Daily Archives

November 19, 2022

ଅର୍ଚ୍ଚନାଙ୍କ କ୍ରାଇମ ପାର୍ଟନରଙ୍କୁ ନୋଟିସ୍। ୧୨ ଜଣଙ୍କୁ ଇଡିରେ ହାଜର ନେଇ ସମନ।

କନକ ବ୍ୟୁରୋ: ପଦାକୁ ଆସିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କ୍ରାଇମ ପାର୍ଟନରଙ୍କ ଚେହେରା । ଖଗେଶ୍ୱରକୁ ନବମ ଦିନର ଜେରା ଓ ଆକାଉଣ୍ଟ ଟ୍ରାଞ୍ଜାକସନର ଖୋଳତାଡ଼ ପରେ ଇଡି ହାତରେ ଲାଗିଛି ଏହି ବିସ୍ଫୋରକ ତଥ୍ୟ । ୧୨ ଜଣଙ୍କୁ ଏନେଇ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ନିର୍ଦ୍ଧାରିତ ସମୟ ଓ…

ଟ୍ୱିଟରର ନୂଆ ନିୟମ । ଅଳ୍ପ କର୍ମଚାରୀ, ଅଧିକ କାମ

କନକ ବ୍ୟୁରୋ : ଏଲନ ମସ୍କ ଟ୍ୱିଟରର ନୂଆ ସିଇଓ ହେବା ପରେ ଲଗାତର ବଦଳିବାରେ ଲାଗିଛି ଟ୍ୱିଟରର ନିୟମ । ପ୍ରତିଦିନ ଆସୁଛି ନୂଆ ନୂଆ ନିୟମ । ଟ୍ୱିଟରରେ ପରିବର୍ତନ ପାଇଁ ବଡ଼ ବଡ ନିଷ୍ପତି ନେଉଛନ୍ତି ଏଲନ ମସ୍କ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନୂଆ ରୂପ ଦେବା ପାଇଁ ଚେଷ୍ଟା କରୁଛନ୍ତି ମସ୍କ…

ଶ୍ରଦ୍ଧା ହତ୍ୟାକାଣ୍ଡରେ ନୂଆ ଖୁଲାସା ।  ମିଳିଲା ହତ୍ୟାକାଣ୍ଡ ଦିନର ସିସିଟିଭି ଫୁଟେଜ !

କନକ ବ୍ୟୁରୋ : ଶ୍ରଦ୍ଧା ହତ୍ୟାକାଣ୍ଡରେ ପ୍ରତ୍ୟେକ ଦିନ ନୂଆ ଖୁଲାସା ହେଉଛି । ଜାତୀୟ ଗଣମାଧ୍ୟର ସୂଚନା ଅନୁସାରେ ପୁଲିସ ହାତରେ ଏବେ ବଡ ସୁରାକ ଲାଗିଛି । ମେ ୧୮ ତାରିଖ  ଯେଉଁ ଦିନ ଶ୍ରଦ୍ଧାଙ୍କୁ ଆଫତାବ ଗଳାଚିପି ହତ୍ୟା କରିଥିଲା ସେହିଦିନର ଏକ ଭିଡିଓ ପୁଲିସ ପାଇଥିବା ଦାବି  କରିଛି ।…

ରାହୁଲଙ୍କ ବୟାନ, ଉଦ୍ଧବ ଗୋଷ୍ଠୀର ନିନ୍ଦା । କଂଗ୍ରେସ ସହ ସମ୍ପର୍କ ତୁଟାଇବେ କି ଉଦ୍ଧବ ?

କନକ ବ୍ୟୁରୋ : ଭାରତ ଯୋଡ଼ ଯାତ୍ରାର ମହାରାଷ୍ଟ୍ର ସଭାରେ ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ନେଇ ଏଭଳି କିଛି ବୟାନ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବାଶ୍ ଏହିଠାରୁ ହିଁ ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପ ଓ ଦୋଷ ଲଦାଲଦି ପର୍ବ । ବୟାନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ…

ପଦ୍ମପୁର ପାଇଁ ବିଜେଡି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଲେ ଧାମନଗରରେ ଫେଲ ନେତା। କୃଷିମନ୍ତ୍ରୀ ତୋମାରଙ୍କୁ…

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିପାରନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏଥର ନିର୍ବାଚନରେ ଚାଷୀ ପ୍ରସଙ୍ଗ ପ୍ରମୁଖ ମୁଦ୍ଦା ପାଲଟିଥିବା ବେଳେ, କେନ୍ଦ୍ରମନ୍ତ୍ରୀଙ୍କୁ ଆଣିବା ପାଇଁ ପ୍ରୟାସ କରୁଛି ରାଜ୍ୟ ବିଜେପି । ଦଳ ପକ୍ଷରୁ ନିର୍ବାଚନ…

ମଣିଷ ମାରୁଛି ‘ମୋ ବସ୍’, ପୁଣି ଗଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ଜୀବନ।

କନକ ବ୍ୟୁରୋ: ପୁଅକୁ ହରାଇବାର ଦୁଃଖ ହୁଏ ତ ବାପା ମାଆଙ୍କ ଠାରୁ ଆଉ କିଏ ଜାଣିବ । ଭୁବନେଶ୍ୱରରେ ଗୁରୁବାରଦିନ ମୋ ବସ ଧକ୍କାରେ ପ୍ରାଣ ହରାଇଥିବା ସପ୍ତମଶ୍ରେଣୀର ଛାତ୍ର ସନ୍ଦୀପ ନାୟକଙ୍କ ମୃତ୍ୟୁରେ ପରିବାର ଲୋକ ଭାଙ୍ଗିପଡିଛନ୍ତି । ସତେ ଯେମିତି ସେମାନଙ୍କ ଗୋଡ ତଳୁ ମାଟି ଖସିଯାଇଛି ।…