Daily Archives

January 13, 2023

ବଡ଼ ସଙ୍କଟ ଭିତରେ ଯୋଶୀମଠ, ଭୟ ବଢାଇଲା ଇସ୍ରୋର ସାଟେଲାଇଟ ଫଟୋ

କନକ ବ୍ୟୁରୋ : କିଛି ଦିନ ହେବ ଉତରାଖଣ୍ଡର ଯୋଶୀମଠ ସହର ଧସିବାରେ ଲାଗିଛି । ୧୫ଦିନ ଭିତରେ ସହରର ରୂପରେଖ ବଦଳିଯାଇଛି । ପାହାଡ ଭାଙ୍ଗୁଛି , ରାସ୍ତାଘାଟ ଦବୁଛି । ଏହି ଭୟ ଭିତରେ ବଡ ଖୁଲ୍ଲାସା କରିଛି ଇସ୍ରୋ । ଯୋଶୀମଠର ସ୍ଥିତିକୁ ଅନୁଧ୍ୟାନ କରି ଇସ୍ରୋ କିଛି ସାଟେଲାଇଟ ଫଟୋ ଜାରି କରିଛି ।…

ଆରମ୍ଭ ହେଲା ବିଶ୍ୱର ଲମ୍ବା କ୍ରୁଜ୍ ଯାତ୍ରା । ଗଙ୍ଗା ଆଳତି ପରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ୨୭ ନଦୀ ଦେଇ ଯିବ ଏମଭି…

କନକ ବ୍ୟୁରୋ : ଗଙ୍ଗା ଆଳତି ପରେ ଶୁକ୍ରବାର ଉତରପ୍ରଦେଶର ବାରଣାସୀ ଘାଟରୁ ବିଶ୍ୱର ସବୁଠୁ ଲମ୍ବା ନଦୀ କ୍ରୁଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରଣାସୀରୁ ଯାତ୍ରା ଆରମ୍ଭ କରିଥିବା ଏହି ବିଳାସପୂର୍ଣ୍ଣ କ୍ରୁଜ୍ ୨୭ ନଦୀ ଅତିକ୍ରମ କରି ଆସାମର ଡିବ୍ରୁଗଡ଼ରେ ପହଂଚିବ ।…

ଅବହେଳିତ ଅବସ୍ଥାରେ ବିତୁଛି ବୃଦ୍ଧାଙ୍କ ଜୀବନ । ନା ରହିବାକୁ ଘର ଅଛି, ନା ଖାଇବାକୁ ଦାନା ଅଛି ।

କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ ବିତୁଛି ବୃଦ୍ଧା ମହିଳାଙ୍କ ଜୀବନ । ନା ରହିବାକୁ ଘର ଖଣ୍ଡିଏ ଅଛି ନା ଖାଇବାକୁ ଦାନା । ଆମେ କହୁଛୁ କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ଶିଳୁପୁର ସଂଗ୍ରାମପୁର ଶାସନ ଗାଁରେ ରହୁଥିବା ହରିପ୍ରିୟା ମାଉସୀଙ୍କ ସଂଘର୍ଷର କଥା । ନୂଆଣିଆ ଚାଳ ଛପରେ ଘରେ ରୁହନ୍ତି…

ରାଜକନିକା କାଟଣାବଣିଆ ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ । ବିଲ୍ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ।

କନକ ବ୍ୟୁରୋ: ରାଜକନିକା କାଟଣାବଣିଆ ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ । ଆଉ ଏହି ଅଭିଯୋଗ ଆଧାରରେ ଓଡ଼ିଶା ଲୋକାୟୁକ୍ତ ପକ୍ଷରୁ ତଦନ୍ତ ଆରମ୍ଭ କରି ଏକ ମାମଲା ରୁଜୁ କରିଛି । ଗତ ତିନି ମାସ ମଧ୍ୟରେ ରାଜକନିକା ବ୍ଳକର ପଣସ ଗଣ୍ଡ, କୋରନ୍ଦ ଓ କାଟଣାବଣିଆରେ ତଦନ୍ତ ଆରମ୍ଭ କରାଯାଇଛି । ସେହିଭଳି…

ଜୀବନ ଜିଇଁବାକୁ ସଂଘର୍ଷ । କିଡନୀ ନଷ୍ଟ ଯୋଗୁ ଶଯ୍ୟାଶାୟୀ ଜଳେଶ୍ୱର ବ୍ରହ୍ମପୁରପାଟଣାର ଗୌତମ ବେହେରା ।

କନକ ବ୍ୟୁରୋ: ଜୀବନ ଜିଇଁବାକୁ ସଂଘର୍ଷ କରୁଛି ପୁଅ । ପୁଅର ଜୀବନ ବଞ୍ଚାଇବାକୁ କାନି ପତାଇ ସାହାଯ୍ୟ ଭିକ୍ଷା କରୁଛି ମାଆ । ଜଳେଶ୍ୱର ବ୍ରହ୍ମପୁରପାଟଣାର ଗୌତମ ବେହେରା । ପରିବାର କହିଲେ ବୃଦ୍ଧ ବାପାମାଆ । ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ହୋଇଥିବା ବେଳେ ବାହାରେ କାମ କରି ପରିବାର…

ଯୋରନ୍ଦା ମାଘ ମେଳାକୁ ଆସିବେନି କୌପୀନଧାରୀ ବାବା । ଆଶା ଓ ଆଶଙ୍କାରେ ମହିମା ସାଧୁ ଓ ଶ୍ରଦ୍ଧାଳୁ ।

କନକ ବ୍ୟୁରୋ: ମାଘ ମେଳାକୁ ଯିବେନି କୌପୀନ ଧାରୀ । ଆଶା ଓ ଆଶଙ୍କାରେ ରହିଛନ୍ତି ମହିମା ସାଧୁ ଓ ଶ୍ରଦ୍ଧାଳୁ । ମହିମାଧର୍ମୀଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରତି ସରକାରଙ୍କ ଉଦାସୀନତା ଯୋଗୁ ମାଘ ମେଳାକୁ ନଯିବାକୁ ଜିଦରେ ବସିଛନ୍ତି ମହିମା ସାଧୁମାନେ । ଉଭୟ ବକଳ ଓ କୌପୁନୀଧାରୀ ସମାଜଙ୍କ ମଧ୍ୟରେ…