Daily Archives

October 18, 2022

ସିବିଆଇ ନାଁରେ ସିସୋଦିଆଙ୍କ ସାଂଘାତିକ ଅଭିଯୋଗ, ‘ଆପ ଛାଡି ବିଜେପିରେ ମିଶିବାକୁ କହିଛନ୍ତି ସିବିଆଇ ଅଧିକାରୀ’

କନକ ବ୍ୟୁରୋ : ସିବିଆଇ ନାଁରେ ସିସୋଦିଆ ଏଭଳି କିଛି ଅଭିଯୋଗ ଆଣିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି । ଏଥିସହ ସିସୋଦିଆ କହିଛନ୍ତି ବିଜେପି ଅପରେସନ ଲୋଟସକୁ ସଫଳ କରିବା ପାଇଁ ଦିଲ୍ଲୀ ସରକାରଙ୍କୁ କଳେବଳେ କୌଶଳେ ସମସ୍ୟା ଭିତରକୁ ଆଣିବାକୁ ଚାହୁଁଛି । ଗୁଜରାଟରେ ଆପର ଲୋକପ୍ରିୟତା ଦେଖି…

ରାଜଧାନୀ ଦିଲ୍ଲୀରେ କୁକୁରଙ୍କୁ ନେଇ ଆତଙ୍କ । ୬ମାସରେ ୪୪ହଜାର ଲୋକ ହେଲେଣି କୁକୁର କାମୁଡାର ଶିକାର

କନକ ବ୍ୟୁରୋ : ଦିଲ୍ଲୀ ଏନସିଆର ଓ ଏହାର ଆଖପାଖ ଅଂଚଳରେ ଭୟର ନୂଆ କାରଣ ପାଲଟିଛନ୍ତି ବୁଲା ଓ ପୋଷା କୁକୁର । ଯେଉଁମାନଙ୍କୁ ନିଜ ଓ ନିଜର ଘରର ସୁରକ୍ଷା ପାଇଁ ଲୋକମାନେ ପୋଷିଥାନ୍ତି ସେମାନେ ଏବେ ମୃତ୍ୟୁର କାରଣ ପାଲଟିଛନ୍ତି । ସେମାନଙ୍କ ଆକ୍ରମଣରେ ଗୁରୁତର ହେଉଛନ୍ତି ଘର ମାଲିକ କିମ୍ବା ପାଖ…

କୋରେଇ ବ୍ଲକରେ ଆବାସ ପାଲଟିଛି ପ୍ରହସନ। ଏବେବି ପଲିଥିନ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ।

କନକ ବ୍ୟୁରୋ: ପ୍ରହସନ ପାଲଟିଛି ଆବସ ଯାଜନା । ଯୋଜନାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ଆଉ ପଲିଥିନ୍ ତଳେ ଦିନ କାଟୁଛନ୍ତି । ଏହିଭଳି ଜଣେ ହିତାଧିକାରୀ ହେଉଛନ୍ତି କୋରେଇ ବ୍ଲକ ବଡ଼ବୀରୁହଁ ଗାଁର ପ୍ରଦୀପ ମହାପାତ୍ର । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଆଉ ଝିଅ । ଲଘୁଚାପ ବର୍ଷାରେ ଘର…

କ୍ରିକେଟକୁ ନେଇ ରାଜନୀତି । ବିସିସିଆଇର ମଙ୍ଗ ଧରିଲେ ରୋଜର ବିନ୍ନି , ପୁଣି ସମ୍ପାଦକ ହେଲେ ଜୟ ଶାହ

କନକ ବ୍ୟୁରୋ : କ୍ରିକେଟକୁ ନେଇ ରାଜନୀତି ଭିତରେ ବିଶ୍ୱକପ ବିଜେତା ରୋଜର ବିନ୍ନି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ୩୬ ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତିି । ମଙ୍ଗଳବାର ମୁମ୍ବାଇରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇର ବୈଠକ ବସିଥିଲା । ଯେଉଁଥିରେ ସୌରଭ…

ଆଦିବାସୀ ଇଲାକାର ଜ୍ୟୋର୍ତିଲିଙ୍ଗ, ପାହାଡ ଭିତରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କଲେ ସ୍ୱୟଂସହାୟିକା ଗୋଷ୍ଠୀ।

କନକ ବ୍ୟୁରୋ: ଆଦିବାସୀ ଇଲାକାର ଜ୍ୟୋର୍ତିଲିଙ୍ଗ । ପାହାଡ ଭିତରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କଲେ ସ୍ୱୟଂସହାୟିକା ଗୋଷ୍ଠୀ । ପିଇଓ ଅଶୋକ ମହାରଣାଙ୍କ ନେତୃତ୍ୱରେ ପାହାଡ କାଟି ପର୍ଯ୍ୟଟନସ୍ଥଳୀ ତିଆରି କଲେ ମହିଳାମାନେ । ଶେଷରେ ପ୍ରଶାସନର ସହଯୋଗରେ ମିଳିଲା ଅନୁଦାନ । ମାଲକାନଗିରି ଜିଲ୍ଲା…

ହାଟଡିହି ରମ୍ପାସରେ ବେଆଇନ୍ ପରିବହନକୁ ବିରୋଧ। ରାସ୍ତା ଅବରୋଧ କଲେ ଗ୍ରାମବାସୀ।

କନକ ବ୍ୟୁରୋ: ବେଆଇନ୍ ପରିବହନକୁ ବିରୋଧ । ଅଣା-ସମଣା ରାସ୍ତାରେ ଦୈନିକ ଶହ ଶହ ଭାରିଯାନ ଚଳାଚଳକୁ ବିରୋଧ କଲେ କେନ୍ଦୁଝର ହାଟଡିହି ବ୍ଲକର ରମ୍ପାସ ଗ୍ରାମବାସୀ । ଅଣାଠାରୁ ବଡ଼ରମ୍ପାସ ପର୍ଯ୍ୟନ୍ତ ରାସ୍ତାକଡ଼ରେ ୧୦ରୁ ଅଧିକ ସ୍କୁଲ ଥିବା ବେଳେ ଶହ ଶହ ଛାତ୍ରୀ ଏହି ରାସ୍ତା ଦେଇ ଯାତାୟତ କରନ୍ତି…