୩ ମାସରେ ଡ୍ରାଇଭରଙ୍କ ଦାବିର ସମାଧାନ! ଓଡିଶା ଡ୍ରାଇଭର ଏକତା ମହାସଂଘ ଆବାହକଙ୍କୁ ଚିଠି।

1,427

କନକ ନ୍ୟୁଜ: ସମାଧାନ ହେବ ଡ୍ରାଇଭର ଏକତା ମହାସଂଘର ଦାବି । ୩ ମାସରେ ଡ୍ରାଇଭର ଏକତା ମହାସଂଘ ଦାବି ସମାଧାନ ହେବ । ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନାରେ ନିଆଗଲା ନିଷ୍ପତ୍ତି । ନିଷ୍ପତ୍ତି ନେଇ ଓଡିଶା ଡ୍ରାଇଭର ଏକତା ମହାସଂଘ ଆବାହକଙ୍କୁ ଚିଠି । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାସଂଘ ଆବାହକଙ୍କୁ ଚିଠି କରାଯାଇଛି ।