Daily Archives

October 18, 2022

ନବରଙ୍ଗପୁର ଜିଲ୍ଲାରେ ପିଡିଏସ ଚାଉଳ ହଡ଼ପ ଅଭିଯୋଗ। ୬ଟି ୱାର୍ଡର ହଜାରେ ୨୫ ହିତାଧିକାରୀଙ୍କ ଚାଉଳ ଗାଏବ।

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ପିଡିଏସ ଚାଉଳ ହଡ଼ପ ଅଭିଯୋଗ । ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଞ୍ଚାୟତରୁ ଆସିଲା ଅଭିଯୋଗ । ପଞ୍ଚାୟତରୁ ୬ ନମ୍ବର ୱାର୍ଡର ହଜାରେ ୨୫ ହିତାଧିକାରୀଙ୍କ ଶହେ କ୍ୱିଂଟାଲରୁ ଅଧିକ ଚାଉଳ ହଡ଼ପ ହୋଇଛି । ହିତାଧିକାରୀ ତାଙ୍କ ଭାଗ ଚାଉଳ ନେବା ପାଇଁ ବାରମ୍ବାର…

ବିବାହ କରିବାକୁ କହି ରଖିଥିଲେ ଶାରିରୀକ ସଂପର୍କ, ଏବେ ପ୍ରତାରଣ କରିବା ଅଭିଯୋଗରେ ବାନ୍ଧିଲା ପୋଲିସ

କନକ ବ୍ୟୁରୋ : ଏମ୍ସରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ବାନ୍ଧିଛି ପୋଲିସ । ସଂପୃକ୍ତ ଡାକ୍ତରଙ୍କ ନାମରେ ଅଭିଯୋଗ ରହିଛି କି ଡାକ୍ତର ଜଣେ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ଦୀର୍ଘ ୨ ବର୍ଷର ସଂପର୍କ ପରେ ଝିଅ ଜଣଙ୍କ ଗର୍ଭବତୀ ହୋଇଥିଲେ । ଏହାପରେ…

ନବରଙ୍ଗପୁର ରାଇଘରରେ ଗାଡ଼ିକୁ ମୁକୁଳାଇବାକୁ କହି ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଫରେଷ୍ଟ ଗାର୍ଡ। ଟଙ୍କା ନେଇ ଫେରାର…

କନକ ବ୍ୟୁରୋ: ଗାଡ଼ି ଜବତ କଲେ ଅଫିସର । ତାକୁ ମୁକୁଳେଇବା ପାଇଁ ଲାଞ୍ଚ ନେଲେ ଫରେଷ୍ଟଗାର୍ଡ । ଆଉ ଲାଞ୍ଚ ନେଇ ଫେରାର ହୋଇଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘରରେ । ଗତ ଜୁଲାଇ ମାସ ୨୧ ତାରିଖ ଦିନ ହାତୀ ଗାଁ ସଂରକ୍ଷିତ ଜଙ୍ଗଲରେ ଚାଷ କାମ ଚାଲିଥିଲା । ଏହି ସମୟରେ…

ଅର୍କକ୍ଷେତ୍ରରେ ହଇରାଣ ହେଉଛନ୍ତି ହବିିିଷ୍ୟାଳି। ଆବର୍ଜନାରେ ଭର୍ତ୍ତି ହୋଇଛି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ। 

କନକ ବ୍ୟୁରୋ: କାର୍ତ୍ତିକ ମାସରେ ସବୁ ତୀର୍ଥ ସ୍ଥାନରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି । କୋଣାର୍କରେ ମଧ୍ୟ ହବିଷ୍ୟାଳିଙ୍କ ଗହଳି ଲାଗିଛି । ହେଲେ ଅର୍କକ୍ଷେତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀକୁ ପ୍ରଶାସନ କ୍ରମାଗତ ଭାବେ ଅବହେଳା କରି ଆସୁଥିବା ବେଳେ କାର୍ତ୍ତିକ ବ୍ରତ ପାଇଁ ପ୍ରଶାସନ ତୀର୍ଥ…

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ। ‘ଅପରେସନ ଦଲାଲ’ ମାଧ୍ୟମରେ ଏମକେସିଜି ହସ୍ପିଟାଲରୁ…

କନକ ବ୍ୟୁରୋ: ବ୍ରହ୍ମପୁର ଏମକେସିଜି ମେଡିକାଲରେ ରାଜ କରୁଛନ୍ତି ଦଲାଲ । ଏନେଇ ପୂର୍ବରୁ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଘଟଣାକୁ ନେଇ ଏସପିଙ୍କ ନେତୃତରେ ଆରମ୍ଭ ହୋଇଥିଲା ‘ଅପରେସନ ଦଲାଲ’ । ମେଡିକାଲ ଭିତରେ ରହି ଘରୋଇ ମେଡିକାଲକୁ ରୋଗୀ ଚାଲାଣ ନେଇ ହୋଇଥିଲା ଅଭିଯୋଗ । ଘଟଣାରେ…

ଦେଶର କଲେଜିୟମ ସିଷ୍ଟମକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ , କହିଲେ ବିଚାରପତି ନିଯୁକ୍ତି…

କନକ ବ୍ୟୁରୋ : କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଆଜି ଦେଶର କଲେଜିୟମ ସିଷ୍ଟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି ଦେଶରେ ବିଚାରପତି ନିଯୁକ୍ତି କରିବା ହେଉଛି ସରକାରଙ୍କ କାମ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖପତ୍ର ତଥା ଜଣାଶୁଣା ପତ୍ରିକା ‘ପଞ୍ଚଜନ୍ୟ’ ତରଫରୁ ସୋମବାର…