Daily Archives

February 26, 2023

ଉଚ୍ଚ ଶିକ୍ଷିତ ଯୁବକଙ୍କ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ, ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଉଛନ୍ତି ରୋଜଗାର

କନକ ବ୍ୟୁରୋ : ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇଛନ୍ତି ରାୟଗଡ଼ା ଗୁଣୁପୁର ଅଞ୍ଚଳର ଯୁବ ଉଦ୍ୟୋଗୀ ଏ.ମଧୁସୂଦନ । ଏମ.ଟେକ୍ ପାସ କରିବା ପରେ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ…

ପ୍ରଦୀପ ଜେନା ହେବେ ବାବୁ ନମ୍ବର ୧: ମାର୍ଚ୍ଚ ୧ରେ ନେବେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ

କନକ ବ୍ୟୁରୋ: ପ୍ରାୟ ବର୍ଷେ କାଳ ପ୍ରଶାସନିକ ଛକାପଞ୍ଝାର ଅବସାନ ଘଟିଲା । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଫଳତାର ସହ ନିଜର ପ୍ରଶାସନିକ ଦାୟିତ୍ୱ ତୁଲାଇଥିବା ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନା ହେବେ ଓଡ଼ିଶାର ପରବର୍ତୀ ମୁଖ୍ୟ ଶାସନ ସଚିବ । ସାଧାରଣ ପ୍ରଶାସନ ବିଭାଗ…

ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆ ଗିରଫ । ୮ ଘଣ୍ଟା ପଚରାଉଚରା ପରେ ସିବିଆଇର କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି । ଏହା ପୂର୍ବରୁ ସିବିଆଇ ଏହି ମାମଲାରେ ଜଣେ ବ୍ୟୁରୋକ୍ରାଟଙ୍କ ବୟାନ ଗ୍ରହଣ କରିଥିଲା । ଯାଞ୍ଚ ଏଜେନ୍ସି ଦାବି କରିଛି ଯେ, ମନୀଷ ଏହି ଦୁର୍ନୀତିରେ ମହତ୍ତ୍ୱପୂର୍ଣ୍ଣ…

ଅଭାବ ଅନଟନ ଭିତରେ ଦଇବ ସାଧୁଛି ଦାଉ: ଯାଜପୁର ଦାନଗଦିର ବୃଦ୍ଧ ଦମ୍ପତିଙ୍କ ମୁଣ୍ଡରେ ତିନି ଦିବ୍ୟାଙ୍ଗ ପୁଅଙ୍କ ଦାୟିତ୍ୱ

କନକ ବ୍ୟୁରୋ: ଅଭାବ ଅନଟନ ଭିତରେ ଦଇବର ଦାଉ । ସମସ୍ତ ଙ୍କର ଆଶା ଥାଏ ପୁଅଟିଏ ହେଲେ ବୃଦ୍ଧ ବୟସରେ ସାହାହେବ ଓ ବାପା ମା ଙ୍କ ସେବା କରିବ । କିନ୍ତୁ ଏଠି ସବୁ କିଛି ଓଲଟା ଦେଖିବାକୁ ମିଳିଛି । ମା ‘କୋଳରେ ତିନି ତିନିଟା ପୁଅ କିନ୍ତୁ ପୁଅ ଜଣ ଜଣ କରି ତିନି ଜଣ ଯାକ ପାଲଟିଗଲେ ଦିବ୍ୟାଙ୍ଗ ।…

କଟକଣାକୁ ଫୁ’ କରି ମାତିଛନ୍ତି ଦଲାଲ: ମାଫିଆଙ୍କ କବଜାରେ ପାରାଦୀପ ସମୁଦ୍ର ଉପକୂଳ

କନକ ବ୍ୟୁରୋ: କଟକଣାକୁ ଫୁ’ କରିଦେଇ ମାତିଛି ଦଲାଲ । ଆଉ ଏବେ ଧରାପଡିଛନ୍ତି ଏହି ଦଲାଲ ମାନେ । ପାରାଦୀପ ସମୁଦ୍ର ଉପକୂଳକୁ ମାଫିଆ କବଜା କରିନେଇଥିବା ବେଳେ ବେଧଡକ ଭାବେ ରିଂ ନେଟ ଦ୍ୱାରା ମାରୁଛନ୍ତି ମାଛ । ସରକାରଙ୍କ କଟକଣାକୁ ଫୁ’ କରିଦେଇ ରିଂ ଜାଲ ଓ ଫାଶୀ ଜାଲ ବ୍ୟବହାର କରାଯାଉଥିବା…

ଅବକ୍ଷୟ ହେଉଛି ପୁରୁଣା କୀର୍ତିରାଜି: ଅବହେଳିତ ନିମାପଡାର ଗଡଜାତ ଅମଳରୁ ଥିବା ବରାହୀ ମନ୍ଦିର

କନକ ବ୍ୟୁରୋ: ଅବକ୍ଷୟ ହେବାରେ ଲାଗିଛି ପୁରୁଣା କୀର୍ତିରାଜି । ପ୍ରତ୍ନତତ୍ୱ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲେ ବି ଯାଏ ହୋଇପାରିନି ଉନ୍ନତିକରଣ । ଇତିହାସର ମୁକସାକ୍ଷୀ ପାଲଟିଥିବା ନିମାପଡାର ଗଡଜାତ ଅମଳରୁ ରହିଛି ଏହି ବରାହୀ ମନ୍ଦିର । ଏହି ମନ୍ଦିରଟି ବୁଦ୍ଧଦେବଙ୍କ ନିର୍ବାଣର ଅଳ୍ପକିଛି…