Daily Archives

May 25, 2023

ଉଦଳାର ୪୨୦ ପୋଷ୍ଟ ମାଷ୍ଟର। ଜମାକାରୀଙ୍କ ଟଙ୍କା ନେଇ ଫେରାର କଡିମଗଡିଆ ପୋଷ୍ଟ ମାଷ୍ଟର

କନକ ବ୍ୟୁରୋ: ଟଙ୍କା ନେଇ ଫେରାର ୪୨୦ ପୋଷ୍ଟମାଷ୍ଟର, ଜମାକାରୀଙ୍କ ଦ୍ୱାରା ଅଟକ ରହିଲେ ଡାକବିଭାଗ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କଡିମଗଡିଆ ପୋଷ୍ଟ ଅଫିସରେ ଆଜି ଏମିତି ଏକ ଘଟଣା ଘଟିଛି । କଡିମଗଡିଆ ପୋଷ୍ଟମାଷ୍ଟର ଲକ୍ଷ୍ମୀଧର ବିନ୍ଧାଣି ଜମାକାରୀଙ୍କ ଲକ୍ଷଲକ୍ଷ ଟଙ୍କା ନେଇ…

ଜୀବନ ଅଟକାଇ ଦେଲା ଅଦିନିଆ ବର୍ଷା। ବାରଙ୍ଗ ଜୟପୁରରେ ଉଡିଗଲା ଯାତ୍ରା ପେଣ୍ଡାଲ

କନକ ବ୍ୟୁରୋ: ସକାଳର ପାଗ ଅପରାହ୍ଣରେ ବଦଳି ଗଲା । ସକାଳୁ ପ୍ରବଳ ଗରମରେ ଲୋକେ ସନ୍ତୁଳି ହେଉଥିଲେ, ହେଲେ ଅପରାହ୍ଣରେ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଆଜି ୭ଟି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ କରିଛି । ପୁରୀ, ଜଗତସିହଂପପର, ଯାଜପୁର, କଟକ, ନୟାଗଡ, ଢେଙ୍କାନାଳ ଓ ଖୋର୍ଦ୍ଧାରେ…

ବାସହରାଙ୍କ ପାଇଁ ଭରତ ଭରସା। ସରକାର ନଥିଲେ ଅଛି ଭରତ ଭାଇ

 କନକ ବ୍ୟୁରୋ:  ଘରନଥିବା ପରିବାର ମୁଣ୍ଡ ଉପରେ ରହିବ ପକ୍କା ଛାତ । କୁଡିଆ ଘରୁ ବାହାରି ଛାତ ଘରେ ରହିବେ ଦୁଃଖୀ ମଣିଷ । ଏଥିପାଇଁ ସରକାରୀ ଯୋଜନାରେ ଅନୁଦାନ ମିଳିନାହିଁ, ବରଂ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପକ୍କା ଘର ତିଆରି କରାଯାଉଛି । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଢିଅରିଳା…

ସୁନ୍ଦରଗଡରେ ଦାଉ ସାଧୁଛି କମ୍ପାନୀ, ବିସ୍ଥାପିତଙ୍କୁ ଥଇଥାନ ନକରି ଖଣି କାର୍ଯ୍ୟ କରୁଛି କମ୍ପାନୀ

କନକ ବ୍ୟୁରୋ: ମଝିରେ ଗାଁ, ଆଉ ଚାରି ପଟେ ପାହାଡ ପରି ଗଦା ହୋଇଛି ବର୍ଯ୍ୟ କୋଇଲା ଓ ମାଟି । ଟିକେ ପବନ ହେଲେ ସବୁ ଧୂଳି ଓ ଧୂଆଁ ଘରେ ପଶୁଛି । ଘରେ ବାହାରେ ସବୁଆଡେ ଧୂଳି ଉଡୁଛି । ଏପରି ଧୂଳି ଧୂଆଁ ମଧ୍ୟରେ ଜୀବନ କାଟୁଛନ୍ତି ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଖପୁରିକଛାର ଗ୍ରାମବାସୀ ।…

ଆଇଏନଏସ ବିକ୍ରାନ୍ତରେ ମିଗ୍-୨୯କେ ବିମାନର ସଫଳ ଅବତରଣ

କନକ ବ୍ୟୁରୋ:ଭାରତୀୟ ନୌସେନାର ଶକ୍ତି ଓ ସାମର୍ଥ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନୌସେନା ଏଥର ଏମିତି ଏକ ନିଆରା ସଫଳତା କରିଛି, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ରାତିରେ ନୌସେନାର ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳତାର…

ପ୍ରଥମେ ଇଞ୍ଜିନିୟରିଂ, ପରେ କ୍ରିକେଟ୍ ଆଉ ତା ପରେ ରେକର୍ଡ ବର୍ଷା । ପ୍ଲେ-ଅଫରେ କମାଲ କରିଦେଲେ ଆକାଶ ମଧୱାଲ୍ ।…

କନକ ବ୍ୟୁରୋ: ୨୧ ବଲରେ ମାତ୍ର ୫ ରନ୍ ଆଉ ୫ଟି ମୂଲ୍ୟବାନ ୱିକେଟ୍ । ବୋଧହୁଏ, ଆଇପିଏଲ୍ ପ୍ଲେ-ଅଫ୍ ଇତିହାସରେ ନାମକରା ବୋଲରମାନେ ଯେଉଁ ରେକର୍ଡ କରିପାରିନଥିଲେ । ଜଣେ ଅନକ୍ୟାପ୍ ଖେଳାଳି ଭାବେ ଆକାଶ ମଧୱାଲ ସେହି ରେକର୍ଡ କରି ଦେଖେଇଛନ୍ତି । ପ୍ରଥମ ବୋଲର ଭାବେ ସେ ଆଇପିଏଲ୍ ପ୍ଲେ ଅଫରେ…