Daily Archives

May 13, 2023

ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଟିଏସଜି ଗୁରୁକୁଳର ସଫଳତା । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ…

କନକ ବ୍ୟୁରୋ : ଚଳିତବର୍ଷ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଯେଉଁଥିରେ ଓଡ଼ିଶାରେ ସମ୍ପୂର୍ଣ୍ଣ ଅନନ୍ୟ ଆବାସିକ ବିଦ୍ୟାଳୟ ଟିଏସଜି ଗୁରୁକୁଳର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ୨୦ ଜଣ ଏବହ ଦ୍ୱାଦଶ ଶ୍ରେଣୀ…

ଏହି ୫ ପ୍ରତିଶ୍ରୁତି, କର୍ଣ୍ଣାଟକରେ କଂଗ୍ରେସକୁ ଦେଲା ବିଜୟ

କନକ ବ୍ୟୁରୋ : ଦୀର୍ଘଦିନ ପରେ କଂଗ୍ରେସ ଦେଶର ଏକ ବଡ ରାଜ୍ୟରେ ଏକାକୀ ବହୁମତ ହାସଲ କରିବାରେ ସଫଳ ହୋଇଛି । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ଏବେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । କର୍ଣ୍ଣାଟକରେ କଂଗ୍ରେସ ଶାସକ ବିଜେପିକୁ ପରାସ୍ତ କରିବାରେ ସଫଳ ହୋଇଛି । ହେଲେ…

ଝାରସୁଗୁଡ଼ାବାସୀଙ୍କୁ ବଡ଼ ବିଜୟର ଶ୍ରେୟ ଦେଲେ ଦୀପାଳି । କହିଲେ, ସେବା ଜରିଆରେ ଦେବି ଭଲପାଇବାର ମୂଲ୍ୟ ।

କନକ ବ୍ୟୁରୋ: ଝାରସୁଗୁଡ଼ାରେ ଦୀପାଳିଙ୍କ ବୃହତ ବିଜୟ ପରେ ଝାରସୁଗୁଡ଼ାବାସୀଙ୍କୁ ପ୍ରଥମେ ଧନ୍ୟବାଦ ଦେଇଛନ୍ତି ଦିବଙ୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ । ଟ୍ୱିଟ୍ କରି ଦୀପାଳି କହିଛନ୍ତି ଯେ, ଭୋଟରଙ୍କ ଭଲ ପାଇବାର ମୂଲ୍ୟ ମୁଁ ସେବା ଜରିଆରେ ଦେବି । ମୋ ଉପରେ ବିଶ୍ୱାସ ଓ ଭଲ ପାଇବାର ଆଶୀର୍ବାଦ…

କର୍ଣ୍ଣାଟକ ବିଜୟ ପରେ ରାହୁଲଙ୍କ ବଡ ଘୋଷଣା । ପ୍ରଥମ ଦିନ, ପ୍ରଥମ କ୍ୟାବିନେଟରେ ପୂରଣ ହେବ ୫ ପ୍ରତିଶ୍ରୁତି ।

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସ ଗଢିବାକୁ ଯାଉଛି ସରକାର । ପୁଣିଥରେ କର୍ଣ୍ଣାଟକରେ ଚାଲିବ କଂଗ୍ରେସ ରାଜ୍ । ଶନିବାର କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଆସିଥିବାବେଳେ, ଏଥରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖିବାକୁ ମିଳୁଛି । ତେବେ ଦକ୍ଷିଣ ଭାରତର ଏହି ରାଜ୍ୟରେ…

ପୂର୍ବ ମୁଖ୍ୟମନ୍ତ୍ରୀ ବଙ୍ଗାରପ୍ପାଙ୍କ ବଡ ପୁଅକୁ ହରାଇଲା ସାନ ପୁଅ, ୩ ଥର ବିଧାୟକ ହୋଇଥିବା କୁମାରଙ୍କୁ ବିଜେପି…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ସେଠାରେ କଂଗ୍ରେସ ବହୁମତ ପାଇସାରିଛି । କଂଗ୍ରେସ ୨୨୪ ଆସନ ମଧ୍ୟରୁ ୧୨୨ ଟି ଆସନରେ ବିଜୟଲାଭ କରିସାରିଥିବା ବେଳେ ୧୫ ଟି ଆସନରେ ଆଗୁଆ ରହିଛି । ହେଲେ କର୍ଣ୍ଣାଟକ ବିଧାନସଭାର ଏଭଳି କିଛି ଆସନ…

କର୍ଣ୍ଣାଟକ ପରାଜୟ ବିଜେପି ପାଇଁ ହେବ କି ବୁମେରାଂ? ୨୦୨୪ ଜିତିବା ହେବ କେତେ କଷ୍ଟକର?

କନକ ବ୍ୟୁରୋ: ବିଜେପି ପାଇଁ କର୍ଣ୍ଣାଟକ ପରାଜୟ ହେବ କି ବୁମେରାଂ? ୨୦୨୪ ଲୋକସଭା ନିର୍ବାଚନ ଉପରେ ପ୍ରଭାବ ପକାଇବ କି ଏହି ନିର୍ବାଚନ? କର୍ଣ୍ଣାଟକ ଫଳାଫଳ ଆସିବା ପରେ ଏବେ ଏମିତି କିଛି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପ୍ରଚଣ୍ଡ ବହୁମତ…