Daily Archives

February 1, 2023

ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ: ହାସଲ କଲେ ଟି-୨୦ କ୍ୟାରିୟରର ପ୍ରଥମ ଶତକ

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚରେ ଦମଦାର ବ୍ୟାଟିଂ କରିଛି ଭାରତୀୟ ଦଳ । ଭାରତ ପକ୍ଷରୁ ଓପନର ଶୁଭମନ ଗିଲ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଶୁଭମନ ଦୁର୍ଦ୍ଦଶ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ସେ ଏହି ମ୍ୟାଚରେ ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ…

ଆଦାନୀଙ୍କୁ ମହଙ୍ଗା ପଡିଲା ହିଣ୍ଡେନବର୍ଗ ରିପୋର୍ଟ: ବିଶ୍ୱ ଧନୀ ତାଲିକାର ୩ ନମ୍ବରରୁ ୧୫ ନମ୍ବର ସ୍ଥାନକୁ ଖସିଲେ ଗୌତମ…

କନକ ବ୍ୟୁରୋ: ଆମେରିକାର ଏକ ଘରୋଇ ଅର୍ଥନୈତିକ ଗବେଷଣା ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଗୌତମ ଅଦାନୀଙ୍କ ପାଇଁ ମହଙ୍ଗା ପଡିଛି । ଅଦାନୀ ଗ୍ରୁପର ସେୟାର ମୂଲ୍ୟ ହ୍ରାସ ପାଉଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟିଜର ଚେୟାରମେନ୍ ମୁକେଶ ଅମ୍ବାନୀ ଗୌତମ ଅଦାନୀଙ୍କୁ ପଛରେ ପକାଇ ବିଶ୍ୱ ସବୁଠୁ ଅଧିକ…

ବଜେଟ ଦିନରେ ବଢିଲା ସେୟାର ମାର୍କେଟ୍ । ସେନସେକ୍ସରେ ୧୫୮ ପଏଣ୍ଟ ବୃଦ୍ଧି

କନକ ବ୍ୟୁରୋ: ବଜେଟ ଦିନରେ ବଢିଲା ସେୟାର ମାର୍କେଟ । ସେନସେକ୍ସରେ ୧୫୮ ପଏଣ୍ଟ ବୃଦ୍ଧି ହୋଇଛି । ନିଫଟି ୪୬ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି । ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ମଧ୍ୟ ମଜବୁତ ହୋଇଛି । ସେପଟେ ବଜେଟ୍ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ସରକାର ଜାନୁଆରୀ…

ଆସିଲା ପୂର୍ଣ୍ଣାଙ୍ଗ ବଜେଟ୍ । ମୋଦୀ କହିଲେ, ଦେଶର ବିକାଶରେ ମୂଳଦୁଆ ସାଜିବ ଏ ବଜେଟ୍ । ନୂଆ ସଙ୍କଳ୍ପ ନେଇ ଆଗକୁ ବଢିବ…

କନକ ବ୍ୟୁରୋ: ପୂର୍ଣ୍ଣାଙ୍ଗ ବଜେଟ ଆସିଛି । ସାଥିରେ ଆଣିଛି ନୂଆ ସମ୍ଭାବନା । କିଛି ଆଶା ପୂରା ହୋଇଛି କିଛି ବାକି ରହିଛି । ସେପଟେ ସବୁ ବର୍ଗର ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟି ରଖି ସରକାର ବଜେଟ ଆଣିଥିବା କହୁଛନ୍ତି । ବଜେଟ ଉପସ୍ଥାପନ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ…

କନକ ନ୍ୟୁଜର ‘ଦି ହେଲଥ କନକ୍ଲେଭ-୨୦୨୩’ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଆହ୍ୱାନ । ଯୋଗଦେଲେ ଦେଶର ସୁନାମଧନ୍ୟ…

କନକ ନ୍ୟୁଜର ‘ଦି ହେଲଥ କନକ୍ଲେଭ-୨୦୨୩’ରେ ଯୋଗ ଦେଇଛନ୍ତି ଦେଶର ସୁନାମଧନ୍ୟ ଡାକ୍ତର ରଣଦୀପ ଗୁଲେରିଆ । କୋଭିଡ ସମୟରେ ଦେଶକୁ ମହାମାରୀ ସମ୍ପର୍କରେ ସଚେତନ କରୁଥିବା ଡାକ୍ତର ଗୁଲେରିଆ ନିଜର ସୁଚିନ୍ତିତ ମତାମତ ଦେଇଛନ୍ତି । ଏହାସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଆହ୍ୱାନ ଓ ତାକୁ କିଭଳି…

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର । ଯକୃତ ନଷ୍ଟ ହୋଇଥିବା କହିଲେ ଅଭିନେତା

କନକ ବ୍ୟୁରୋ: ଓଡିଆ ଆଲବମ ହେଉ ବା ଫିଲ୍ମ । କମେଡିଆନ ହେଉ କିମ୍ବା ଖଳନାୟକ ଭୂମିକା । ପିଣ୍ଟୁ ନନ୍ଦଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ନିଜର ନିଆରା ଠାଣି ପାଇଁ ଚର୍ଚ୍ଚିତ ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ସବୁବେଳେ ସମସ୍ତଙ୍କୁ ମନୋରଞ୍ଜନ…