମ୍ ଆଜି ଚିଲିକା ଗସ୍ତ କରିବା ସହ ମୁହାଣର ସ୍ଥିତି ବୁଲି ଦେଖିଛନ୍ତି । ହେଲିକପ୍ଟର ଯୋଗେ ସାତପଡାରେ ପହଞ୍ଚିବା ପରେ ସେଠାରୁ ଗାଡି ଯୋଗେ ମିର୍ଜାପୁର ଜେଟିରେ ଗସ୍ତ କରିଥିଲେ । ସେଠାରେ ଡଙ୍ଗା ଯୋଗେ ଟ୍ରିବ୍ୟୁନାଲ…

ଦୀପାବଳି ହେବ ଆମେରିକାରେ ସରକାରୀ ଛୁଟି ଦିବସ!

କନକ ବ୍ୟୁରୋ: ହିନ୍ଦୁ ପର୍ବ ଦୀପାବଳିକୁ ଆମେରିକାରେ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିବା ଲାଗି ଶୁକ୍ରବାର ଦିନ ଜଣେ ବିଶିଷ୍ଟ ଆମେରିକୀୟ ସାଂସଦ ଆମେରିକା କଂଗ୍ରେସରେ ଚିଠା ଆଗତ କରିଛନ୍ତି। ଏହି ଚିଠା ବା ‘ବିଲ୍‌’ ଆଗତ କରିଥିବା ମହିଳା କଂଗ୍ରେସ ସାଂସଦ ଗ୍ରେସ୍‌ଡ୍‌ ମେଙ୍ଗ୍‌…

ନବ ଦାସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ରଖିଲା ସ୍ପଷ୍ଟୀକରଣ

କନକ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ । ଏଫବିଆଇର ସହାୟତା ପାଇଁ ଅନୁମତି ଲୋଡାଯାଇଥିଲା । ସିଧାସଳଖ ଭାବେ ଏଫବିଆଇ ସହ ଯୋଗାଯୋଗ ସମ୍ଭବ ନୁହେଁ । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ଲୋଡାଯାଇଛି । ସେହିଭଳି ଗୋପାଳର ମାନସିକ…

ପଟିଆଲା ହାଉସ କୋର୍ଟ ହାଜର ହେଲା ଲରେନ୍ସ ବିଷ୍ଣୋଇ, ୪ ଦିନିଆ ପୁଲିସ ରିମାଣ୍ଡରେ ପଠାଇଲେ କୋର୍ଟ 

କନକ ବ୍ୟୁରୋ: ଗୁଜରାଟର ଏକ ଜେଲରୁ ଦିଲ୍ଲୀର ମାଣ୍ଡୋଲୀ ଜେଲକୁ ଅଣାଯାଇଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଶନିବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି । କୋର୍ଟ ତାକୁ ୪ ଦିନିଆ ପୋଲିସ ରିମାଣ୍ଡରେ ପଠାଇଦେଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଲରେନ୍ସକୁ ୪ ଦିନିଆ ରିମାଣ୍ଡରେ ନେବା…