Daily Archives

October 6, 2022

ମା’ଙ୍କୁ ମେଲାଣି ଦେଉଛି ଦୈତନଗରୀ, ତୁହାକୁ ତୁହା ବର୍ଷା ଭିତରେ ଭସାଣି।

କନକ ବ୍ୟୁରୋ: ମାଆ ଦୁର୍ଗାଙ୍କୁ ମେଲାଣି ଦେଉଛି ଦୈତ ନଗରୀ । ଦୁଇବର୍ଷର କରୋନା କଟକଣା ପୂଜାର ମଜାକୁ ଫିକା କରିଦେଇଥିବା ବେଳେ ଏଥର ବେଶ ଜମିଛି ଦଶହରା । ଆଉ ଦୂର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବ ପାଇଁ ଉଠୁଛି ପଡୁଛି କଟକ-ଭୁବନେଶ୍ୱରା ତୁହାତୁ ତୁହା ବର୍ଷା ଭିତରେ ଚାଲିଛି ମେଢ…

୨୦୨୪ ପାଇଁ ବିଜେଡିର ସମରସଜ୍ଜା, ଘୋଷଣା ହେଲା ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା

କନକ ବ୍ୟୁରୋ: ଆସନ୍ତା ୨୦୨୪ ନିର୍ବାଚନ ଉପରେ ଫୋକସ କରିଛି ବିଜୁ ଜନତା ଦଳ । ବରିଷ୍ଠ ପର୍ଯ୍ୟବେକ୍ଷକ ପରେ ଘୋଷଣା ହେଲା ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା । ୩୦ ସାଂଗଠନିକ ଜିଲ୍ଲା ପାଇଁ ୨୫ ଜଣ ନେତାଙ୍କୁ ଦାୟିତ୍ୱ ମିଳିଛି । ହେଲେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଛନ୍ତି…

ଭାରତ ଯୋଡୋ ଯାତ୍ରାରେ ସୋନିଆ ସାମିଲ। ରାହୁଲଙ୍କ ସହ କର୍ଣ୍ଣାଟକରେ କଲେ ପଦଯାତ୍ରା। 

କନକ ବ୍ୟୁରୋ: ମିଶନ ୨୦୨୪ ପାଇଁ କଂଗ୍ରେସ ଚଳାଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଉ ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମାଣ୍ଡ୍ୟାରେ ପଦଯାତ୍ରା କରିଛନ୍ତି । ଭାରତ ଯୋଡୋ ଯାତ୍ରାରେ ସୋନିଆ ସାମିଲ ହେବା ପରେ ଦଳୀୟ ନେତା ଓ କର୍ମୀଙ୍କ ଭିତରେ…

‘ପରିଶ୍ରମ କର, ଭରଣପୋଷଣ ଦିଅ’, ସକ୍ଷମ ସ୍ୱାମୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। 

କନକ ବ୍ୟୁରୋ: ବିବାହ ବିଚ୍ଛେଦ ପରେ କେବଳ ଶିଶୁଙ୍କୁ ନୁହେଁ ସ୍ତ୍ରୀଙ୍କୁ ମଧ୍ୟ ଭରଣପୋଷଣ ଦେବେ ସ୍ୱାମୀ । ହରିୟାଣାର ଜଣେ ମହିଳା, ସ୍ୱାମୀଙ୍କ ଠାରୁ ନିଜ ଭରଣପୋଷଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ବେଲା ଏମ୍. ତ୍ରିବେଦୀଙ୍କ ଖଣ୍ଡପୀଠ ଏହି…

ଘାତକ ହେଉଛି କଫ୍ ସିରଫ,ଡବ୍ଲୁଏଚଓ ସ୍କାନରରେ ଭାରତରେ ପ୍ରସ୍ତୁତ ୪ କଫ୍ ସିରଫ୍।

କନକ ବ୍ୟୁରୋ: ଆଫ୍ରିିକୀୟ ଦେଶ ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ ହେବା ପରେ ଭାରତରୁ ରପ୍ତାନୀ ହୋଇଥିବା କଫ୍ ସିରଫ୍ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍କାନରରେ । ହରିୟାଣା ସୋନିପଥରେ ଥିବା ମେଡେନ୍ ଫାର୍ମାଚ୍ୟୁଟିକାଲ ପ୍ରସ୍ତୁତ କରୁଥିବା - ‘ପ୍ରୋମ୍ଇଥାଜିନ୍ ଓରାଲ୍ ସଲ୍ୟୁସନ’,…

ଗୁଜରାଟର ଲୁଣ ଖାଉଛନ୍ତି ଦେଶବାସୀ। ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟ୍ୱିଟ୍।

କନକ ବ୍ୟୁରୋ: ନିକଟରେ ଗୁଜୁରାଟ ଗସ୍ତରେ ଯାଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୁଣ ଉତ୍ପାଦନ ପ୍ରସଙ୍ଗରେ ଭାଷଣ ଦେଇଥିଲେ । କହିଥିଲେ, ଦେଶର ୭୬ ପ୍ରତିଶତ ଲୁଣ ଗୁଜରାଟ ଉତ୍ପାଦନ କରୁଛି । କହିବାକୁ ଗଲେ ସବୁ ଦେଶବାସୀ ଗୁଜରାଟର ଲୁଣ ଖାଉଛନ୍ତି । ଯାହାକୁ କଂଗ୍ରେସ ନେତା ଉଦିତ ରାଜ…