Daily Archives

October 16, 2022

କାର୍ତିକରେ ଶ୍ରାବଣ ଛତୁ । ଗ୍ରାହକଙ୍କ ପାଇଁ ସାଜିଛି ଆକର୍ଷଣ

କନକ ବ୍ୟୁରୋ : ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଯୋଗୁଁ ବଜାରରେ ମଧ୍ୟ ବିଳମ୍ବରେ ସୁଆଦିଆ ଶ୍ରାବଣ ଛତୁ ଉପଲବ୍ଧ ହୋଇଛି । ଆଉ କାର୍ତିକ ମାସରେ ଆମିଷ ଉପରୁ ମୁହଁ ଫେରେଇ ଥିବା ଖାଦ୍ୟ ପ୍ରେମୀଙ୍କ ପାଇଁ ଏବେ ଶ୍ରାବଣ ଛତୁ ପ୍ରଥମ ପସନ୍ଦ ପାଲଟିଛି । ବିଶେଷ କରି ଜନଜାତୀ ସମ୍ପ୍ରଦାୟର ଲୋକେ ଜଙ୍ଗଲରୁ…

ଅର୍ଚ୍ଚନାଙ୍କୁ ବେଲ୍ ମିଳିବ ନା ଜେଲ୍ ? ଆସନ୍ତାକାଲି ରାୟ ପ୍ରକାଶ କରିପାରନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ

କନକ ବ୍ୟୁରୋ: ଅର୍ଚ୍ଚନା ନାଗଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିଲେ ବି ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି । କିନ୍ତୁ ସମାନ ଅଭିଯୋଗ ଥାଇ ମଧ୍ୟ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ…

ସିସୋଦିଆଙ୍କୁ ସିବିଆଇ ସମନ୍, ଦ୍ୱିତୀୟ ଥର ସିବିଆଇକୁ କରିବେ ସାମ୍ନା।

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇର ସମନ୍ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମନ କରିଛି । ଆସନ୍ତାକାଲି ସକାଳ ୧୧ଟାରେ ସିସୋଦିଆଙ୍କୁ ସିବିଆଇ ମୁଖ୍ୟାଳୟରେ ହାଜର ହୋଇ ପକ୍ଷ ରଖିବାକୁ ସମନ ହୋଇଛି…

୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ୍ମଦିନ ପାଳିଲେ…

କନକ ବ୍ୟୁରୋ: ୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଛୁଟିଲା ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫୋନରେ ଉଭୟ ନେତା କିଛି ସମୟ କଥାବାର୍ତା ହୋଇଛନ୍ତି । କଥାବାର୍ତା ହେବା ପରେ ଟୁଇଟ କରି…

ରୋଚକ ହେଉଛି ଧାମନଗର ରାଜନୀତି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର । ମନାଇବାକୁ ବିଜେଡିର…

କନକ ବ୍ୟୁରୋ: ବିଜେଡିର ବିଦ୍ରୋହୀ ନେତା ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ରୋଚକ ହେଉଛି ଧାମନଗର ରାଜନୀତି । ଏବେ ବିରୋଧୀ ଦଳ ପ୍ରାର୍ଥୀ ବିଜେପି ଓ କଂଗ୍ରେସକୁ ନେଇ ଯେତିକି ଚର୍ଚ୍ଚା ହେଉନି ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସ ଓ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ନେଇ ସେତିକି…

ନୂଆ ନିୟମ ଅନୁସାରେ ଚୁକ୍ତିଭିତ୍ତିକ କର୍ମଚାରୀ ହେଲେ ସ୍ଥାୟୀ । ନିଯୁକ୍ତି ପାଇଥିବା ତାରିଖରୁ କରାଯିବ ହିସାବ । ବିରୋଧୀ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜିଠାରୁ ସ୍ଥାୟୀ ଚାକିରି ମାନ୍ୟତା ପାଇଛନ୍ତି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୫୭ ହଜାର ଠିକା କର୍ମଚାରୀ । ଏନେଇ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, ଯେଉଁମାନେ ଠିକା…