Daily Archives

November 2, 2022

ଜିତିଲା ଟିମ୍ ଇଣ୍ଡିଆ, ହାରିଲା ବାଂଲାଦେଶ । ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ହରାଇଲା ରୋହିତ ବାହିନୀ ।

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ପରାଜିତ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହିତ ଦଳ ସେମିଫାଇନାଲର ନିକଟତର ହୋଇଛି । ତେବେ ବର୍ଷା ବାଧିତ ଏହି ମ୍ୟାଚରେ ଆରମ୍ଭରୁ ଆକ୍ରମଣ ଜାରି ରଖିଥିଲା ବାଂଲାଦେଶ । ହେଲେ ବର୍ଷା ପରେ କିନ୍ତୁ ଟିମ୍ ଇଣ୍ଡିଆ କମ୍…

କନକ ନ୍ୟୁଜ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର। ତିନି ଦିନ ପରେ ବି ଚୁପ ରହିଛି ପୋଲିସ!

କନକ ବ୍ୟୁରୋ: ବଲାଙ୍ଗିର ପୋଲିସର ଅଜବ ନିଷ୍ପତି । ଅଭିଯୁକ୍ତଙ୍କୁ ଛାଡି ସାମ୍ବାଦିକାଙ୍କ ବିରୋଧରେ ତଥ୍ୟ ସଂଗ୍ରହ କରିବାକୁ ଏସପିଙ୍କ ନିର୍ଦ୍ଦେଶ । ପୋଲିସର କାର୍ଯ୍ୟକୁ ନେଇ ସାଧାରଣରେ ଏହାକୁ ନିନ୍ଦା କରାଯାଇଛି । ଖବର ସଂଗ୍ରହବେଳେ କନକ ନ୍ୟୁଜ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିଲେ…

ଇଡି ଖୋଲିବ ‘ନାଗ’ ଫାଶ। ଅର୍ଚ୍ଚନା ମାମଲାରେ ତଦନ୍ତ ଆରମ୍ଭ କଲା ଇଡି

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କଲା ଇଡି । ପ୍ରାଥମିକ ପର୍ଯ୍ୟାୟରେ ୪ ଜଣ ତଦନ୍ତ ପରିସରଭୁକ୍ତ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ସହଯୋଗୀ ଖଗେଶ୍ୱର ପାତ୍ର, ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । କମିଶନରେଟ…

ହାତୀ ଖୋଜୁଛିି ଘର ଠିକଣା, ଏଜାଗାରୁ ସେ ଜାଗା ବୁଲୁଛି ହାତୀ। ଟ୍ରାଙ୍କୁଲାଇଜ୍ ହାତୀକୁ ଧରି ନାକେଦମ ବନବିଭାଗ।

କନକ ବ୍ୟୁରୋ: ହାତୀ ଖୋଜୁଛିି ଘର ଠିକଣା । ଏଜାଗାରୁ ସେ ଜାଗା ବୁଲାଉଛି ବନ ବିଭାଗ । ଭୁବନେଶ୍ୱର ପାତ୍ରପଡାରୁ ଟ୍ରାଙ୍କୁଲାଇଜ୍ ହାତୀକୁ ଜଙ୍ଗଲରେ ଛାଡିବାକୁ ନେବାବେଳେ ଗ୍ରାମବାସୀଙ୍କ ବିରୋଧ ହୋଇଛି । ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ପଟିଆ ଜଙ୍ଗଲରେ ଛଡାଯାଇଥାନ୍ତା ଦନ୍ତା । ହେଲେ ବନ ବିଭାଗ…

ଆଇସିସି ରାକିଙ୍ଗରେ ତେଜ ଦେଖାଇଲେ ସୂର୍ଯ୍ୟ । ଟି-୨୦ ଫର୍ମାଟରେ ସାଜିଲେ ୧ ନମ୍ବର ବ୍ୟାଟର ।

କନକ ବ୍ୟୁରୋ : ଚଳିତ ଟି-୨୦ ବିଶ୍ୱକପରେ ତେଜ ଦେଖାଇଛନ୍ତି ସୂର୍ଯ୍ୟକୁମାର । ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଏବେ ଟି-୨୦ ଫର୍ମାଟରେ ନୂଆ ବାଦଶାହା ଭାବେ ଉଭା ହୋଇଛନ୍ତି । ଆଇସିସି ଜାରି କରିଥିବା ରାଙ୍କିଙ୍ଗରେ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ଏବେ ଟି-୨୦ ଫର୍ମାଟରେ ୧…

ଭାଙ୍ଗିବ କି ଭାରତର ସେମିଫାଇନାଲ ସ୍ୱପ୍ନ? ଡକ୍ ୱର୍ଥ ଲୁଇସ ଲାଗିଲେ ସହଜରେ ଜିତିବ ବାଂଲାଦେଶ।

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ, ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବର୍ଷା ବାଧକ ସାଜିଛି । ପ୍ରବଳ ବର୍ଷା କାରଣରୁ ମ୍ୟାଚକୁ ରୋକିଦିଆଯାଇଛି । ତେବେ ବାଂଲାଦେଶ ଦଳ ବିନା କୌଣସି ୱିକେଟ ହରାଇ ୬୬ ରନ ସଂଗ୍ରହ କରିଛି । ଲିଟନ ଦାସ ୫୯ ଏବଂ ନଜମୁଲ ହସନ ୭ ରନ କରି କ୍ରିଜରେ…