Daily Archives

November 2, 2022

ଧାମନଗର ଉପନିର୍ବାଚନ ପାଇଁ କାଲି ହେବ ମତଦାନ। ନେତା ବାଛିବେ ଧାମନଗରର ଧାମନଗର ଭୋଟର।

କନକ ବ୍ୟୁରୋ: କାଲି ଧାମନଗରରେ ମତଦାନ । ଧାମନଗରବାସୀ ବାଛିବେ ନେତା । ଧାମନଗର ଉପନିର୍ବାଚନ ପାଇଁ ବୁଥରେ ପହଁଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । ରାତି ପାହିଲେ ପଡିବ ଭୋଟ । ନେତା ବାଛିବେ ଧାମନଗରବାସୀ । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ…

ଅର୍ଚ୍ଚନା ନାଗଙ୍କ ନାଗଫାଶ ମାମଲାରେ ସକ୍ରିୟ ହେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୪ଜଣଙ୍କ ବିରୋଧରେ ମାମଲା ରୁଜୁ କରି…

କନକ ବ୍ୟୁରୋ: ବଢିଲା ଅର୍ଚ୍ଚନା ନାଗଙ୍କ ଅଡୁଆ । ବ୍ଲାକମେଲିଂର ପେଡି ଖୋଲିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି । ପ୍ରବର୍ତନ ନିର୍ଦ୍ଦେଶାଳୟ ଆଜି ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏମାନେ ହେଲେ ଅର୍ଚ୍ଚନା ନାଗ, ତାଙ୍କ…

ଦୁର୍ଦ୍ଦିନରେ ବିତୁଛି କେନ୍ଦରା ବଜାଉଥିବା କଳାକାରଙ୍କ ଜୀବନ। କେନ୍ଦରା ଗୀତ ମାଧ୍ୟମରେ କଲେ ଅଭିଯୋଗ। 

କନକ ବ୍ୟୁରୋ: ହଜିଯାଉଛି ଲୋକକଳା । ଦୁର୍ଦ୍ଦିନରେ ବିତୁଛି କଳାକାର ଜୀବନ । କୌଣସି ପ୍ରକାରର ସାହାଯ୍ୟ ସହଯୋଗ ମିଳୁନଥିବାରୁ ହଜିଯିବାକୁ ବସିଛି ପୁରୁଣା ପାରମ୍ପରିକ ଲୋକକଳା। ତେବେ ଏହାର ପ୍ରତିବାଦ କରିବା ସହ କେନ୍ଦରା ଗୀତ ମାଧ୍ୟମରେ ଅଭିଯୋଗ ଜଣାଇଛନ୍ତି ଏହି କେନ୍ଦରା କଳାକାର । ଦିନ ଥିଲା…

ନିରାମିଷର ଗାଁ ଭୂବନର ବେଣ୍ଟଶାଳିଆ। ପିଢି ପରେ ପିଢି ଲୋକଙ୍କୁ ଜଣାନାହିଁ ଆମିଷ କଣ?

କନକ ବ୍ୟୁରୋ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଗାଁ ଅଛି ଯାହାକୁ ନିରାମିଷ ଗାଁ ବୋଲି କୁହାଯାଏ । ବାସ୍ତବରେ ବି ଏହି ଗାଁରେ ଆମିଷ କଣ ଲୋକଙ୍କୁ ଜଣାନାହିଁ । ଗାଁରେ ଆଜିଯାଏ କେହି ବି ଜଣେ ଆମିଷ ଖାଇନାହାନ୍ତି । ଅର୍ଥାତ ସମ୍ପୁର୍ଣ୍ଣ ଗାଁର ଲୋକେ ହେଉଛନ୍ତି ନିରାମୀଷାସି । ଲୋକମାନେ…

ସାଲେପୁରରେ ଯୋଜନା ପାଲଟିଛି ସାତସପନ। ଭଙ୍ଗା ଘରେ ବିତୁଛି ଲୋକଙ୍କ ଜୀବନ।

କନକ ବ୍ୟୁରୋ: ଭଙ୍ଗା ଘରେ ବିତୁଛି ଜୀବନ । ପ୍ରଶାସନ ପକ୍ଷରୁ ଗରିବଙ୍କ ପାଇଁ ଅନେକ ଯୋଜନା, ହେଲେ ଏବେ ବି ବହୁ ଲୋକ ସେହି ଭଙ୍ଗାରୁଜା ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି । ଏମିତିକି କିଛି ଦୃଶ୍ୟ କଟକ ସାଲେପୁର ସମିତଙ୍ଗା ଗାଁରେ ଦେଖିବାକୁ ମିଳିଛି । ଗାଁର ବହୁ ପରିବାର ସମସ୍ତ ଯେଜନାରୁ…

ନବରଙ୍ଗପୁରରେ ଶିକୁଳିରେ ବନ୍ଧା ପଡିଛି ଶୈଶବ, ଖେଳକୁଦ ବୟସରେ ଗୋଡରେ ପଡିଛି ବେଡି।

କନକ ବ୍ୟୁରୋ: ଶିକୁଳିରେ ବନ୍ଧା ପଡିଛି ଶୈଶବ । ୧୨ ବର୍ଷର ମାନସିକ ବିକାରଗ୍ରସ୍ତ ପୁଅକୁ ବେଡିପକାଇ ବାନ୍ଧି ରଖିଛନ୍ତି ପରିବାର । ଅନଟନରେ ଜୀବନ ବିତାଉଥିବା ପରିବାର ଚିକିତ୍ସା କରିପାରୁନଥିବା ବେଳେ ପିଲାଟି ବନ୍ଦୀ ଜୀବନ ବିତାଉଛି । ନବରଙ୍ଗପୁର ୟୁଭି-୫ ନମ୍ବର ବଙ୍ଗୀୟ ଗାଁର ୧୨ ବର୍ଷୀୟ…