Daily Archives

March 16, 2023

ବିବାଦ ଭିତରେ ସଂସଦ ଆସିଲେ ରାହୁଲ। କହିଲେ, ସୁଯୋଗ ଦେଲେ ସଂସଦରେ କହିବେ।

କନକ ବ୍ୟୁରୋ: ବିଦେଶ ଗସ୍ତରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ବୟାନ ଦେଶ ବିରୋଧୀ ବୋଲି କହିଛି ଶାସକ ଦଳ ବିଜେପି । ରାହୁଲ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଦେଶକୁ ବଦନାମ କରିଥିବା କହି ବିଜେପି ପ୍ରସଙ୍ଗକୁ ଜୋରଦାର କରିଛି । ଯାହାର ପ୍ରଭାବ ସଂସଦରେ ମଧ୍ୟ ଦେଖିବାକୁ ମିଳିଛି । ବିବାଦ ଭିତରେ ରାହୁଲ…

ଜନତା ଆକ୍ରମଣରେ ପୋଲିସ୍ ଲହୁଲୁହାଣ। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆହତ ଖାକି କର୍ମଚାରୀ।

କନକ ବ୍ୟୁରୋ: ଜନତାର ସୁରକ୍ଷା ଓ ସ୍ଥିତି ନିୟନ୍ତ୍ରଣ ପାଇଁ ସବୁ କଥାରେ ଲୋଡ଼ା ପଡ଼ୁଥିବା ପୋଲିସ୍ ନିଜେ ଲହୁଲୁହାଣ । ଲୋକଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ପୋଲିସ୍ ଅଧିକାରୀ । ବାଙ୍କିରେ ଗୋଷ୍ଠୀ ସଂଘର୍ଷ ମଝିରେ ଫସିଗଲା ପୋଲିସ୍ । ଟେକାପଥର ମାଡ଼ରେ ସବ୍ ଇନିସପେକ୍ଟର ଆହତ । ବାଙ୍କୀ…

ବାବୁଙ୍କ ବଦଳି ନାହିଁ । ଗୋଟିଏ ବିଭାଗ ଦାୟିତ୍ୱରେ ବର୍ଷ ବର୍ଷ ଧରି ଅଛନ୍ତି ଏକାଧିକ ଆଇଏଏସ୍ ଅଧିକାରୀ ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅଧୀନରେ, ଏମିତି କେତେ ଜଣ ଆଇଏଏସ ଅଧିକାରୀ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଅଛନ୍ତି । ପ୍ରମୁଖ ବିଭାଗଗୁଡିକର ସଚିବ ପଦରେ ଅଛନ୍ତି । କିନ୍ତୁ ବର୍ଷ ବର୍ଷ ରହିବା ପରେ ବି ସେମାନଙ୍କର ବଦଳି ହେଉନାହିଁ । ଏକ ଲିଖିତ ପ୍ରଶ୍ନର ଉତ୍ତରରେ,…

ମହଙ୍ଗା ପଡ଼ିଲା ମୃତ୍ୟୁର ମିଛ ନାଟକ। ଶ୍ରମିକଙ୍କୁ ମୁମ୍ବାଇରୁ ଗିରଫ କଲା ଗଜପତି ପୁଲିସ।

କନକ ବ୍ୟୁରୋ: ମୃତ୍ୟୁର ୧୦ ଦିନ ପରେ ଆସିଲା ଦାଦନ ଶ୍ରମିକଙ୍କ ଜୀବିତ ଥିବା ଖବର । ଗଜପତିରୁ ଦାଦନ ଖଟିବାକୁ ଯାଇଥିବା ଶରତ ପରିଚ୍ଛାକୁ ତାମିଲନାଡୁରେ ହତ୍ୟା କରାଯାଇଥିବା ଖବର ମିଛ, ଆଉ ମୃତ୍ୟୁର ନାଟକ ନିଜେ ରଚିଥିଲା ଶରତ । ଗଜପତି ପୁଲିସ ମାମଲାର ପର୍ଦ୍ଦାଫାସ କରିବା ପରେ ଆସିଛି କାହାଣୀରେ…

ଓଡ଼ିଶା ଉପରେ ଗୁଇନ୍ଦା ପାରାର ନଜର! ପାରାଦୀପ ପରେ ଅସ୍ତରଙ୍ଗରେ ସନ୍ଦିଗ୍ଧ ପାରା।

କନକ ବ୍ୟୁରୋ: ପୁଣି ଏକ ସନ୍ଦିଗ୍ଧ ପାରା ଧରାପଡ଼ିବା ପରେ ଏହାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ବଢ଼ିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଧୀନରେ ଥିବା ନାନପୁର ପତିସାହିରୁ ଉଦ୍ଧାର ହୋଇଛି ଏକ ସନ୍ଦିଗ୍ଧ ପାରା । ଗାଁର ଜଣେ ବ୍ୟକ୍ତି କିଛି ପାରା ପୋଷି ଥିବା ବେଳେ ସନ୍ଦିଗ୍ଧ ପାରାଟି…

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ । ବିଜେଡି ନେତାଙ୍କ ଶଙ୍ଖ ମୋର ଗର୍ବ ପୋଷ୍ଟ । କଟାକ୍ଷ କଲେ ବିରୋଧୀ ବିଜେପି, କଂଗ୍ରେସ ।

କନକ ବ୍ୟୁରୋ: ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ଚିହ୍ନର କେମିତି ବ୍ରାଣ୍ଡିଂ ହେବ, ସେଥିପାଇଁ ଜୋରଦାର କ୍ୟାମ୍ପେନ ଆରମ୍ଭ କରିଛି ଦଳ । ଦଳର ସବୁ ବିଧାୟକ, ସାଂସଦ ଓ ମନ୍ତ୍ରୀ ଏଥିପାଇଁ ଲାଗି ପଡିଛନ୍ତିି । ଶଙ୍ଖ ଚିହ୍ନର ପ୍ରଚାର ପ୍ରସାର ପାଇଁ ଶଙ୍ଖ ମୋର ଗର୍ବ ବୋଲି ସମସ୍ତେ ଏକସ୍ୱରରେ କହୁଛନ୍ତି…