Daily Archives

January 28, 2023

କେନ୍ଦ୍ରାପଡାରେ ବିଜେପି ବନାମ ଅପରାଜିତା। ବଳଦେବଜୀଉଙ୍କ ଦର୍ଶନ କଲେ ସାଂସଦ ଅପରାଜିତା ଷଡଙ୍ଗୀ।

କନକ ବ୍ୟୁରୋ: କେନ୍ଦ୍ରାପଡାରେ ବିଜେପି ବନାମ ଅପରାଜିତା । କେନ୍ଦ୍ରାପଡ଼ାରେ ବାଜା ବଜାଇ, ପ୍ରଧାନମନ୍ତ୍ରୀଙ୍କ ଫଟୋ ମାରି ରୋଡ଼ ସୋ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କିନ୍ତୁ, ଯୋଗଦେଲେନି କୌଣସି ବରିଷ୍ଠ ନେତା । ତିନିମୁହାଣରୁ ଏହି ରୋଡ ସୋରେ ଯାଇ ୮ କିଲୋମିଟର ଦୂର ବଳଦେବଜୀଉ…

ଚର୍ଚ୍ଚାରେ ବିଆରଏସ ମୁଖ୍ୟଙ୍କ ଅତିଥି ସତ୍କାର। ଓଡିଆ ନେତାଙ୍କୁ ହାଇଦ୍ରାବାଦରେ ବିରିୟାନୀ ଖୁଆଇଲେ କେସିଆର ।

କନକ ବ୍ୟୁରୋ: କେସିଆରଙ୍କ ‘ବିରିଆନୀ’ ରାଜନୀତି । ହାଇଦ୍ରାବାଦରେ ଓଡ଼ିଆ ନେତାଙ୍କୁ ବିରିଆନୀ ଖୁଆଇଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଓଡିଆ ନେତାଙ୍କୁ କେସିଆର ବିରିଆନୀ ଖୁଆଇବାର ଫଟୋ ସାମନାକୁ ଆସିବା ପରେ ତେଲେଙ୍ଗାନା ମୁଖ୍ୟଙ୍କ ଅତିଥି ସକ୍ରାର ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶାରେ ସ୍ଥିତି…

ବଦଳିଲା ମୋଗଲ ଗାର୍ଡେନର ନାମ। ମୋଗଲ ଗାର୍ଡେନ ଏବେ ‘ଅମୃତ ଉଦ୍ୟାନ’

କନକ ବ୍ୟୁରୋ: ବଦଳିଲା ମୋଗଲ ଗାର୍ଡେନର ନାମ । ରାଷ୍ଟ୍ରପତି ଭବନରେ ଥିବା ଏହି ଉଦ୍ୟାନର ନାମ ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ ରଖାଯାଇଛି । ଅମୃତ ମହୋତ୍ସବ ଅବସରରେ ଏହାର ନାମକୁ ପରିବର୍ତ୍ତନ କରି ଏଭଳି ରଖାଯାଇଛି । ଲୋକଙ୍କ ପାଇଁ ଏହା ଶୀଘ୍ର ଖୋଲିବାକୁ ଯାଉଛି । On the occasion…

ବିଜେପି ଲୋକ ଆମକୁ ଶୁଦ୍ର ଭାବୁଛନ୍ତି । ଶାସକ ବିଜେପିକୁ ଟାର୍ଗେଟ କଲେ ସପା ମୁଖ୍ୟ ଅଖିଳେଶ ଯାଦବ ।

କନକ ବ୍ୟୁରୋ: ଶାସକ ବିଜେପିକୁ ନେଇ ବଡ ବୟାନ ରଖିଛନ୍ତି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ । ବିଜେପିକୁ ଟାର୍ଗେଟ କରିବା ସହ, ଭାରତୀୟ ଜନତା ପାର୍ଟି ଆମକୁ ଶୁଦ୍ର ବୋଲି ଭାବୁଛି ବୋଲି କହିଛନ୍ତି ଅଖିଳେଶ । ତାଙ୍କ କହିବା ମୁତାବକ, ବିଜେପି ନେତାଙ୍କ ନଜରରେ ଆମେ ସମସ୍ତେ…

ଆମେରିକା ଟାର୍ଗେଟରେ ଆତଙ୍କବାଦୀ ସଂଗଠନ ଆଇଏସ୍ । ୟୁଏସ ଆକ୍ରମଣରେ ସୋମାଲିଆରେ କୁଖ୍ୟାତ ବିଲାଲ ଅଲ୍ ସୁଦାନୀ ସମେତ ୧୦…

କନକ ବ୍ୟୁରୋ: କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ବିରୋଧରେ ଆମେରିକାର ବଡ ଧରଣର କାର୍ଯ୍ୟାନୁଷ୍ଠାନ । ସୋମାଲିଆରେ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଆମେରିକା ସେନାକୁ ବଡ ସଫଳତା ମିଳିଛି । ଆକ୍ରମଣରେ କୁଖ୍ୟାତ ଆଇଏସ ନେତା ବିଲାଲ ଅଲ ସୁଦାନୀ ସମେତ ୧୦ ଜଣ ନିହତ ହୋଇଥିବା ସୂଚନା…

ପଞ୍ଜାବରେ ରାମ ରହିମଙ୍କ ଅନଲାଇନ ସତସଙ୍ଗକୁ ବିରୋଧ। କଂଗ୍ରେସ କର୍ଫ୍ୟୁ ଲଗାଇବାକୁ ଦେଲା ପରାମର୍ଶ

କନକ ବ୍ୟୁରୋ: ଡେରା ସଚ୍ଚାସୌଦା ମୁଖ୍ୟ ରାମ ରହିମଙ୍କ ପାରୋଲ ବିରୋଧରେ ହାଇକୋର୍ଟ ଯିବା ପାଇଁ ପ୍ରସ୍ତୁତ ହେଉଛି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି । ସେପଟେ ବାବା ରାମ ରହିମ ୟୁପିର ଏକ ଆଶ୍ରମରେ ବସି ପଞ୍ଜାବର ସତସଙ୍ଗ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ସୂଚନା ଅନୁସାରେ ଡେରା…