Daily Archives

April 3, 2023

ଦୁବାଇ ଯିବେ ମିଶନ ଶକ୍ତି ମହିଳା: ସାକାର ହେବ ବିଦେଶ ଯିବା ସ୍ୱପ୍ନ

କନକ ବ୍ୟୁରୋ: ଦୁବାଇ ଯିବେ ମିଶନଶକ୍ତି ମହିଳା ଜ୍ୟୋତିରେଖା ଚେଟ୍ଟି । କୋରାପୁଟ ଜିଲ୍ଲା ମିଶନଶକ୍ତି ସଭାନେତ୍ରୀ ଜ୍ୟୋତିରେଖାଙ୍କୁ ବିମାନ ଯୋଗେ ଦୁବାଇ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଟିକେଟ ଦେଇଛନ୍ତି । ଆସନ୍ତା ମେ’ ୧୫ ତାରିଖରେ ଭୁବନେଶ୍ୱରରୁ-ଦୁବାଇ ବିମାନ ଯାତ୍ରା ଆରମ୍ଭ…

ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ହୋଇଥିଲା ବିବାଦ: ବ୍ୟାଟ୍ ଓ ଛୁରାରେ ଲକିଙ୍କୁ ହୋଇଥିଲା ଆକ୍ରମଣ

କନକ ବ୍ୟୁରୋ: ସ୍ମୃତି ରଂଜନ ରାଉତ ଓରଫ୍ ମୁନ୍ନା । ସଂଗ୍ରାମ ରାଉତ ଓରଫ୍ ଜଗା । ସଂଜୟ ରାଉତ ଓରଫ୍ ମୁଗୁନି । ଏବଂ ବାଦଲ କୈବତଲ୍ । ଇଏ ହେଉଛନ୍ତି ସେହି ଚାରି ଜଣ ଅଭିଯୁକ୍ତ, ଯେଉଁମାନଙ୍କୁ ମହିଷାନଣ୍ଡା ଗାଁର ଲକି ରାଉତଙ୍କ ହତ୍ୟା ଘଟଣାରେ ଗିରଫ କରିଛି ପୁଲିସ୍ । ଗତକାଲି ସଂଗ୍ରାମ ଓରଫ୍…

‘ମୋଦୀ ସାଙ୍ଗିଆ’ ମାନହାନୀ ମାମଲା । ଏପ୍ରିଲ ୧୩ ଯାଏଁ ବୃଦ୍ଧି ପାଇଲା ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି । ମେ ୩ରେ ହେବ…

କନକ ବ୍ୟୁରୋ: ସାରା ଦେଶରେ ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା । ‘ମୋଦୀ ସାଙ୍ଗିଆ’ ଉପରେ ବିବାଦୀୟ ବୟାନ ଦେଇ ଦୋଷୀ ସାବ୍ୟସ୍ତ ହୋଇଥିବା ରାହୁଲ, ଜେଲ ଯିବେ ନାଁ ତାଙ୍କୁ ମିଳିବ ବେଲ୍ ଏହାକୁ ନେଇ ସବୁଆଡେ ଚର୍ଚ୍ଚା । ଆଉ ଏଭଳି ଆଲୋଚନା ଭିତରେ ରାହୁଲଙ୍କୁ ମିଳିଛି କୋର୍ଟଙ୍କ ଆଶ୍ୱସ୍ତି । ୧୩…

‘ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର । ଓଡିଆ ଫିଲ୍ମରେ ରହିଛି ଡେଲିଭରୀ ବୟଙ୍କ ସଂଘର୍ଷ…

କନକ ବ୍ୟୁରୋ: ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ…

ରାସ୍ତାରେ ମରି ପଡିଛନ୍ତି ବୁଲା କୁକୁର, କିଛି କୁକୁର ଅସୁସ୍ଥ । କେହି ବିଷ ଦେଇଥିବା ସନ୍ଦେହ । ଭୁବନେଶ୍ୱର…

କନକ ବ୍ୟୁରୋ: ରାସ୍ତାରେ ଯିବାବେଳେ ଗୋଡାଉ ଥିଲେ ବି, ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି ବୁଲା କୁକୁର । ଯେତେବେଳେ ରାତିରେ ସମସ୍ତେ ଶୋଇ ଯାଆନ୍ତି, ସେତେବେଳେ ପ୍ରହରୀ ସାଜନ୍ତି ଏହି ବୁଲା କୁକୁର । କାହାକୁ ଗଳି ଭିତରକୁ ପୁରାଇ ଦିଅନ୍ତି ନାହିଁ । ଯଦି କେହି…

ବିଏସସି ନର୍ସିଂ ପାଇଁ ଦେବାକୁ ହେବ ନିଟ୍ ପରୀକ୍ଷା: ଡିଏମଇଟି ଜାରି କଲା ବିଜ୍ଞପ୍ତି, ମେଧାବୀ ହେବେ ଉପକୃତ

କନକ ବ୍ୟୁରୋ: ଓଡିଶା ସରକାର ପକ୍ଷରୁ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଜାରି କରିଛି ବିଜ୍ଞପ୍ତି । ଏଥିରେ କୁହାଯାଇଛି, ୨୦୨୩-୨୪ ଶିକ୍ଷା ବର୍ଷରୁ ବିଏସସି ନର୍ସିଂ ପାଠ ପଢିବାକୁ ହେଲେ ନିଟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ବାଧ୍ୟତାମୂଳକ । ଏହା ହେଲେ ରାଜ୍ୟରେ ନର୍ସିଂ…