Daily Archives

May 24, 2023

ନୂଆ ସଂସଦ ଭବନକୁ ନେଇ ରାଜନୀତି, ବିରୋଧୀଙ୍କ ସହ ରହିବ କି ବିଜେଡି?

କନକ ବ୍ୟୁରୋ: ନୂଆ ସଂସଦ ଭବନର ଉଦଘାଟନକୁ ତିନି ଦିନ ବାକି ଥିବା ବେଳେ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । କଂଗ୍ରେସ ସମେତ ମୋଟ ୧୯ ବିରୋଧୀ ଦଳ ଉତ୍ସବକୁ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି । ଏହି ସମୟରେ ବିଜେଡିର ପକ୍ଷ କ’ଣ ରହିବ, ତାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଦେଶ…

ରୁଷି ନାହାଁନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ। କହିଲେ, ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପଶ୍ଚିମ ଓଡ଼ିଶାର ଦାୟିତ୍ୱ

କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବିଜେଡି କର୍ମୀଙ୍କ ଅସନ୍ତୋଷ ଏବଂ ଶଙ୍ଖ ଭବନରେ ମାନଭଞ୍ଜନ ଏହି ସବୁ ପ୍ରସଙ୍ଗର କେନ୍ଦ୍ରରେ ଥିଲେ ସୁଶାନ୍ତ ସିଂ । ଦଳୀୟ ସୁପ୍ରିମୋଙ୍କୁ ଭେଟିବା ପରେ, ଏବଂ ଦଳୀୟ ସଂଗଠନ ସମ୍ପାଦକଙ୍କ ସହ ଚର୍ଚ୍ଚା ପରେ, ଭଟଲି ବିଧାୟକ ଯେଉଁ ବୟାନ ରଖିଛନ୍ତି ସେଥିରୁ…

ରାଜନୀତିରେ ‘ଭତ୍ତା ଟଙ୍କା’, ନଗଦ ଟଙ୍କା ପ୍ରଦାନକୁ ଧର୍ମେନ୍ଦ୍ରଙ୍କ ବିରୋଧ

କନକ ବ୍ୟୁରୋ: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟଙ୍କୁ ଦିଆଯାଉଥିବା ସାମାଜିକ ସୁରକ୍ଷା ଭତା ପ୍ରସଙ୍ଗରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଚିଠି । ନଗଦ ଆକାରରେ ଭତ୍ତା ଟଙ୍କା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ସାନି…

ଭୁଲିଗଲେ ଅତିଥି ଦେବୋ ଭବଃ ବାର୍ତ୍ତା। ଟୋଲ୍ ଫି’ ପାଇଁ ପର୍ଯ୍ୟଟକଙ୍କୁ ପିଟିଲେ ମୁଣ୍ଡଳି ଟୋଲ ଗେଟ କର୍ମଚାରୀ 

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ଉପରେ ଠେଙ୍ଗା ପାହାର । ପଡୋଶୀ ରାଜ୍ୟରୁ ଓଡିଶାକୁ ବୁଲିବା ପାଇଁ ଆସିଥିବା ଅତିଥିଙ୍କ ଉପରେ ଆକ୍ରମଣ । ଠେଙ୍ଗା ବାଡିରେ ଗୋଡାଇ ଗୋଡାଇ ନିର୍ଘାତ ପିଟୁଛନ୍ତି ଲୋକ ।  ଏମାନେ ଆମର ଅତିଥି । ପଡୋଶୀ ଛତିଶଗଡରୁ ପୁରୀ ବୁଲିବାକୁ ଆସିଥିଲେ । ଅତିଥି ଦେବୋ ଭବ, ସେହି…

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା। ବର୍ଷ ଶେଷରେ ହେବ ଗୋଟିଏ ପରୀକ୍ଷା

କନକ ବ୍ୟୁରୋ: ପୁଣି ପୁରୁଣା ପଦ୍ଧତିକୁ ଫେରିଛି ମାଟ୍ରିକ ପରୀକ୍ଷା । ହଟିଛି ସମେଟିଭ ପରୀକ୍ଷା । ପରୀକ୍ଷାର୍ଥୀ ଏଥର ପୂର୍ବଭଳି ଥରେ ପରୀକ୍ଷା ଦେବେ । କୋଭିଡ ମହାମାରୀ ସମୟରେ ମାଟ୍ରିକ ପରୀକ୍ଷାରେ ପରିବର୍ତନ ହୋଇଥିଲା । ପରୀକ୍ଷାର୍ଥୀଙ୍କୁ ବର୍ଷକରେ ଦୁଇଥର ପରୀକ୍ଷା ଦେବାକୁ ପଡୁଥିଲା । ଏବେ…

ଆଜି ଶୀତଳ ଷଷ୍ଠୀ, ବାହାଘର ପାଇଁ ସଜେଇ ହେଉଛନ୍ତି ହର-ପାର୍ବତୀ

କନକ ବ୍ୟୁରୋ: ସମ୍ବଲପୁରରେ ଜମୁଛି ଶୀତଳଷଷ୍ଠୀ ଯାତ୍ରା । ସାମାଜିକ ରୀତିନୀତି ଅନୁସାରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ସମ୍ପାଦନ ହେଉଛି । ଆଜି ହର-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜଳେଶ୍ୱର ବାବା,  ବଡବଡାରର ଶୀତଳେଶ୍ୱର ବାବା,  ଠାକୁରପଡାର…