Daily Archives

March 6, 2023

ନେତୃତ୍ୱ ନେବାର ବଡ଼ ପ୍ଲାଟଫର୍ମ ଏସଏଚଜି। ବିଜୟ ପଟ୍ଟନାୟକ କହିଲେ, ସରକାରୀ ଅର୍ଥ ବ୍ୟୟ କରି ରାଜନୀତି କରିବା ଠିକ୍…

କନକ ବ୍ୟୁରୋ: ସ୍ୱୟଂସହାୟକ ଗୋଷ୍ଠୀ ମହିଳାଙ୍କୁ ରାଜନୀତିରେ ବ୍ୟବହାର କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମିଶନ୍ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ । କହିଛନ୍ତି, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହା ସେମାନଙ୍କ…

୨୬ରେ ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଦେବେ ଯୋଗ।

କନକ ବ୍ୟୁରୋ: ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୬ତାରିଖରେ ଭଦ୍ରକରେ ଆୟୋଜିକ ବିଶାଳ ସମାବେଶରେ ଯୋଗଦେବେ । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ସମାବେଶ କରିବେ ଅମିତ ଶାହ । ଏଥିସହ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ସହ ଆଲୋଚନା…

ମୋ ପୁଅ କଣ MLA/ MP ହେବାକୁ ଅନଫିଟ୍? ଆମ କଂଗ୍ରେସିଆଙ୍କ ଦେହରେ ଯାଉନି, ସେଥିପାଇଁ ମୋ ପୁଅ ନାଁରେ ଏଣୁତେଣୁ ଗପୁଛନ୍ତି…

କନକ ବ୍ୟୁରୋ : ମୁହଁ ଖୋଲିଲେ ସୁର । କହିଲେ, ହଁ ଦୁଇ ପୁଅ ନିର୍ବାଚନ ଲଢିବାକୁ ଯୋଗ୍ୟ । ତେଣୁ କାହିଁକି ନିର୍ବାଚନ ଲଢିବେନି । ଦୁଇ ପୁଅ ନିଜ ଗୋଡରେ ଛିଡା ହୋଇଛନ୍ତି, ନାଁ କମେଇଛନ୍ତି । ତେଣୁ ସେମାନେ କଣ ଏମଏଲଏ /ଏମପି ହେବାକୁ ଅନଫିଟ୍ କି? ସାନପୁଅ ଜଟଣୀରୁ ଲଢିବ ଅସୁବିଧା କଣ? ମୁଁ ତାକୁ…

ସାଥୀ ଖେଳାଳିଙ୍କୁ ଗୋଲ୍ଡ ଆଇଫୋନ୍ ଦେଲେ ମେସି । ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ

କନକ ବ୍ୟୁରୋ : ବିଶ୍ୱ ବିକ୍ଷାତ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ତାଙ୍କ ଟିମର ସମସ୍ତ ସଦସ୍ୟଙ୍କୁ ଏକ ବଡ ଉପହାର ଦେଇଛନ୍ତି । ମେସି ତାଙ୍କ ଟିମର ପ୍ରତିଟି ସଦସ୍ୟ ଏବଂ ସପୋର୍ଟ ଷ୍ଟାଫଙ୍କୁ ଗୋଟିଏ ଲେଖାଏଁ ଆଇଫୋନ୍ ଉପହାର ଦେଇଛନ୍ତି । କେବଳ ଆଇପୋନ୍ ଗିପ୍ଟ୍ କରିଛନ୍ତି ତା ନୁହେଁ, ଆଇଫୋନକୁ…

ରିପବ୍ଲିକାନ୍ ପାର୍ଟି ସମ୍ମିଳନୀରେ ଟ୍ରମ୍ପଙ୍କ ବିସ୍ଫୋରକ ବୟାନ। ଗୋଟିଏ ଦିନରେ ଯୁଦ୍ଧ ସାରିବି: ଟ୍ରମ୍ପ

କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନକୁ ନେଇ କରାଯାଉଛି ଜୋରଦାର ଚର୍ଚ୍ଚା । ଟ୍ରମ୍ପ କହିଛନ୍ତି, ଯଦି ସେ ପୁଣି ଥରେ ଶାସନ କ୍ଷମତାକୁ ଫେରନ୍ତି ଅର୍ଥାତ ରାଷ୍ଟ୍ରପତି ଆସନରେ ବସନ୍ତି, ତେବେ ରୁଷ-ୟୁକ୍ରେନ ଯୁଦ୍ଧକୁ ମାତ୍ର…

ପୁଣି ଉଗ୍ର ହେଲା ୟୁକ୍ରେନ-ରୁଷିଆ ଯୁଦ୍ଧ। ୟୁକ୍ରେନ୍ ସହର ବାଖମୁଟରେ ଗୋଳା, ବାରୁଦ ବର୍ଷାଉଛି ପୁଟିନବାହିନୀ

କନକ ବ୍ୟୁରୋ: ୟୁକ୍ରେନ ଦଖଲ ପାଇଁ ଆକ୍ରମଣାତ୍ମକ ହୋଇ ଉଠିଛନ୍ତି ପୁଟିନ୍ । ଗତ କିଛି ଦିନ ଭିତରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି ରୁଷିଆ । ଲୁହାନ୍ସ, ଡୋନେସ୍କ ପରେ ଆଉ ଏକ ୟୁକ୍ରେନ ସହରକୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ଯାଉଛି ରୁଷିଆ । ୟୁକ୍ରେନର ଅନ୍ୟତମ ପ୍ରମୁଖ ସହର ବାଖମୁଟ୍…