Daily Archives

May 3, 2023

‘ମୋ ଶେଷ ଆଇପିଏଲ୍ ବୋଲି ତୁମେ ଭାବୁଛ…ମୁଁ କେବେ ବି ଭାବିନି…’ । ଅବସର ନେଇ ପୁଣି ମୁହଁ ଖୋଲିଲେ ଧୋନୀ ।…

କନକ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀ ଆଉ ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ଦଳର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ଏମିତି କିଛି କଥା କହିଛନ୍ତି, ଯାହା ଧୋନୀ ଫ୍ୟାନ୍ସଙ୍କ ମନରେ ଖୁସି ଖେଳାଇଦେଇଛି । ଏଥର ଆଇପିଏଲ୍ ଧୋନୀଙ୍କ ଶେଷ ଆଇପିଏଲ୍ ନୁହେଁ ବୋଲି…

ବନ୍ଧା ହେଲା ବାଉନସର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଘବ ଜେନା: ରାଜଧାନୀରେ ଜାଗା ପୋଜେସନିଂ ଦେବା ନାଁରେ କରୁଥିଲା ଦଲାଲି

କନକ ବ୍ୟୁରୋ: ବନ୍ଧାହେଲା ପେସାଦାର ଅପରାଧୀ ରାଘବ ଜେନା । ପୁଲିସକୁ ଚକମା ଦେଇ ଖସିଯାଇଥିବା ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ବାଙ୍କିରୁ ଗିରଫ କରିଛି ପୋଲିସ । ଦୋକାନ ଭଙ୍ଗାରୁଜା ମାମଲା ଓ ପୁଲିସକୁ ଆକ୍ରମଣ ପାଇଁ ଗିରଫ ହୋଇଛି ରାଘବ । ନୟାପଲ୍ଲୀ ଥାନାରେ ୪ଟି କେସ୍ ଥିଲା ରାଘବ ନାଁ ।…

ଆଗ ପଛ ହେଇ ଚାଲିଗଲେ ବାପା, ମାଆ । କୁନି ଝିଅ ମୁଣ୍ଡରେ ପରିବାରର ବୋଝ । ଇଚ୍ଛା ଥିଲେ ବି ପଢିପାରୁନି ପାଠ ।

କନକ ବ୍ୟୁରୋ: ପଢିବାକୁ ଇଚ୍ଛା ଅଛି, ହେଲେ ପରିସ୍ଥିତି ପାଠରେ ଡୋରି ଲଗେଇଦେଇଛି । ମନରେ ଆଗକୁ ବଢିବାକୁ ଇଚ୍ଛା ଥିଲେ ବି, ମନକୁ ମାରି ପରିବାରର ବୋଝ ମୁଣ୍ଡାଇଛି ଏ କୁନି ଝିଅ । ବର୍ଷା, ବୟସ ଏଇ ମାତ୍ର ୧୪ ବର୍ଷ । ଏ ବୟସରେ ବର୍ଷା ଚାଉଳ ବାଛୁଛି, ପରିବା କାଟୁଛି ଆଉ ଜଙ୍ଗଲ ଯାଇ ଜାଳ…

ଆସନ୍ତା ୫ରେ ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ: ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ନେଇ ଜାତୀୟ…

କନକ ବ୍ୟୁରୋ: ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆସନ୍ତା ୫ ତାରିଖରେ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଛି । ସେହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ ଜାତୀୟ ଗଣାମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ନୀତୀଶ କୁମାର ଓଡ଼ିଶା ଆସିବା ନେଇ ବିହାରରେ…

ଝାରସୁଗୁଡା ପ୍ରଚାର ମୈଦାନରୁ କାହିଁକି ଅନ୍ତର୍ଦ୍ଧାନ ସୁଶାନ୍ତ? ଷ୍ଟାର ପ୍ରଚାରକ ତାଲିକାରେ ନାଁ ଥିବା ସତ୍ତେ୍ୱ…

କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଏବେ ପ୍ରଚାର ମୈଦାନ ସରଗରମ । ବିଜେଡି ଏଠାରେ ବିଜୟ ନେଇ ଆଶାବାଦୀ ରହିଥିବା ବେଳେ ବିଜେପି ଟଙ୍କଧରଙ୍କୁ ବିଧାୟକ କରିବାକୁ ଜୋର ଲଗାଇ ଦେଇଛି । କଂଗ୍ରେସ ପୁଣିଥରେ ପୁରୁଣା ଆସନରେ କମବ୍ୟାକ୍ କରିବାକୁ ପ୍ରସ୍ତୁତି ଚଳାଇଛି । ଭୋଟଗ୍ରହଣକୁ ଆଉ…

ତିନୋଟି ବର୍ବାଦ, ଚତୁର୍ଥଟିକୁ ଉଦ୍ଧାର କଲା ଟାଟା, ପଢନ୍ତୁ ଭାରତୀୟ ଏୟାର ଲାଇନ୍ସ ଇଣ୍ଡଷ୍ଟ୍ରିଜ ସଂକଟର କାହାଣୀ

କନକ ବ୍ୟୁରୋ : ଭାରତୀୟ ଏୟାରଲାଇନ୍ସ ସେକ୍ଟରେ ପୁଣି ଏକ ବଡ ଘଟଣାକ୍ରମ ଦେଖିବାକୁ ମିଳିଛି । ଦେଶର ତୃତୀୟ ଏୟାରଲାଇନ କମ୍ପାନୀ ଏବେ ଦେବାଳିଆ ସ୍ଥିତିକୁ ଆସିଯାଇଛି । ବଜେଟ ଏୟାରଲାଇନ୍ସ ‘ଗୋ ଫାଷ୍ଟ’ ତରଫରୁ ଭଲିଣ୍ଟାରୀ ଇନସଲଭେନ୍ସି ପ୍ରୋସିଡିଙ୍ଗ୍ ପାଇଁ ଆବେଦନ କରାଯାଇଛି । ଏହା ପୂର୍ବରୁ…