Daily Archives

December 13, 2022

ଚୀନ ସେନା ସୀମା ଟପିବା ପରେ ସଜାଗ ହେଲା ଭାରତୀୟ ସେନା। ସୀମାରେ ମୁତୟନ ହେଲା ଲଢ଼ୁଆ ବିମାନ। 

କନକ ବ୍ୟୁରୋ:  ଏଲଏସିରେ ଚୀନ ସେନାର ଉତ୍ପାତ ପରେ ଭାରତୀୟ ସେନା ସଜାଗ ହୋଇଛି । ସୀମାରେ ମୁତୟନ କରିଛି ଲଢ଼ୁଆ ବିମାନ । ଡ୍ରାଗନ ସେନାର ଗତିବିଧି ଉପରେ ନଜର ରଖିବା ସହ ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲ ପାଇଁ ଆକାଶରେ ପଇଁତରା ମାରୁଛି । ପ୍ରକୃତ ନିୟନ୍ତ୍ରଣ ରେଖାର ନିକଟରେ ରହି ଚକର…

ଅର୍ଚ୍ଚନା ନାଗଙ୍କୁ ବାନ୍ଧିଲା ଇଡି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ସେକସନ୍ -୧୯ ବଳରେ ଗିରଫ କଲା ପ୍ରବର୍ତନ…

କନକ ବ୍ୟୁରୋ: ଅର୍ଚ୍ଚନାଙ୍କୁ ଗିରଫ କଲା ଇଡି । ରୁଜୁ ହେଲା ଆର୍ଥିକ ଅନିୟମିତତା ମାମଲା । ରିମାଣ୍ଡରେ ନେଇ ୭ଦିନର ପଚରାଉଚୁରା ପରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି ଇଡି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ସେକସନ୍-୧୯ ବଳରେ ତାଙ୍କୁ ଗିରଫ କରାଯାଇଛି । ତଦନ୍ତରେ…

ମହିଳାଙ୍କ ଘରୁ ଉଦ୍ଧାର ହେଲା ୭ କୋଟିର ୭ ମୂର୍ତ୍ତି। ୧୦ ବର୍ଷ ପୂର୍ବେ ବିଭିନ୍ନ ମନ୍ଦିରରୁ ହୋଇଥିଲା ଚୋରୀ।

କନକ ବ୍ୟୁରୋ: ତାମିଲନାଡୁ ପୋଲିସର ଏକ ଟିମ ପ୍ରାଚୀନ ମୂର୍ତ୍ତି ସଂଗ୍ରହକର୍ତ୍ତାଙ୍କ ଘରୁ କୋଟି କୋଟି ଟଙ୍କାର ଚୋରୀ ହୋଇଥିବା ମୂର୍ତ୍ତି ଜବତ କରିଛି । ପାଖାପାଖି ୭ଟି ମୂର୍ତ୍ତି ଜବତ କରଯାଇଛି । ଅନ୍ତର୍ଜାତୀୟ ବଜାରରେ ଏହି ଏହି ମୂର୍ତ୍ତିର ଦାମ ସାତ କୋଟିରୁ ଅଧିକ ହେବ । ଶୋଭା ଦୁରୋରାଜନ…

ଇଫୁଙ୍କୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ । ପଢା ଖର୍ଚ୍ଚ ପରେ ଏବେ ମିଳିଲା ବିଜୁ ପକ୍କା ଘର ।

କନକ ବ୍ୟୁରୋ: ଡାକ୍ତରୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ । ପ୍ରଥମେ ରାଜ୍ୟ ସରକାର ଇଫୁଙ୍କ ପଢ଼ା ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ତାଙ୍କ ପରିବାରକୁ ବିଜୁ ପକ୍କା ଘରଟିଏ ମଞ୍ଜୁର ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକ୍…

ପୁଣି ଗର୍ଭବତୀଙ୍କୁ ଖଟିଆରେ ବୋହିଲେ ସମ୍ପର୍କୀୟ । ଆମ୍ବୁଲାନ୍ସ ନ ମିଳିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ ।

କନକ ବ୍ୟୁରୋ: ପୁଣି ଗର୍ଭବତୀଙ୍କୁ ଖଟିଆରେ ବୋହିଲେ ସମ୍ପର୍କୀୟ । ସୁରକ୍ଷିତ ମାତୃତ୍ୱ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ  ଗର୍ଭବତୀଙ୍କ ଚିକିତ୍ସା ପାଇଁ ସମ୍ପର୍କୀୟ ମାନେ ଖଟିଆରେ ବୋହିନେବା ଏକ ଦୁଃଖର ବିଷୟ ପାଲଟିଛି । ଏଭଳି ଖବର ଆସିଛି କନ୍ଧମାଳ…

ଅବହେଳିତ ଅବସ୍ଥାରେ କେନ୍ଦ୍ରାପଡାର ବତୀଘର । ଲୋକଲୋଚନକୁ ଆସିପାରୁନାହିଁ ବତୀଘର

କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ କେନ୍ଦ୍ରାପଡାର ବତୀଘର ପର୍ଯ୍ୟଟନସ୍ଥଳୀ । ଗମନାଗମନର ସୁବିଧା ନଥିବାରୁ ଲୋକଲୋଚନକୁ ଆସିପାରୁନାହିଁ ବତୀଘର ଫଲସ ପଏଣ୍ଟ । ବ୍ରିଟିଶ୍ ଶାସନ ସମୟରେ ରାସ୍ତାଘାଟର ସୁବିଧା ନଥିବାରୁ ସମୁଦ୍ର ପଥରେ ବଡ ବଡ ଜାହାଜ ସାହାଯ୍ୟରେ ପଣ୍ୟ ଦ୍ରବ୍ୟ ଆମଦାନୀ ସହିତ ରପ୍ତାନି…