Daily Archives

February 26, 2023

କଂଗ୍ରେସ ମହାଅଧିବେଶନରେ ଦଳର ନୂଆ ରଣନୀତି। ପୂର୍ବରୁ ପଶ୍ଚିମ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ।

କନକ ବ୍ୟୁରୋ: ଋାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରା କଂଗ୍ରେସ ପାଇଁ ସଞ୍ଜିବନୀ ହୋଇଥିବା ବେଳେ ଏବେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବାକୁ ଦଳ ଯୋଜନା କରୁଛି । ରାୟପୁରରେ ଚାଲିଥିବା ୮୫ତମ ମହାଅଧିବେଶନରେ ଏହି ସୂଚନା ଦେଇଛନ୍ତି ଭାରତ ଯୋଡଯାତ୍ରାର ଆବାହକ ଜୟରାମ ରମେଶ । କହିଛନ୍ତି…

ଦୀର୍ଘ ୫୦ ବର୍ଷ ହେଲା ପେଡ଼ା ବ୍ୟବସାୟ କରୁଛନ୍ତି ଥାନୁଆଳ ଗାଁର ୫୦ରୁ ଅଧିକ ପରିବାର, ପେଡା ପାଇଁ ଏହି ଗାଁର ରହିଛି…

କନକ ବ୍ୟୁରୋ : ଧର୍ମଶାଳା ବ୍ଲକ ଥାନୁଆଳ ଗାଁ । ପାଖାପାଖି ଏକ ହଜାର ଲୋକ ଏହି ଗାଁରେ ବସବାସ କରୁଥିବା ବେଳେ ପେଡା ପାଇଁ ଏହି ଗାଁର ରହିଛି ଭିନ୍ନ ଏକ ପରିଚୟ । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଏହି ଗାଁର ୫୦ରୁ ଅଧିକ ପରିବାର ପେଡା ବ୍ୟବସାୟ କରି ବେଶ୍ ସୁନାମ ଅର୍ଜନ କରିଛନ୍ତି । ସମୟ ଥିଲା ଏହି…

ସରିଲା ଶୀର୍ଷ ସମବାୟ ନିର୍ବାଚନ: ଭୋଟ ଦେଲେ ଅନୁବନ୍ଧିତ ପ୍ରାଥମିକ ଓ କେନ୍ଦ୍ରୀୟ ସମବାୟ ସମିତିର ପରିଚାଳନା ପରିଷଦର…

କନକ ବ୍ୟୁରୋ: ଶେଷ ହୋଇଛି ଶୀର୍ଷ ସମବାୟ ସମିତି ଗୁଡିକର ପରିଚାଳନା ପରିଷଦ ଗଠନ ପାଇଁ ନିର୍ବାଚନ । ୧୬ଟି ଶୀର୍ଷ ସମବାୟ ସମିତି ମଧ୍ୟରୁ, ୪ଟିର ପରିଚାନା ପରିଷଦର ସଦସ୍ୟ/ ସଦସ୍ୟାମାନେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିବା, ୧୨ଟି ପାଇଁ ହୋଇଛି ଭୋଟ ଗ୍ରହଣ । ମାର୍କଫେଡ, ହାଉସିଂ…

ଘଣା ତେଲ ପ୍ରସ୍ତୁତ କରୁଛନ୍ତି ଗ୍ରାଜୁଏଟ୍ ପ୍ରିୟଦର୍ଶିନୀ, ନିଜେ ଘଣା ମେସିନ ପକାଇ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ…

କନକ ବ୍ୟୁରୋ : କଟକରେ ଗୃହିଣୀଙ୍କ ଘଣା ତେଲ ଉଦ୍ୟୋଗ । ଖୁବ୍ କମ୍ ଅର୍ଥ ବ୍ୟୟ କରି ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ଏବେ ଅନ୍ୟମାନଙ୍କର ଆବଶ୍ୟକତା ପୁରଣ କରିପାରୁଛି । ଏଭଳି ଏକ ଉଦ୍ୟୋଗ ପ୍ରତିଷ୍ଠା କରିବାର କାରଣ ହେଲା, ପ୍ରିୟଦର୍ଶିନୀଙ୍କ ସ୍ୱାମୀଙ୍କୁ ହୃଦରୋଗ ହୋଇଥିବାରୁ ଡାକ୍ତର ତାଙ୍କୁ…

ଗୃହିଣୀରୁ ସଫଳ ଉଦ୍ୟୋଗୀ, ଆଠଗଡ଼ ଗୁରୁଡ଼ିଝାଟିଆ ଅଂଚଳରେ ଦୁଇ ଯାଆ ମିଶି ପ୍ରସ୍ତୁତ କରୁଛନ୍ତି କେକ୍, ପେଟିସ, ବିସ୍କୁଟ,…

କନକ ବ୍ୟୁରୋ : ଗୃହିଣୀରୁ ସଫଳ ଉଦ୍ୟୋଗୀ । ଆଠଗଡ଼ ଗୁରୁଡ଼ିଝାଟିଆ ଗାଁର ଦୁଇ ଜାଆ ଅମିତା ଦଳାଇ ଓ ସଂଯୁକ୍ତା ସ୍ୱାଇଁ । ଦିନେ ସାଧାରଣ ଗୃହିଣୀ ଥିଲେ । ଘରେ ବସିବା ଅପେକ୍ଷା କିଛି ରୋଜଗାର କରିବା ପାଇଁ ଚିନ୍ତା କରି ଏହି କାମକୁ ଆପଣାଇଛନ୍ତି । ୨୦୨୦ ମସିହାରୁ ଘରେ ଜନ୍ମଦିନ କେକ୍ ତିଆରି ଆରମ୍ଭ…

ସ୍ୱାଭିମାନ ଅଂଚଳରେ ଏବେ ଗଂଜେଇ ନୁହେଁ ଚାଷୀଙ୍କୁ ରୋଜଗାର ହେଉଛି ମାଣ୍ଡିଆ ଚାଷ, ମିଲେଟ୍ ମିଶନ ଜରିଆରେ ଖୋଲିଛି…

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ଏବେ ଗଂଜେଇ ନୁହେଁ ଚାଷୀଙ୍କୁ ରୋଜଗାର ଦେଉଛି ମାଣ୍ଡିଆ ଚାଷ । କୁଇଣ୍ଟାଲ କୁଇଣ୍ଟାଲ ମାଣ୍ଡିଆ ଏବେ ମିଲେଟ୍ ମିଶନ ଜରିଆରେ ମଣ୍ଡିରେ ବିକ୍ରି କରାଯାଉଛି । ଆଉ ଚାଷୀ ମାନେ ମଧ୍ୟ ଉଚିତ୍ ମୂଲ୍ୟ ପାଉଛନ୍ତି । ମଣ୍ଡି ଖୋଲିବା ଦିନ ଠାରୁ ଆଉ ଠକାମିର ଶିକାର…