Daily Archives

May 25, 2023

କାଳ ପାଲଟିଲା କାଳବୈଶାଖୀ । କେଉଁଠି ଉପୁଡିଲା ଗଛ ତ, କେଉଁଠି ଉଡିଗଲା ଆଜବେଷ୍ଟସ୍ । ବିଭିନ୍ନ ସ୍ଥାନରେ ଘଡଘଡି ସହ…

କନକ ବ୍ୟୁରୋ: ପ୍ରଚଣ୍ଡ ତାତି ଭିତରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣି ଦେଇଥିଲେ ବି ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି । କେଉଁଠି ବଡ଼ ବଡ଼ ଗଛ ଉପୁଡି ପଡିଛି ତ, ଆଉ କେଉଁଠି ଆଜବେଷ୍ଟସ ଉଡିଯାଇଛି । ଏପରିକି ଦିନ ବେଳା କଳାହାଣ୍ଡିଆ ମେଘ ଘୋଟି ଆସିବା ଫଳରେ ଅଚାନକ ଅନ୍ଧାର ହୋଇଯାଇଥିଲା ଚାରିଆଡ…

ମେ ୨୮ରେ ଉଦଘାଟିତ ହେବ ନୂଆ ସଂସଦ ଭବନ, ସାମ୍ନାକୁ ଆସିଲା ପୂରା କାର୍ଯ୍ୟସୂଚୀ

କନକ ବ୍ୟୁରୋ: ମେ’ ୨୮ ତାରିଖରେ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ଣ ୧୨ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏହା ପୂର୍ବରୁ ଅର୍ଥାତ୍ ସକାଳ ସାଢ଼େ ୭ଟାରୁ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ…

ନୂଆ ସଂସଦ ଭବନରେ ସ୍ଥାନ ପାଇବ ରାଜଦଣ୍ଡ ବା ସେନଗୋଲ୍ । ଚୋଳ ସାମ୍ରାଜ୍ୟରୁ ଲମ୍ବିଛି ଏହାର ଇତିହାସ । ଶାସନ ଓ କ୍ଷମତା…

କନକ ବ୍ୟୁରୋ: ନୂଆ ସଂସଦ ଭବନ ଉଦଘାଟନ ଅବସରରେ ସ୍ଥାପନ ହେବ କ୍ଷମତା ହସ୍ତାନ୍ତରଣର ପ୍ରତୀକ ‘ସେନଗୋଲ’ ବା ରାଜଦଣ୍ଡ । ସେନଗୋଲ ଚୋଳ ସାମ୍ରାଜ୍ୟର ପରମ୍ପରା । ସେତେବେଳେ ଯିଏ ରାଜା ହେଉଥିଲେ, ତାଙ୍କୁ ରାଜଦଣ୍ଡ ଦିଆଯାଉଥିଲା । ସେନଗୋଲ ବର୍ତ୍ତମାନ ପ୍ରୟାଗରାଜର ଏକ ସଂଗ୍ରହାଳୟରେ ରଖାଯାଇଛି ।…

ସଂସଦ ଭବନର ଉଦଘାଟନ୍ ନେଇ ତେଜିଲା ରାଜନୀତି । ମୋଦୀଙ୍କୁ କଟାକ୍ଷ କରି ଟ୍ୱିଟ୍ କଲେ ଖଡଗେ । ଏପଟେ ବିରୋଧୀଙ୍କୁ ବି…

କନକ ବ୍ୟୁରୋ: ରବିବାର ଦିନ ନୂଆ ସଂସଦ ଭବନର ଉଦଘାଟନ ସମାରୋହ । ସମୟ ଯେତିକି ପାଖେଇ ଆସୁଛି, ଉଦଘାଟନୀ ଉତ୍ସବକୁ ନେଇ ବିବାଦ ସେତିକି ତେଜିବାରେ ଲାଗିଛି । ନୂଆ ସଂସଦ ଭବନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ ବୋଲି କଂଗ୍ରେସ ଦାବି କରିବା ପରେ ଏହି ପ୍ରସଙ୍ଗରେ ଏକାଠି ହୋଇଛନ୍ତି…

ରାଜନୀତି ପଶାପାଲିଲେ ସଂସଦ ଭବନ ଉଦଘାଟନ୍ । ଦ୍ୱନ୍ଦ୍ୱ ବଢ଼ାଇଲା ବିଜେଡିର ନିଷ୍ପତ୍ତି

କନକ ବ୍ୟୁରୋ: ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି । ରାଜ୍ୟ ତଥା ଦେଶ ରାଜନୀତିକୁ ଏକଥା ପ୍ରଭାବିତ କରିଛି । କେନ୍ଦ୍ର ସରକାର ପ୍ରତି ବିଜେଡିର ଆଭିମୁଖ୍ୟ ରାଜ୍ୟ ବିଜେପିକୁ ଚାପରେ ପକାଇଛି କି? କେନ୍ଦ୍ର ବିଜେପିକୁ ନବୀନ ପ୍ରତି କ୍ଷେତ୍ରରେ ସମର୍ଥନ କରୁଥିବା ବେଳେ ୨୦୨୪ରେ ଓଡ଼ିଶା…

ମାନୁନାହାନ୍ତି ସରପଞ୍ଚ, ମାଲକାନଗିରି ବ୍ଲକର ୪ ଜଣ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ବିଡିଓ

କନକ ବ୍ୟୁରୋ: ବୋଲ ମାନୁନାହାନ୍ତି ସରପଞ୍ଚ । ବିଭିନ୍ନ ସରକାରୀ କାର୍ଯ୍ୟରେ ସହଯୋଗ କରୁ ନଥିବାରୁ ମାଲକାନଗିରି ବ୍ଲକର ୪ ଜଣ ସରପଞ୍ଚଙ୍କୁ ପଂଚାୟତିରାଜ ଆଇନ ଅନୁଯାଇ କାରଣ ଦର୍ଶାଓ ନୋଟିସ ଜାରି କରିଛନ୍ତି ବିଡିଓ । ବିଶେଷ କରି ମନରେଗା ଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୁର୍ଣ ଯୋଜନାରେ…