Daily Archives

December 15, 2022

ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଆସିଲା ଡିଏନଏ ରିପୋର୍ଟ । ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶ୍ରଦ୍ଧାଙ୍କ ହାଡ ସହ ମେଳ…

କନକ ବ୍ୟୁରୋ : ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଦିଲ୍ଲୀ ପୁଲିସକୁ ମିଳିଛି ବଡ଼ ସଫଳତା । ମେହେରୁଲି ଜଙ୍ଗଲରୁ ଉଦ୍ଧାର ହୋଇଥିବା କିଛି ହାଡ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ସହ ମ୍ୟାଚ ଖାଉଛି । ତେଣୁ ଏହି ହାଡ ଶ୍ରଦ୍ଧାଙ୍କର ବୋଲି ପ୍ରମାଣିତ ହୋଇଛି । ଶ୍ରଦ୍ଧା ହତ୍ୟା ଘଟଣାରେ ଦିଲ୍ଲୀ ପୋଲିସ…

ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବଂଟା କାର୍ଯ୍ୟକ୍ରମରେ ଅଘଟଣ । ଅତ୍ୟଧିକ ଭିଡ ହେତୁ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବଂଟା କାର୍ଯ୍ୟକ୍ରମରେ ଅଘଟଣ । ଅତ୍ୟଧିକ ଭିଡ ହେତୁ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଘଟଣାକୁ ନିନ୍ଦା କରି ପଶ୍ଚିମବଙ୍ଗ ସରକାର ମାମଲା ରୁଜୁ କରିଥିବା ବେଳେ ସୁପ୍ରିମକୋର୍ଟ…

ଓଡ଼ିଶାରେ ପ୍ରେମ, ସୁରତରେ ହତ୍ୟା କଲା ପ୍ରେମିକ । ବିବାହ କରିବା ପାଇଁ ଜିଦ ଧରିବାରୁ ପ୍ରେମିକାକୁ ୪୯ ଥର ଛୁରୀ ଭୁଶିଲା…

କନକ ବ୍ୟୁରୋ: ଆଜିକାଲି ବହୁ ଯୁବକ-ଯୁବତୀ ଲିଭ୍ଇନ ରିଲେସନସିପରେ ରହୁଛନ୍ତି । ଆଉ ପ୍ରେମ ପାଇଁ ବାପା-ମାଙ୍କୁ ଛାଡି ଏକାଠି ରହୁଥିବାବେଳେ, ସାମନାକୁ ଆସିଛି ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ । ପ୍ରେମିକ ଜଣଙ୍କ ଭୁବନେଶ୍ୱରରୁ ପ୍ରେମିକାଙ୍କୁ ସୁଦୂର ସୁରତକୁ ନେବା ପରେ ସେଠାରେ ଅତି ବୀଭତ୍ସ…

ଦୀପିକା ପାଦୁକୋନଙ୍କୁ ନେଇ ଉଠିଲା ବିବାଦ । ଶାହରୁଖଙ୍କ ପୋଷ୍ଟର ପୋଡିଲେ ବିକ୍ଷୋଭକାରୀ

କନକ ବ୍ୟୁରୋ : ରିଲିଜ ପୂର୍ବରୁ ବିବାଦ ଘେରକୁ ଚାଲିଆସିଛି ଶାହାରୁଖ ଖାନ୍ ଓ ଦୀପିକା ପାଦୁକୋନଙ୍କ ଅପକମିଙ୍ଗ ସିନେମା ‘ପଠାନ୍’ । ଫିଲ୍ମର ଏକ ଗୀତ ‘ବେସରମ୍ ରଙ୍ଗ’ ନିକଟରେ ରିଲିଜ ହୋଇଥିବା ବେଳେ ଏହି ଗୀତକୁ ନେଇ ଉଠିଛି ଝଡ । ଗୀତରେ ଦୀପିକାଙ୍କ ପୋଷାକ ସହ ଅନେକ ବୋଲ୍ଡ ସିନ୍ ରହିଛି,…

ଅନ୍ତର୍ଜାତୀୟ ମଞ୍ଚରେ ଭାରତ-ପାକିସ୍ତାନ ମୁହାଁମୁହିଁ । ପାକିସ୍ତାନକୁ ନିଜ ଭାଷାରେ ଜବାବ ଦେଲା ଭାରତ

କନକ ବ୍ୟୁରୋ : ଯେଉଁ କଶ୍ମୀର ପ୍ରସଙ୍ଗ କଥା ଉଠାଇ ପାକିସ୍ତାନ ପୂର୍ବରୁ ବଦନାମ ହୋଇସାରିଛି । ଏବେ ପୁଣିଥରେ ସମାନ ପ୍ରସଙ୍ଗ ମିଳିତ ଜାତିସଂଘରେ ଉଠାଇ ଭାରତକୁ ବ୍ୟାକଫୁଟକୁ ଠେଲିବାକୁ ପ୍ରୟାସ କରିଛି ପଡୋଶୀ ଦେଶ । ଆଉ ଭାରତ ମଧ୍ୟ ଅନ୍ତର୍ଜାତୀୟ ମଂଚରେ ପାକିସ୍ତାନର ଆତଙ୍କବାଦ ପ୍ରେମର କଳା…

‘ଭାରତ ଯୋଡୋ’ ଯାତ୍ରାରେ ରଘୁରାମ ରାଜନ । ବିଜେପି କହିଲା, ଦ୍ୱିତୀୟ ମନମୋହନ ସିଂହ

କନକ ବ୍ୟୁରୋ : ଭାରତ ଯୋଡୋ ଯାତ୍ରାରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ । ବୁଧବାର ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ସହିତ ରଘୁରାମ ରାଜନ ଏହି ଯାତ୍ରାରେ ସାମିଲ ହେବା ପରେ ତାଙ୍କୁ ନେଇ ବଢିଛି ରାଜନୈତିକ ଚର୍ଚ୍ଚା । ବିଭିନ୍ନ ସମୟରେ ମୋଦୀ ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା…