Daily Archives

July 29, 2022

ଛତିଶଗଡ କୋଂଟା ଢାବାରେ କଙ୍ଗାରୁ କୋର୍ଟ। କଥା କଟାକଟିରୁ ଉତ୍ତରପ୍ରଦେଶର ବୟସ୍କ ବ୍ୟକ୍ତିଙ୍କୁ ନିର୍ଧୁମ ମାଡ ମାରିଲେ…

କନକ ବ୍ୟୁରୋ: ବିଚ ରାସ୍ତାରେ କଙ୍ଗାରୁ କୋର୍ଟ । ବରିଷ୍ଠ ନାଗରିକଙ୍କୁ ନିର୍ଧୁମ ଛେଚିଲେ ଢାବା କର୍ମଚାରୀ । ମାଡମାରିବା ସହ ଗରମ ତେଲ ବି ଢାଳି ଦେଲେ । ଏମିତି ମାରିଲେ ଯେ, ୬୦ ବର୍ଷର ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ମାଲାକନଗିରି ଥାନାରେ ଏଭଳି ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି,…

ଆତ୍ମହତ୍ୟାର ଚରମ ନିଷ୍ପତି ନେଉଛନ୍ତି ଛାତ୍ରଛାତ୍ରୀ। ୨ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩ ଛାତ୍ରଙ୍କ ମୃତ୍ୟୁ। 

କନକ ବ୍ୟୁରୋ: ବେଶ କିଛି ଦିନ ହେବ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଝୁଲନ୍ତା ଅବସ୍ଥାରେ ପିଲାଙ୍କ ମୃତଦେହ ଉଦ୍ଧାର ହେଉଛି । ତେବେ ଏବେ ଚିନ୍ତା କରିବାର ବିଷୟ କାହିଁକି ଛାତ୍ରଛାତ୍ରୀ ହାରୁଛନ୍ତି ଜୀବନ । ଗତ ୨ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଶିଳ୍ପାଞ୍ଚଳ…

ନରସିଂହପୁରରେ ମୃତ୍ୟୁ ସହ ସଂଘର୍ଷ କରୁଛି ଦନ୍ତା। ହାତୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। 

କନକ ବ୍ୟୁରୋ:  ବିପଦରେ ଗଜରାଜ । ବାରମ୍ବାର ଦନ୍ତାହାତୀଙ୍କୁ ଗୁଳି କରୁଛନ୍ତି ଶିକାରୀ । ଏବେ ପ୍ରାୟତଃ ସବୁ ଜଙ୍ଗଲରେ ଶିକାରୀଙ୍କ ପାଦୁର୍ଭାବ ବଢିଛି । ଯାହାର ପରିଣାମ ହାତୀଙ୍କୁ ଭୋଗିବାକୁ ପଡୁଛି । କେତେବେଳେ ହାତୀଙ୍କୁ ମାରି ଦାନ୍ତ କାଢି ନେଉଛନ୍ତି ଶିକାରୀ, ତ ପୁଣି କେତେବେଳେ ଗୁଳି ଖାଇ…

ରାଜଧାନୀରେ ଗଡିଲା ଇ-ବସ, ଇ-ଅଟୋ। ମହିଳାଙ୍କୁ ପ୍ରଥମ ଥର ସୁଯୋଗ ଦେଲା କ୍ରୁଟ୍।

କନକ ବ୍ୟୁରୋ: ରାଜଧାନୀରେ ଗଡିଲା ମୋ ଇ-ରାଇଡ ଏବଂ ଇ-ବସ । ବ୍ୟାଟେରୀ ଚାଳିତ ମୋ ବସ ଏବଂ ଅଟୋ ରିକ୍ସାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏୟାରପୋର୍ଟରୋଡର ନବୀନ ନିବାସ ସାମ୍ନାରେ ଉଭୟ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବାୟୁପ୍ରଦୂଷଣ ଏବଂ ଶବ୍ଦ…

ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍: ବାଦ୍ ପଡିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ, ସାମିଲ ହେଲେ ୱିକେଟ୍ କିପର…

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଏହି ସିରିଜରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିଛି…

ବିଜେପି ଉପରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ । ମୋଦୀଙ୍କୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଆସନ୍ତା ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଏବେ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଜନତା ଦଳ (ଏସ) ର ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର ସ୍ୱାମୀ ମୁଖ୍ୟମନ୍ତ୍ରୀ…