Monthly Archives

January 2023

ମହଙ୍ଗା ମାଡରୁ ମୁକ୍ତି ପାଇବେ ଲୋକ । ଅର୍ଥନୈତିକ ଅଭିବୃଦ୍ଧି ୬.୫ ପ୍ରତିଶତ ରହିବା ନେଇ ଅନୁମାନ ।

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କରେ ଅନୁମାନ କରାଯାଇଛି । ଭାରତୀୟ ଅର୍ଥନୀତିକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଏହି ଅର୍ଥନୈତିକ ସର୍ଭେ…

ଲାଖ ଶିଳ୍ପୀଙ୍କୁ ମିଳିବ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର । ନବରଙ୍ଗପୁର ଶଙ୍ଖାରୀ ସାହିର ଲାଖ ଶିଳ୍ପୀ ପ୍ରଭାତୀ…

କନକ ବ୍ୟୁରୋ: ଲାଖ ଶିଳ୍ପୀଙ୍କୁ ମିଳିବ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର । ଆଉ ଏହି ପୁରସ୍କାର ଲାଖ ଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ମିଳୁଛି । ନବରଙ୍ଗପୁର ଶଙ୍ଖାରୀ ସାହିର ଲାଖ ଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର -୨୦୨୧ ପକ୍ଷରୁ ମନୋନୀତ କରାଯାଇଛି । ଭୁବନେଶ୍ୱରରେ…

ଗଞ୍ଜାମରେ ବିଗୁଡୁଛି ବିଜେଡି ଅଙ୍କ! ଆସିକା, କବିସୂର୍ଯ୍ୟନଗର ପରେ ଖଳ୍ଲିକୋଟରୁ ଆସିଲା ଦଳୀୟ କନ୍ଦଳର ଚିତ୍ର ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ଗଞ୍ଜାମରେ ବିଗିଡିବ କି ବିଜେଡିର ଅଙ୍କ ? ପ୍ରଥମେ ଆସିକା ବିଧାୟିକା ବିରୋଧରେ ବିଜେଡି କର୍ମୀଙ୍କ ବିଦ୍ରୋହ , ତାପରେ କବିସୁର୍ଯ୍ୟନଗର , ଖଲ୍ଲିକୋଟ ପରେ ଏବେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ସୁବାଷ ବେହେରାଙ୍କ ବିରୋଧରେ ବିଧାୟକ ହଟାଓ ମଞ୍ଚ…

ବଦଳିଲେ ବ୍ରଜରାଜନଗର ଏସଡିପିଓ ଏବଂ ଏସପି । ଗୁପ୍ତେଶ୍ୱର ଭୋଇ ଓ ରାହୁଲ ଜୈନଙ୍କ ବଦଳି

କନକ ବ୍ୟୁରୋ: ବଦଳି ହେଲେ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ । ଏସଡିପିଓଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଛି । ବର୍ତ୍ତମାନ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗରର ନୂଆ ଏସଡିପିଓ ଭାବେ ଦାୟିତ୍ୱ ଦିଆଯାଇଥିବା ସୂଚନା ରହିଛି । ତେବେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ…

ଗୁମୁରି କାନ୍ଦୁଛି ମାଆ, ଝୁରୁଛି ଗାଁ ମାଟି । ପରିବାରକୁ ଭେଟିବା ପାଲଟିଲା ସ୍ୱପ୍ନ, ଘରକୁ ଶବ ହୋଇ ଫେରିଲେ ଧରାକୋଟର…

କନକ ବ୍ୟୁରୋ: ଗୁମୁରି କାନ୍ଦୁଛି ମାଆ । ଝୁରୁଛି ଗାଁ ମାଟି । ମନରେ ଅନେକ ଖୁସି ନେଇ ନିଜ ମାଟିକୁ ଫେରୁଥିଲା ପୁଅ । ଫେରିବା ବାଟକୁ ଚାହିଁ ବସିଥିଲା ମା’ । ପୁଅ ତ ଫେରିଲା ହେଲେ ଆସିଲା ଶବ ହେଇ । ଏହିଭଳି ଏକ ଛାତିଫଟା ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଧରାକୋଟ ଜଗମୋହନ ଗାଁରେ । ଗାଁର ପୁଅ…

ଗରିବ ପିଲାଙ୍କ ପଢ଼ାବହି ପଡିଛି କବାଡିଖାନାରେ । ବସ୍ତାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ପଢା ବହି ନଷ୍ଟ ।

କନକ ବ୍ୟୁରୋ: ପିଲାଙ୍କ ପାଠ୍ୟ ପୁସ୍ତକ କବାଡି ଖାନାରେ ବିକ୍ରିି ହେଉଛି । ଗଜପତି ଆର.ଉଦୟଗିରି ଶିଆଳିଲଟି ବାଳିକା ବିଦ୍ୟାଳୟର ପଢା ବହି ସବୁ ଗଞ୍ଜାମ ପାଟପୁର କବାଡି ଖାନାରେ । ପିଲା ପାଠ ପଢିବାକୁ ବିଭିନ ପଦକ୍ଷେପ ସବୁ ନିଆଯାଉଛି । ଏପରିକି ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଯାଉଛି । ହେଲେ…