ଚୀନ୍ ସୀମାରେ ଭାରତୀୟ ବାୟୁସେନାର ପଇଁତରା। ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ।
କନକ ବ୍ୟୁରୋ: ଡିସେମ୍ବର ୯. ଅରୁଣାଚଳପ୍ରଦେଶର ତୱାଙ୍ଗ । ଏଲଏସିରେ ୩ଶହ ଡ୍ରାଗ ସୈନିକଙ୍କ ଅନୁପ୍ରବେଶ ପାଇଁ ଜୋର ଉଦ୍ୟମ । ତେବେ ସେମାନଙ୍କୁ ଅଟକାଇଲେ ଭାରତୀୟ ଯବାନ । ଚାଇନାର ଉଦ୍ୟମ ପଣ୍ଡ ହୋଇଛି । ଗୋଟେ ପଟେ ଶାନ୍ତିରେ କଥା କହି ଅନ୍ୟପଟେ ସୀମାରେ ଅଶାନ୍ତି ସୃଷ୍ଟି କରୁଛି ଚୀନ ।…