Daily Archives

November 1, 2022

ଅଡୁଆରେ ଆମ ଆଦମୀ ପାର୍ଟିର ମନ୍ତ୍ରୀ ସତେନ୍ଦ୍ର ଜୈନ , ମହାଠକ ସୁକେଶ ଚନ୍ଦ୍ର ଆଣିଲା ବଡ ଅଭିଯୋଗ

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ମନି ଲଡ୍ରିଂ ମାମଲାରେ ବର୍ତମାନ ତିହାର ଜେଲରେ ଥିବା ସତେନ୍ଦ୍ର ଜୈନଙ୍କ ଉପରେ ବଡ ଅଭିଯୋଗ ଆଣିଛି ମହାଠକ ସୁକେଶ ଚନ୍ଦ୍ରଶେଖର । ଇଏ ସେହି ସୁକେଶ ଯିଏ ୨ଶହ କୋଟି ମନିଲଡ୍ରିଂ ମାମଲାରେ ଏବେ ମଣ୍ଡୋଲି ଜେଲରେ ବନ୍ଦୀ ରହିଛି । ଦିଲ୍ଲୀ…

ଝୁଲାପୋଲ ଦୁର୍ଘଟଣାକୁ ନେଇ ପ୍ରଶ୍ନ ? ବିରୋଧୀ ଆଣିଲେ ଏଭଳି ଅଭିଯୋଗ

କନକ ବ୍ୟୁରୋ : ଗୁଜରାଟ ମୋରବୀର ମଚ୍ଛୁ ନଦୀ ଉପରେ ପ୍ରାୟ ୧୪୫ବର୍ଷ ଧରି ରହିଥିଲା ଏହି ଝୁଲାପୋଲ । ଦୀର୍ଘ ବର୍ଷ ପୁରୁଣା ଏହି ପୋଲକୁ ମରାମତି କରାଗଲା ଓ ଲୋକଙ୍କ ପାଇଁ ଖୋଲା ବି ଗଲା । କିନ୍ତୁ ରବିବାର ଯେଉଁ ବଡ ଧରଣର ଦୁର୍ଘଟଣା ଏଠାରେ ଘଟିଗଲା ତାକୁ ହୁଏତ କେହିବି କଳ୍ପନାରେ ସୁଦ୍ଧା ଚିନ୍ତା…

ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଶେଷ। ଶକ୍ତି ପ୍ରଦର୍ଶନ କଲା ବିଜେଡି, ଅବନ୍ତୀଙ୍କ ପାଇଁ ଭୋଟ ମାଗିଲେ ବର୍ଷା…

କନକ ବ୍ୟୁରୋ: ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳର ହେଭିୱେଟ ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଶେଷ ଦିନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ବିଜେଡି ପାଇଁ ପ୍ରଚାର କରିଥିବାବେଳେ ପିଙ୍କି ପ୍ରଧାନ ବିଜେପି ପାଇଁ ପ୍ରଚାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ…

ମୋରବୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଘଟଣାସ୍ଥଳ ବୁଲିଲେ, ଆହତଙ୍କୁ ଭେଟିଲେ

କନକ ବ୍ୟୁରୋ : ଅକ୍ଟୋବର ୩୦ ତାରିଖ ରବିବାର ସଂଧ୍ୟାରେ ଗୁଜରାଟ ମୋରବୀରେ ଯେଉଁ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ତାକୁ ନେଇ ପୂରା ଦେଶ ସ୍ତବ୍ଧ ହୋଇଛି । ମଙ୍ଗଳବାର ମୋରବୀରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ । ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୋରବୀ ସିଭିଲ ହସିପିଟାଲ ଯାଇ ଆହତଙ୍କ…

କ୍ୟାସ ରଖିବା ଚିନ୍ତାରୁ ମିଳିବ ମୁକ୍ତି । ଆସିବ ରିଜର୍ଭ ବ୍ୟାଙ୍କର ‘ଇ-ଟଙ୍କା’

କନକ ବ୍ୟୁରୋ : ଶେଷରେ ଦେଶରେ ଆରମ୍ଭ ହୋଇଛି ଡିଜିଟାଲ କରେନ୍ସି ବା ଇ- ଟଙ୍କା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମେ ପାଇକାରୀ କ୍ଷେତ୍ରରେ ଡିଜିଟାଲ ମୁଦ୍ରା ବା ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆରମ୍ଭ କରାଯାଇଛି । ଏହି କରେନ୍ସିର ନାଁ ରହିଛି ସିବିଡିସି ବା ‘ଇ-ରୁପି’ । ପାଇଲଟ୍ ପରୀକ୍ଷଣରେ ୯ଟି…

ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗର ପ୍ରତିଷ୍ଠା ଦିବସ, ଅଭିଭାଷଣରେ ଏଭଳି କହିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ରାଜ୍ୟରେ ଶିଶୁମାନଙ୍କ ସୁରକ୍ଷା ପାଇଁ କାମ କରୁଥିବା ରାଜ୍ୟ ଆୟୋଗର ପ୍ରତିଷ୍ଠା ଦିବସକୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ କି, ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ଆପଣମାନଙ୍କ ସହ ଯୋଗ…