Daily Archives

November 1, 2022

ଅଲିଭ ରିଡଲେଙ୍କ ମିଳନ ଋତୁରେ ମାଛଧରା ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ କଟକଣା। ନଭେମ୍ବର ୧ରୁ, ମେ ୩୧ ଯାଏଁ ଟ୍ରଲର ଚଳାଚଳ…

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଅଲିଭ ରିଡଲେ କଇଁଛ ଋତୁ । ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା । ୫୦ ପ୍ରତିଶତ କଇଁଛ ଏଠାରେ ଭିଡ ଜମାଇଥାନ୍ତି । ସେହିଭଳି ଟ୍ରଲର ଚଳାଚଳ ଓ ମାଛଧରା ଡଙ୍ଗା ଉପରେ କଟକଣା ଜାରି କରାଯାଇଛି । ନଭେମ୍ବର ୧ରୁ ମେ ୩୧ ଯାଏଁ ଏହି ଟ୍ରଲର ଚଳାଚଳ ଉପରେ ରୋକ…

ନିମାପଡାରେ ଭତ୍ତା ବଣ୍ଟନରେ ବ୍ୟାପକ ଅନିୟମିତତା। ୭୦ ହିତାଧିକାରୀ ଭତ୍ତା ପାଇନଥିବା ଅଭିଯୋଗ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ଭତ୍ତା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ବିଶେଷକରି ସଲଙ୍ଗ ପଞ୍ଚାୟତରେ ୭୦ରୁ ଉଦ୍ଧ୍ୱର୍ ହିତାଧିକାରୀ ଭତା ପାଇନଥିବା ଅଭିଯୋଗ କରିଛନ୍ତି । ସେମାନେ ବାରମ୍ବାର ବ୍ଲକ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ଦୌଡିନିରାଶ ହୋଇଛନ୍ତି ।…

୧୨ ଦଫା ଦାବି ନେଇ ପଦ୍ମପୁରରେ ବିଶାଳ ଚାଷୀ ସମାବେଶ । ଏକାଠି ହେଲେ ୧୦ ହଜାରରୁ ଅଧିକ ଚାଷୀ

କନକ ବ୍ୟୁରୋ: ଫସଲ ବୀମା ପାଇଁ ଏକତ୍ରିତ ହେଲେ ୧୦ ହଜାରରୁ ଅଧିକ ଚାଷୀ । ବୀମା କମ୍ପାନି ଓ ସରକାରଙ୍କ ବିରୋଧରେ ରାଜବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ପଦ୍ମପୁରରେ ବିଶାଳ ଚାଷୀ ସମାବେଶ ହୋଇଛି । ଏଥିରେ ହଜାର ହଜାର ଚାଷୀ ଏକାଠି ହୋଇ ପଦ୍ମପୁର ଗୋରୁ ବଜାରରୁ ବିଶାଳ ରାଲି କରିଛନ୍ତି । ଜମିକୁ…

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଗୋଟିଏ କଳାପଟାରେ ପାଠ ପଢୁଛନ୍ତି ପ୍ରଥମରୁ ୫ମ ଶ୍ରେଣୀର ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଦ୍ୟାଳୟର ଭିତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷା ପାଇଁ ଅନେକ ବ୍ୟବସ୍ଥା ମଧ୍ୟ କରାଯାଉଛି । ହେଲେ ଗଜପତି ମୋହନା ବ୍ଲକ ଧାଡ଼ିଆମ୍ବ ବିଦ୍ୟାଳୟକୁ ଦେଖିଲେ ଶିକ୍ଷା ବ୍ୟବସ୍ଥାର ବାସ୍ତବତା ସହଜେ ଅନୁମାନ…

ନାଗାବଳୀ ନଦୀରେ ଅଧାଗଢା ପୋଲ । ନିର୍ମାଣ କାମ ଅଧାରେ ଛାଡ଼ି ଠିକାଦାର ଫେରାର

କନକ ବ୍ୟୁରୋ: ନାଗାବଳୀ ନଦୀରେ ଅଧାଗଢା ହୋଇ ଠିଆ ହୋଇଛି ବିଜୁ ସେତୁ । କାମ ଅଧାରୁ ଠିକାଦାର ଫେରାର । ଫଳରେ ନଦୀ ଆରପଟେ ଥିବା ୨ଟି ପଂଚାୟତର ୧୮ଟି ଗାଁ ଲୋକ ଭୋଗୁଛନ୍ତି ଦୁର୍ଦ୍ଦଶା । ନିଜର ଦୈନନ୍ଦିନ କାମ ପାଇଁ ଜୀବନକୁ ବାଜି ଲଗାଇ ବେକେ ପାଣିରେ ଯାତାୟତ କରୁଛନ୍ତି ପିଲାଠାରୁ ଆରମ୍ଭ କରି…

ଗ୍ରୁପ-୧ ସେମିଫାଇନାଲ ଗଣିତ ହେଲା ଜଟିଳ । ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ବିଜୟ ପରେ, ଗ୍ରୁପ-୧ ସ୍ଥିତି…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ଏକ ଦମଦାର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଇଂଲଣ୍ଡ । ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ୨୦ ରନରେ ନ୍ୟୁଜିଲାଣ୍ଡକୁ ହରେଇ ଦେଇଛି । ତେବେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ପରାଜୟ ସହ ଗ୍ରୁପ-୧ର ସେମିଫାଇନାଲ ଗଣିତ ବେଶ ରୋଚକ ହୋଇଯାଇଛି ।…