Daily Archives

April 3, 2023

କେନ୍ଦ୍ରମନ୍ତ୍ରୀଙ୍କ କୋଟିଆ ଗସ୍ତକୁ ନେଇ ତେଜିଲା ରାଜନୀତି । ବିଜେଡିର ସମାଲୋଚନା ପରେ ବିଜେପି ଦେଲା ଜବାବ

କନକ ବ୍ୟୁରୋ: କୋଟିଆକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ବିବାଦ ତେଜିବାରେ ଲାଗିଛି । ବିଜେଡି ଧର୍ମେନ୍ଦ୍ରଙ୍କ ଗସ୍ତକୁ ରାଜନୈତିକ ଗସ୍ତ କହିବା ପରେ, ସମାଲୋଚନା କରିଛି ବିଜେପି । ପ୍ରେସମିଟ୍ କରି ଏକାଥରକେ ଭାରତୀୟ ଜନତା ପାର୍ଟିର ୪ଜଣ ବିଧାୟକ ଶାସକ ଦଳକୁ ଘେରିଛନ୍ତି…

ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କୁ ସଜାଇଲେ ବିଲାତି ବାବୁ । ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା । ଝିଅ…

କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ, ପ୍ରତିମୂର୍ତ୍ତିକୁ ନେଇ ବିବାଦ ତେଜିବାରେ ଲାଗିଛି । ଯେଉଁ ଗାନ୍ଧୀବାଦୀ ନେତାଙ୍କ ସାରା ଜୀବନ ଧୋତି, ଗଞ୍ଜିରେ କଟିଥିଲା,ତାଙ୍କୁ କିଏ ସୁଟ, ବୁଟ ପିନ୍ଧାଇ ପ୍ରତିମୂର୍ତ୍ତି ସ୍ଥାପନ କଲା, ସେ…

ସୋସିଆଲ୍ ମିଡିଆରେ ଲୋକଙ୍କ ପାଖରେ ପହଞ୍ଚିବ ବିଜେଡି । ଇନଷ୍ଟାଗ୍ରାମରେ ୫ରୁ ୧୦ ହଜାର ଫଲୋୟର୍ସ ବଢ଼ାଇବାକୁ ନେତାଙ୍କୁ…

କନକ ବ୍ୟୁରୋ: ଲୋକଙ୍କ ପାଖରେ ଡିଜିଟାଲ ମାଧ୍ୟମରେ ସହଜରେ ପହଞ୍ଚି ହେବ । ଏକଥାକୁ ଭଲ ଭାବରେ ବୁଝିସାରିଛି ବିଜୁ ଜନତା ଦଳ । ସେଥିପାଇଁ ଡିଜିଟାଲ ମାଧ୍ୟମକୁ ଗୁରୁତ୍ୱ ଦେଇ, ଲୋକପ୍ରିୟ ସୋସିଆଲ ମିଡିଆ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ୱିଟରରେ କେମିିତି ସକ୍ରିୟ ହେବେ, ସେନେଇ ଶାସକ ଦଳର…

ପୁଣି ସାଂସଦ ପଦ ଫେରିପାଇବେ କି ରାହୁଲ ଗାନ୍ଧୀ? ପଟୁଆରରେ କୋର୍ଟକୁ ଗଲେ ରାହୁଲ ଗାନ୍ଧୀ । ଜାମିନ୍ ମିଳିଲା, ରହିତାଦେଶ…

କନକ ବ୍ୟୁରୋ: ବହୁ ବାଦ ବିବାଦ ଓ ଚର୍ଚ୍ଚା ଭିତରେ ଆଜି ସୁରଟ ତଳ କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭଉଣୀ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ଶାସିତ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତା ଓ କର୍ମୀଙ୍କୁ ସାଙ୍ଗରେ ନେଇ ବିରାଟ…

ଅମ୍ପାୟାର ବଖାଣିଲେ କ୍ରିକେଟ ପଡ଼ିଆରେ ହତ୍ୟାର କାହାଣୀ: ନୋ-ବଲ୍, ଆଉଟକୁ ନେଇ ଆରମ୍ଭ ହୋଇଥିଲା ବିବାଦ

କନକ ବ୍ୟୁରୋ: କ୍ରିକେଟ ଖେଳ ନେଇଗଲା ଜୀବନ । ଗଣ୍ଡଗୋଳକୁ ଅଟକାଇବାକୁ ଯାଇ ବଳିପଡ଼ିଗଲା ଜୀବନ । କଟକ-ଚୌଦ୍ୱାର ଥାନା ମହିଷାଲଣ୍ଡା ପଂଚାୟତର କ୍ରିକେଟ୍ ପଡ଼ିଆରେ ମ୍ୟାଚ୍ ଚାଲିଥିଲା ବେଳେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । କ’ଣ ଘଟିଥିଲା ଖେଳ ପଡ଼ିଆରେ କେମିତି ଗଲା ଯୁବକଙ୍କ ଜୀବନ ।…

ଜମୁଛି ପୁରୀର ପାରମ୍ପାରିକ ସାହିଯାତ: ଚତୁର୍ଥ ଦିନରେ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ମର୍ଯ୍ୟାଦାପୁରୁଷ ପ୍ରଭୁ…

କନକ ବ୍ୟୁରୋ: ବର୍ଷ ବର୍ଷର ପରମ୍ପରା ହେଉଛି ପୁରୀ ସାହିଯାତ । ପ୍ରତିବର୍ଷ ଆଜ୍ଞାମାଳ ପରେ ବିଭିନ୍ନ ବେଶ ଅନୁଷ୍ଠିତ ହେବା ସହ ସାହି ପରିକ୍ରମା କର।।ଯାଇଥାଏ । ଏବେ ମଧ୍ୟ ବେଶ ଧୁମ୍ଧାମରେ ଚାଲିଛି ସାହିଯାତ । ଏହାର ଚତୁର୍ଥ ଦିନରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ବନବାସ ନୀତି ଦେଖିବାକୁ…