Daily Archives

January 13, 2023

ଜଙ୍ଗଲରେ କାହିଁକି ଝୁଲି ପଡିଲେ ରାଜଶ୍ରୀ? ସନ୍ଦେହରେ ମହିଳା କ୍ରିକେଟରଙ୍କ ମୃତ୍ୟୁ

କନକ ବ୍ୟୁରୋ: ୨୦୧୪ରୁ ଓଡିଶା ସିନିୟର ମହିଳା କ୍ରିକେଟ୍ ଟିମ ପାଇଁ ଖେଳି ଆସୁଥିଲେ ରାଜଶ୍ରୀ ସ୍ୱାଇଁ । ଜଣେ କ୍ରୀଡାବିତ ଭାବେ କେତେବେଳେ ସଫଳତା, ତ ପୁଣିକେବେ ବିଫଳତା ବି ପାଇଥିବେ । ପୁଡୁଚେରୀରେ ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍ର ପ୍ରଥମ ୩ଟି ମ୍ୟାଚ୍ ପାଇଁ ହେବାକୁ ଥିବା ଚୟନ ଶିବିରରେ…

ବଦଳିଲେ ସେନାପତି ବଦଳିଲା ପରିସ୍ଥିତି । ଘମାଘୋଟ ଯୁଦ୍ଧ ଭିତରେ ୟୁକ୍ରେନର ଆଉ ସହରକୁ କବଜା କଲା ଋଷ

କନକ ବ୍ୟୁରୋ : ସେନାପତି ବଦଳିବା ପରେ ବଦଳିଛି ପରିସ୍ଥିତି । ଘମାଘୋଟ ଯୁଦ୍ଧ ଭିତରେ ୟୁକ୍ରେନର ଆଉ ସହରକୁ କବଜା କରିଛି ଋଷ । ୟୁକ୍ରେନର ସେଲେଦର ସହର ସହ ବାକମୁଟ ସହର ଅଧିକୃତ ନେଇ ଋଷ ଦାବିକୁ କିଭ ପ୍ରତ୍ୟାଖାନ କରିଛି । ଦୁଇ ଦିନ ପୂର୍ବରୁ ୟୁକ୍ରେନ ଯୁଦ୍ଧ ଚାର୍ଜରେ ଥିବା ଅଫିସରଙ୍କୁ ଅଟାଇ…

ଭାରତ ରାଜନୀତି ଇତିହାସର ଆଉ ଜଣେ ହସ୍ତିଙ୍କ ପରଲୋକ ହୋଇଯାଇଛି । ୭୫ ବର୍ଷ ବୟସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ…

କନକ ବ୍ୟୁରୋ : ଭାରତ ରାଜନୀତି ଇତିହାସର ଆଉ ଜଣେ ହସ୍ତିଙ୍କ ପରଲୋକ ହୋଇଯାଇଛି । ଦିର୍ଘ ୪୦ ବର୍ଷର ସଫଳ ରାଜନେତା ଜେଡିୟୁର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ ହୋଇଯାଇଛି । ଶରଦଙ୍କ ବିୟୋଗରେ ବିହାର ସରକାର ଦିନିକିଆ ଶୋକ ଘୋଷଣା କରିଛନ୍ତି । ତାଙ୍କର…

ଆରମ୍ଭ ହେଲା ହକି ମହାକୁମ୍ଭ । କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଦୁଇଟି ମ୍ୟାଚରେ ଜିତିଲେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ।…

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ହକି ମହାକୁମ୍ଭର ଅସଲ ଲଢ଼େଇ । ପ୍ରଥମ ଦିନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ୍ ଖେଳାଯାଇଥିବାବେଳେ, ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଛି ଦୁଇଟି ମ୍ୟାଚ । ଅଭୁତପୂର୍ବ ଉତ୍ସାହ । ମୁହଁରେ ତ୍ରିରଙ୍ଗା ଚିତ୍ର, ହାତରେ ହକି…

ଅଙ୍ଗେନିଭା କଥା ପ୍ରକାଶ କଲେ ଅଭିନେତା ସଂଜୟ ଦତ୍ତା କହିଲେ କେମିତି ଲଢିଥିଲେ , କେମିତି ପାଇଥିଲେ ସାହସ

କନକ ବ୍ୟୁରୋ : ବିଗତ ୩ବର୍ଷ ତଳର କଥା । ହଠାତ ଖବର ପହଁଚେ ବଲିଉଡର ଲୋକପ୍ରିୟ ଅଭିନେତା ସଂଜୟ ଦତ କ୍ୟାନସରରେ ପୀଡିତ ଅଛନ୍ତି । ନିଆଁ ବେଗରେ ବ୍ୟାପିଗଲା ଖବର । ସଂଜୟଙ୍କ ପ୍ରଶଂସକ ଓ ପରିବାରକୁ ଝଟକା ଦେଇଥିଲା କ୍ୟାନସର ଖବର । ତେବେ ୩ବର୍ଷ ପରେ ପ୍ରଥମ ଥର ପାଇଁ ଅଭିନେତା ସେହି ସମୟର କଷ୍ଟ,…

ସସପେନ୍ସ ବଢ଼ାଇଲା ମହିଳା କ୍ରିକେଟରଙ୍କ ରହସ୍ୟଜନକ ମୃତ୍ୟୁ । ନିଖୋଜ ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କନକ ବ୍ୟୁରୋ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ । ଯାହାଙ୍କ ବୋଲିଂରେ ପ୍ରତିପକ୍ଷ ଟିମର ବ୍ୟାଟର ଚକମା ଖାଇ ଯାଉଥିଲେ, ତାଙ୍କର ଝଲନ୍ତା ମୃତଦେହ ସାରା ଓଡ଼ିଶାକୁ ଚମକାଇ ଦେଇଛି । ଆଠଗଡ଼ ଗୁରୁୁଡ଼ିଝାଟିଆ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କର ମୃତଦେହ । ଦୁଇ ଦିନ ତଳେ ସେ ନିଖୋଜ…