Daily Archives

November 8, 2022

 ଏସୀୟ ବ୍ୟବସାୟିକ ମହିଳା ତାଲିକାରେ ୩ ଭାରତୀୟ, ଜାଣନ୍ତୁ ଏହି ୩ ମହିଳାଙ୍କ ବ୍ୟବସାୟ ବାବଦରେ

କନକ ବ୍ୟୁରୋ : ଭାରତୀୟ ମହିଳାମାନେ ବି ପଛରେ ନାହାଁନ୍ତି । ସେ ଖେଳ ହେଉ କି ବ୍ୟବସାୟ । ସବୁ ସ୍ଥାନରେ ସେମାନେ ଏବେ ନିଜର ପାରଦର୍ଶିତା ଦେଖାଇବାରେ ସଫଳ ହେବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ଫୋବର୍ସ ଟପ୍ ୨୦ ଏସିଆ ମହିଳା ବ୍ୟବସାୟୀଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ୩ ଜଣ…

ବଡିବିଲ୍ଡର ହେଡ୍ କନଷ୍ଟେବଳ । ଦିନକୁ ଖାଆନ୍ତି ୨କେଜି ଚିକେନ୍, ୨୦ଟା ଅଣ୍ଡା ସହ ଅଢେଇ ଲିଟର କ୍ଷୀର

କନକ ବ୍ୟୁରୋ : ଦୁନିଆରେ ଅନେକ ପୋଲିସ ଅଫିସର ଏମିତି ଅଛନ୍ତି । ଯେଉଁମାନଙ୍କର ବଡିବିଲ୍ଡିଂରେ ପ୍ରତି ଅନେକ ରୁଚି ରହିଥାଏ । ଏପରି ବଡି ବନାଇଥାନ୍ତି ବଡ ବଡ ପ୍ରୋଫେସନାଲ ବଡିବିଲ୍ଡର ବି ତାଙ୍କ ଆଗରେ ମାତ୍ ଖାଇଯିବେ । ସେହିଭଳି ଜଣେ ବଡିବିଲ୍ଡର ପୋଲିସ ଅଫିସ ଏବେ ସାମ୍ନାକୁ ଆସିଛନ୍ତି ।…

ବାବୁ ! ଡଙ୍ଗା ନିଅ, ତମେ ଡଙ୍ଗା କିଣିଲେ ଆମ ପରିବାର ଚଳିବ । ଆମ ପାଠପଢା ଖର୍ଚ୍ଚ ହେବ । ଚିତ୍ର ବଖାଣୁଛି ଗରିବୀର…

କନକ ବ୍ୟୁରୋ: ବାପା ଝାଲମୁଢି ବିକୁଛନ୍ତି, ଘର ଚଳାଉଛନ୍ତି । ପିଲା ଛୁଆଙ୍କ ପଢା ଖର୍ଚ୍ଚ ବି ବହନ କରୁଛନ୍ତି । ଆଉ ଏସବୁରେ ବାପାଙ୍କୁ ଟିକେ ସାହାଯ୍ୟ କରିବାକୁ ଡଙ୍ଗା ନେଇ ବଜାରରେ ବିକୁଛନ୍ତି ଦୁଇ ଭଉଣୀ । ଡଙ୍ଗା ବିକିଲେ ବା କେତେ ଟଙ୍କା ହେବ ? ତଥାପି ଯାହାବି ମିଳିବ ସେତିକିରେ ବାପାଙ୍କ…

ମୃତ୍ୟୁ ପୂର୍ବରୁ ଝିଅ ପାଇଁ ଶେଷ ଥର ଖାଇବା ବନାଇଲେ ମାଆ । ଶେଷ ନିଶ୍ୱାସ ତ୍ୟାଗ ପୂର୍ବରୁ ଦେଲେ ବଡ ଉପହାର

କନକ ବ୍ୟୁରୋ : ମାଆ ବିଷୟରେ କଣ ବା କୁହାଯାଇପାରିବ, ମାଆ ବିଷୟରେ ଯେତେ କହିଲେ ଯେତେ ଲଖିଲେ ବି କମ୍ ହେବ । ଦରକାର ପଡିଲେ ପିଲାଙ୍କ ପାଇଁ ମାଆ ଜୀବନ ଦେଇପାରେ ଏକଥା ଆମେ ଶୁଣିଛେ ଏବଂ ଦେଖିଛେ ମଧ୍ୟ । ଠିକ୍ ସେହିଭଳି ଏକ ଖବର ଆଜି ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣଙ୍କ ଆଖିବି ଓଦା…

ସୂର୍ଯ୍ୟଙ୍କ ପ୍ରଂଶସାରେ ଶତମୁଖ ୱାଟସନ୍: କହିଲେ, ସୂର୍ଯ୍ୟଙ୍କ ଭଳି ଖେଳିବା ମୁସ୍କିଲ

କନକ ବ୍ୟୁରୋ : ଗୁରୁବାର ଟି-୨୦ ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷରେ ବିଜୟ ସହ ଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଆଡିଲେଡରେ ଏହି ମ୍ୟାଚ୍ ହେବାକୁ ଥିବା ବେଳେ ଏହାପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର…

ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଲେଖିଲେ ଚିଠି, କେଜ୍ରିୱାଲଙ୍କ ଇସ୍ତଫା ଦାବି

କନକ ବ୍ୟୁରୋ : ଗୋଟିଏ ପଟେ ହିମାଚଳ ଓ ଗୁଜରାଟ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଆମ୍ ଆଦମୀ ପାର୍ଟି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର । ସୁକେଶଙ୍କର ଗୋଟିଏ ପରେ ଗୋଟିଏ ଚିଠି ଏବେ ଆମ୍ ଆଦମୀ ପାର୍ଟିର ଛବିକୁ ମଳିନ କରିବାରେ ଲାଗିଛି । ସୁକେଶ…