Daily Archives

September 24, 2022

ମୋବାଇଲରୁ ମିଳିବ କି ବିଜେଡି ନେତାଙ୍କ ମୃତ୍ୟୁ ରହସ୍ୟ ? ପୁରୀ ୧୧ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା…

କନକ ବ୍ୟୁରୋ: ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ କାହିଁକି କଲେ ଆତ୍ମହତ୍ୟା? ତାଙ୍କ ମୃତ୍ୟୁକୁ ନେଇ ବଢିବାରେ ଲାଗିଛି ସନ୍ଦେହ । ଆଉ ଏହି ସନ୍ଦେହକୁ ବଢାଇ ଦେଇଛି ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆ ସେ କରିଥିବା ପୋଷ୍ଟ ଓ ଭିଡିଓ । କାହାର ନାଁ ନନେଇ ତାଙ୍କୁ ଅସମ୍ମାନିତ…

ଅଧାରେ ରହିଗଲା ପୁଲିସ ହେବାର ସ୍ୱପ୍ନ । ଦୁର୍ଘଟଣା ବଦଳାଇଦେଲା ଜୀବନ ମୋଡ ।

କନକ ବ୍ୟୁରୋ: ଦୁର୍ଘଟଣା ବଦଳାଇଦେଲା ଜୀବନର ଗତିପଥ । ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆକୁଳ ନିବେଦନ । ପୁଲିସ ଚାକିରି କରି ପରିବାର ଚଳାଇବାର ସ୍ୱପ୍ନ ଦେଖିଥିବା ଯୁବକ ଏବେ ଯନ୍ତ୍ରଣାରେ ଜୀବନ ଜିଉଁଛନ୍ତି । ଯାଜପୁର ବଡଚଣା ବାଲିକୁଦାର ପ୍ରଶାନ୍ତ ଓଝା । ଇଂଟରଭ୍ୟୁ ଦେବାକୁ…

ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଅକ୍ଷମତା । ସ୍ୱାଭିମାନର ସହ ବଞ୍ଚିବାର ଝୁଙ୍କ୍

କନକ ବ୍ୟୁରୋ: ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଅକ୍ଷମତା । ସ୍ୱାଭିମାନର ସହ ବଞ୍ଚିବାର ଝୁଙ୍କ୍ । କାହା ଆଗରେ ହାତ ନପାତି ନିଜ କାମ ନିଜେ କରିବାର ଜିଦ୍ । ଏମିତି ଏକ ଭିନ୍ନ ମଣିଷ ହେଉଛନ୍ତି ଧର୍ମଗଡ଼ ଡୁମେରଗୁଡା କେରମୁଣ୍ଡା ଗାଁର ଗଣେଶ ନାୟକ । ଦିବ୍ୟାଙ୍ଗ ହୋଇ ବି ହାତରେ ଧରିଛନ୍ତି…

ମାତିଛନ୍ତି ଜମି ମାଫିଆ, ଆଇନକୁ ବି ଆଖିଠାର । କୋଟି କୋଟି ଟଙ୍କାର ସିଲିଂ ଜମି ହଡପ ଅଭିଯାଗ 

କନକ ବ୍ୟୁରୋ: ମାତିଛି ଦଲାଲ । କୋଟି କୋଟି ଟଙ୍କାର ସିଲିଂ ଜମି ଦୁର୍ନୀତି । ବଳି ପଡ଼ୁଛନ୍ତି ଗରିବ ଆଦିବାସୀ । ଗରିବ ଖଟିଖିଆଙ୍କ ଜମିକୁ ଶାଗ ମାଛ ଦରରେ ଲୁଟି ନେଉଛି ଦଲାଲ । ଉଚ୍ଚ ନ୍ୟାୟାଳୟ ଆଦେଶକୁ ବି କରାଯାଉଛି ଅବମାନନା । ଏହି ଅଭିଯୋଗ ଆସିଛି ବେତନଟୀ ବୈଶିଙ୍ଗା ମୌଜାର ଦୁର୍ଗାପୁର…

ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ । ବିଦ୍ୟାଳୟରେ ଦିଆଯାଉଛି ନକଲି ସାର୍ଟିଫିକେଟ ।

କନକ ବ୍ୟୁରୋ: ପିଲାଙ୍କ ଭବିଷ୍ୟତ ସହ ଖେଳ । ବିଦ୍ୟାଳୟରେ ଦିଆଯାଉଛି ନକଲି ସାର୍ଟିଫିକେଟ । ଏହି ଅଭିଯୋଗ ଆଣିବା ସହିତ ଥାନାର ଦ୍ୱାରସ୍ତ ହୋଇଛନ୍ତି ଅଭିଭାବକ ମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଧର୍ମନଗର ଅଞ୍ଚଳରେ ଥିବା ଏସଏକ୍ସ ପବ୍ଲିକ ସ୍କୁଲରେ । ସ୍କୁଲରେ ପିଲା ପାଠ…

ଝୁଲନ ଗୋସ୍ୱାମୀଙ୍କ ବିଦାୟୀ ମ୍ୟାଚରେ ଭାବୁକ ହେଲେ ହରମନପ୍ରିତ କୌର: କାନ୍ଦି ପକାଇଲେ କ୍ୟାପଟେନ

କନକ ବ୍ୟୁରୋ: ଆଜି ଭାରତୀୟ ମହିଳା କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇଛି । ଏହି ମ୍ୟାଚ ଭାରତୀୟ ମହିଳା ବୋଲର ଝୁଲନ ଗୋସ୍ୱାମୀଙ୍କ ପାଇଁ ଖାସ ରହିଛି । କାରଣ ସେ ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳଉଛନ୍ତି । ଆଜି ଟିମ ଇଣ୍ଡିଆ ଚାହିଁବ ବିଜୟୀ ହୋଇ…