Daily Archives

January 28, 2023

ମାଆ ହେବାର ସଠିକ୍ ସମୟ କେତେ? ଜାଣନ୍ତୁ, କଣ କହିଲେ ଆସାମ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅଧିକାଂଶ ସମୟରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ହିମନ୍ତ ବିଶ୍ୱଶର୍ମା ଗୋଟିଏ କାର୍ଯ୍ୟକ୍ରମରେ ମହିଳାମାନଙ୍କର ମା ହେବାର ପ୍ରକୃତ ବୟସ କେତେ ହେବା ଉଚିତ୍ ତାହା କହିଛନ୍ତି । ସେ କହିଛନ୍ତି ଯେ, ମାଆ ହେବାର ସଠିକ୍…

କେନ୍ଦୁଝର ହାଟଡିହିରେ କଂଗ୍ରେସର ହାତ ସେ ହାତ ଯୋଡ଼ ଯାତ୍ରା। ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା।

କନକ ବ୍ୟୁରୋ: ହାଟଡିହିରେ କଂଗ୍ରେସର ହାତ ସେ ହାତ ଯୋଡ଼ ଯାତ୍ରା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କଠାରୁ ନେଇ ବହୁ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ । କଂଗ୍ରେସ ଦଳ ମଜବୁତ କରିବା ସହ ଦଳରେ ଯୋଗଦାନ ନେଇ ଆହ୍ୱାନ କରିଥିଲେ । କେନ୍ଦ୍ରକୁ…

ଭାତ ହାଣ୍ଡି ଲୋଭରେ ହାତୀ, ହିନ୍ଦୋଳ କୁନୁଆଁ ଗାଁରେ ପଶି ଆତଙ୍କ।

କନକ ବ୍ୟୁରୋ: ଢେଙ୍କାନାଳର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଜାରି ରହିଛି । ଗାଁ ଗଣ୍ଡାରେ ହାତୀ ପଶି ଉତ୍ପାତ କରୁଥିବା ବେଳେ ଘରଦ୍ୱାର ଭାଙ୍ଗି ଫସଲ ଖାଇଯାଉଛି ହାତୀ । ହେଲେ ଗାଁରେ ହାତୀକୁ ନେଇ ଏକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ନିଜ ଆଖିରେ ନଦେଖିଲେ ବିଶ୍ୱାସ…

ବୟସର ଅପରାହ୍ନରେ ଥମୁନି ନିର୍ଯାତନା। ନ୍ୟାୟ ପାଇଁ ଥାନାରେ ୮୪ ବର୍ଷୀୟ ବୃଦ୍ଧଙ୍କ ଅନଶନ।

କନକ ବ୍ୟୁରୋ: ବୟସର ଅପରାହ୍ନରେ ଥମୁନି ନିର୍ଯାତନା । ଗୋଡ ହାତ ଚଳୁନଥିବା ବେଳେ ପୁଅ ବୋହୂଙ୍କ ନିର୍ଯାତନା ଅସହ୍ୟ ହେଇପଡୁଛି । ନ୍ୟାୟ ଟିକେ ପାଇବାକୁ ଏବେ ଥାନାରେ ଅନଶନ କରିଛନ୍ତି ୮୪ ବର୍ଷୀୟ ବୃଦ୍ଧ । ମନରେ ତାଙ୍କର ଭୟ । ଘରକୁ ଗଲେ ପୁଅ ବୋହୂ ପିଟିବେ । । ଏନେଇ ନ୍ୟାୟ ଟିକେ ପାଇବାକୁ…

ନୂଆପଡାରେ ଜଳ ଆବଣ୍ଟନ ନେଇ ଚାଷୀଙ୍କ ଆନ୍ଦୋଳନ। ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିଲେ ଆନ୍ଦୋଳନକାରୀ।

କନକ ବ୍ୟୁରୋ: ତୁଟୁନି ପାଣି ବିବାଦ । ଏବେଠୁ ପାଣି ପାଇଁ ଲାଗିଛି ସଂଘର୍ଷ । ଗୋଟିଏ ପଟେ ରବି ଫସଲ ପାଇଁ ପାଣି ଯୋଗାଇବାକୁ ଚାଷୀ ଆନ୍ଦୋଳନ କରୁଛି ତ ଆଉ ଗୋଟିଏ ପଟେ ଧାରଣାକୁ ଓହ୍ଲାଇଛନ୍ତି ଶହଶହ ଛାତ୍ରୀ ଓ ମହିଳା । ନୂଆପଡାରେ ଥିବା ‘ପତେରା’ପ୍ରକଳ୍ପରୁ ପାଣି ଆବଣ୍ଟନ ନେଇ ଦେଖାଦେଇଛି ବିବାଦ…

ଭାରତରେ ଅଟା ଦର ବୃଦ୍ଧି। ବର୍ଷକରେ ୪୦% ମହଙ୍ଗା ହୋଇଛି ଅଟା।

କନକ ବ୍ୟୁରୋ: ମହଙ୍ଗା ହେଉଛି ଅଟା । ବର୍ଷକରେ ୪୦% ମହଙ୍ଗା ହୋଇଛି ଅଟା । ନିକଟରେ ପାକିସ୍ତାନରେ ଅଟାଦର ଅହେତୁକ ବୃଦ୍ଧି ପାଇବା ଓ ଅଟା ପାଇଁ କିପରି ଲୋକେ ଡହଳ ବିକଳ ହେଉଥିଲେ, ସେପରି ଦୃଶ୍ୟ ସାମ୍ନାକୁ ଆସିଥିଲା । ଏବେ ଭାରତରେ ମଧ୍ୟ ଅଟା ଦର ବଢ଼ିବାରେ ଲାଗିଛି । ଖୋଲା ଅଟା କିଲୋପ୍ରତି…