Daily Archives

October 16, 2022

ବିଜ୍ଞପ୍ତି ପରେ ସ୍ଥାୟୀ ହେଲେ ଚୁକ୍ତିଭିତ୍ତିକ କର୍ମଚାରୀ, ୫୭ ହଜାର କର୍ମଚାରୀଙ୍କୁ କ’ଣ ସୁବିଧା ମିଳିବ?

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହୋଇଛି । କଂଟ୍ରାକଚୁଆଲ ଆପୋଏଂଟମେଂଟ୍ ରୁଲ ୨୦୧୩ ଉଚ୍ଛେଦ ହେବା ଫଳରେ ପ୍ରାୟ ୫୭ ହଜାର କର୍ମଚାରୀଙ୍କୁ ସ୍ଥାୟୀ ନିୟୁକ୍ତି ମିଳିଛି । ଏଣିକି…

ଥାଲାସେମିଆରେ ପିଡୀତ ଦୁଇ ବର୍ଷର ଶିଶୁକନ୍ୟା। ଚିକିତ୍ସା ପାଇଁ ଅର୍ଥବାଧକ।

କନକ ବ୍ୟୁରୋ: ଥାଲାସେମିଆ ରୋଗରେ ପୀଡିତ ମାତ୍ର ଦୁଇ ବର୍ଷର ଶିଶୁ । ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷରୁ ଅଧିକ ଟଙ୍କା । ଆଉ ତା’ ପୁଣି ୪୦ ଦିନ ଭିତରେ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଚିତ୍ର । ନବରଙ୍ଗପୁର ଜିଲ୍ଲା ଚାଉଁରିଆଗୁଡା ସାହିର ରଶ୍ମିରଞ୍ଜନ ମିଶ୍ର ଓ ପୂଜା ପଣ୍ଡାଙ୍କ ଏକମାତ୍ର…

ଜଳେଶ୍ୱରର ଟ୍ୱିଟର ବଏ ଅଶୋକ କୁମାର। ୧୦ ହଜାରରୁ ଅଧିକ ଲୋକଙ୍କ ସମସ୍ୟାର କରିଛନ୍ତି ସମାଧାନ।

କନକ ବ୍ୟୁରୋ: ସରକାରଙ୍କ ପାଖରେ ନିଜ ନିଜର ସମସ୍ୟା ଜଣାଇବାର ଅନ୍ୟତମ ମାଧ୍ୟମ ହେଉଛି ଟ୍ୱିଟର୍ । ଆଉ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସମସ୍ୟାର ସମାଧାନ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରର ଅଶୋକ କୁମାର ମହାନ୍ତି । ଟ୍ୱିଟର ମାଧ୍ୟମରେ ଅଶୋକ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ…

ଲାଲଗଡ଼ରେ ଚାଲି ଚାଲି ବୁଲିଲେ ଚିତ୍ରକୋଣ୍ଡା ବିଡିଓ। ୧୮ ପଞ୍ଚାୟତର ଲୋକଙ୍କ ମୌଳିକ ସୁବିଧା ପଚାରି ବୁଝିଲେ ବିଡିଓ…

କନକ ବ୍ୟୁରୋ: ଲାଲଗଡ଼ର ପାହାଡ଼ିଆ ଓ ଘାଟି ରାସ୍ତାରେ ଚାଲି ଚାଲି ଗଲେ ବିଡିଓ । ଚିତ୍ରକୋଣ୍ଡାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ମୁଣ୍ଡାରୀ କାମରେ ଯୋଗଦେବାର ଚାରିମାସ ଭିତରେ ୧୮ଟି ପଞ୍ଚାୟତକୁ ସଫଳତାର ସହ ପରିଦର୍ଶନ କରିଛନ୍ତି । ସେ ଲୋକଙ୍କ ମୌଳିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବାରେ ଅଗ୍ରଣୀ…

ନୟାଗଡ଼ ଜିଲ୍ଲା ରଣପୁରର ବନ୍ଧମୁଣ୍ଡାରୁ ଆସିଲା ଅଭାବନୀୟ ଚିତ୍ର। ଗାଁକୁ ରାସ୍ତା ନାହିଁ, କାଠପୋଲ ଏକମାତ୍ର ଭରସା।

କନକ ବ୍ୟୁରୋ: ରାସ୍ତା ନାହିଁ, କାଠପୋଲ ଏକମାତ୍ର ସାହାର । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡାରୁ ଆସିଛି ଏପରି ଚିତ୍ର । ପଞ୍ଚାୟତର ଅଧିକାଂଶ ଲୋକେ ଆଦିବାସୀ ସମ୍ପ୍ରଦାୟର । ପଞ୍ଚାୟତକୁ ଘେରି ରହିଛି ଘଞ୍ଚ ଜଙ୍ଗଲ ସହ ପାହାଡ଼ । ଆଉ ଏହାରି ଭିତରେ ରହିଛନ୍ତି ରଣପୁର ଗଡ଼ର ଅଧିଷ୍ଠାତ୍ରୀ…

ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଗଲେ ଜିଲ୍ଲାପାଳ। ରୋଗୀଙ୍କ ହାଲଚାଲ ପଚାରି ବୁଝିଲେ ଗଜପତି…

କନକ ବ୍ୟୁରୋ: ଅଭିଯୋଗ ପରେ ହଠାତ୍ ହସ୍ପିଟାଲରେ ପହଞ୍ଚିଗଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କର ଅଚାନକ ହସ୍ପିଟାଲରେ ପହଞ୍ଚିବାକୁ ନେଇ ସେଠାକାର କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା…