Daily Archives

May 3, 2023

ଡାକ୍ତରଖାନା ଛାତରୁ ଖସିଲା କଂକ୍ରିଟ ସ୍ଲାବ । ଡ୍ରେସିଂ ରୁମରେ ଅଳ୍ପକେ ବର୍ତ୍ତିଗଲେ କର୍ମଚାରୀ

କନକ ବ୍ୟୁରୋ: ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ଖସିଲା କଂକ୍ରିଟ୍ ସ୍ଲାବ । ଡ୍ରେସିଙ୍ଗ୍ ରୁମ୍ ଛାତରୁ ଖସିଲା କଂକ୍ରିଟ୍ ସ୍ଲାବ୍ ଅଳ୍ପକେ ବର୍ତିଲେ କର୍ମଚାରୀ। ସମଗ୍ର ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଅସୁରକ୍ଷିତ ମଣୁଛନ୍ତି…

ହଠାତ୍ ଧାନ ବିଲରେ ମାଡି ଗଲା ଚିପିଲିମା ଡ୍ୟାମ ପାଣି । ଅମଳ ଆଗରୁ ପାଣିରେ ବୁଡିଲା ପାଚିଲା ଧାନ ।

କନକ ବ୍ୟୁରୋ: ବୁଡିଗଲା ୫୦ ଏକର ଧାନ ଚାଷ । ଚିପିଲିମା ପାଓ୍ବାର କେନାଲରେ ମାଡି ଆସିଲା ଅତ୍ୟଧିକ ପାଣି । ବୁଡିଗଲା ୫୦ ଏକର ଜମିର ଫଳନ୍ତି ଧାନ । ଭୁଲ ଜଳ ପରିଚାଳନା ପାଇଁ କ୍ଷତି ସହିଲେ ଚାଷୀ । ଅଧିକ ବିଜୁଳି ଉତ୍ପାଦନ ଆଶାରେ ଅଧିକ ପାଣି ଛାଡି଼ଦେଲା ଓଏପପିସି । ହଠାତ୍ ଅଧିକ ପାଣି…

ଦଶମ ଶ୍ରେଣୀ ଛାତ୍ରର ସାହସିକତା । ଆକ୍ରମଣକାରୀ କବଳରୁ ବାପା-ମାଆଙ୍କୁ ବଞ୍ଚାଇଲା ନାବାଳକ ।

କନକ ବ୍ୟୁରୋ: ବିଳମ୍ବିତ ରାତିରେ ବାପା-ମାଆଙ୍କୁ ହାଣି ପକାଉଥିଲା ଦୁର୍ବୃତ୍ତ, ବାପାଙ୍କୁ ହାଣିବା ପରେ ମାଆଙ୍କୁ ଭୁଜାଲିରେ ହାଣି ରକ୍ତାକ୍ତ କରିଥିଲା ରକ୍ତମୁଖା ଅଭିଯୁକ୍ତ । ଆଉ ଏତିକି ବେଳେ ସାହାସ ଜୁଟାଇ ଅଭିଯୁକ୍ତ ସହ ଲଢି ତାକୁ କାବୁ କରିନେଇଥିଲା ନାବାଳକ ପୁଅ । ଆଖି ସାମ୍ନାରେ…

ଆସନ୍ତାକାଲି ଆସୁଛନ୍ତି ମହାମହିମ । ମହାମହିମଙ୍କ ପାଇଁ ସଜେଇ ହୋଇଛି ଗୋଷାଣୀ ମଣ୍ଡପ

କନକ ବ୍ୟୁରୋ: କର୍ମଭୂମୀରୁ ଶାଶୁଘରକୁ ଆସୁଛନ୍ତି ମହାମହିମ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି ଶାଶୁଘର ଗାଁ । ମହାମହିମଙ୍କ ମୟୂରଭଞ୍ଜ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୟୂରଭଞ୍ଜ୍ ଜିଲ୍ଲା ପାହାଡ଼ପୁରରେ ବ୍ୟାପକ ବନ୍ଦୋବସ୍ତ…

ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ସରଗରମ ରାଜନୀତି: ପ୍ରଚାର ବେଳେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା  

କନକ ବ୍ୟୁରୋ: ଉପ-ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜୋରଦାର ହେବାରେ ଲାଗିଛି । ଏହାରି ଭିତରେ ଏକ ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ଆଜି ପ୍ରଚାର ବେଳେ ବିଜେପି – ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ଠେଲାପେଲା ଭଳି ସ୍ଥିତି ଦେଖିବାକୁ…

ଅସରାଏ ବର୍ଷାରେ ବୁଡିଲା ରାଜଧାନୀ ରାସ୍ତା: ବର୍ଷାରେ ଆଣ୍ଠୁଏ ପାଣି, ବୁଡିଲା ଗାଡି

କନକ ବ୍ୟୁରୋ: ଅସରାଏ ବର୍ଷାରେ ବୁଡିଲା ରାଜଧାନୀର ରାସ୍ତା । ବର୍ଷା ପାଣିରେ ସିଆରପି ଛକରୁ ଆଠ ନମ୍ବର ଡିଏଭି ସ୍କୁଲ ରାସ୍ତା ବୁଡି ଯାଇଛି । ଡ୍ରେନ୍ ପାଣି ଉଛୁଳି ରାସ୍ତାରେ ଭାସୁଛି । ଡ୍ରେନ୍ ଜାମ୍ ହେତୁ ବର୍ଷା ଜଳ ନିସ୍କାଷିତ ହୋଇପାରୁ ନାହିଁ । ଫଳରେ ରାସ୍ତାରେ ଯାତାୟତ ପାଇଁ ସମସ୍ୟା…