Daily Archives

July 19, 2022

ଚର୍ମରୋଗରେ ପୀଡିତ ପରିବାର ପାଇଁ ବାସନ୍ଦ ହେଲେ ଗ୍ରାମବାସୀ । ମଙ୍କିପକ୍ସ ଗୁଜବ ଯୋଗୁଁ ସବୁଠାରେ ଲାଗିଲା ପ୍ରତିବନ୍ଧକ ।

କନକ ବ୍ୟୁରୋ: ଗୁଜବ କେତେ ଭୟଙ୍କର ହୋଇପାରେ, ଦୁଃଖ ବଢ଼ାଇ ଦେଇପାରେ, ସାମାଜିକ ବାଛନ୍ଦ ଭଳି ପରିସ୍ଥିତି ସୃଷ୍ଟି କରିପାରେ ସେଭଳି ଏକ ଖବର ଆସିଛି କେନ୍ଦ୍ରାପଡାରୁ । ବେଙ୍ଗାଲୁରୁରେ କାମ କରୁଥିବା ଜଣେ ଯୁବକ ଚର୍ମ ରୋଗରେ ଆକ୍ରାନ୍ତ ହୋଇ ନିଜ ଗାଁକୁ ଚାଲି ଆସିଥିଲେ । ଆଉ ଗାଁରେ ତାଙ୍କର…

ବରିଷ୍ଠ ପୁଲିସ ଅଧିକାରୀଙ୍କ ହତ୍ୟାରେ ଦୋହଲିଗଲା ହରିୟାଣା: ଡମ୍ଫର ଚଢାଇ ଡିଏସପି ସୁରେନ୍ଦ୍ର ସିଂଙ୍କୁ ହତ୍ୟା କଲେ ଖଣି…

କନକ ବ୍ୟୁରୋ: ଡିଏସପିଙ୍କ ଉପରକୁ ଡମ୍ପର ଚଢାଇଦେଲେ ଖଣି ମାଫିଆ । ପଥରଖନନ ପାଈଁ ରୋକିବାକୁ ଯାଇଥିବା ବେଳେ ଗାଡି ଚଢାଇଦେଲେ ମାଫିଆ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି । ହରିୟାଣା ନୁଂହର ପଚଗାଓଁ ଗାଁରୁ ଆସିଛି ଏଭଳି ଲୋମହର୍ଷଣକାରୀ ଚିତ୍ର । ସମୟର ପାଖାପାଖି ଦିନ ୧୧ଟାରୁ…

ପଦାରେ ପଡିଲା ଚୀନର ଚାଲ୍: ଗୋଟେ ପଟେ ଆଲୋଚନା, ଅନ୍ୟପଟେ ଲଦାଖ ନିକଟରେ ସମରାଭ୍ୟାସ କରୁଛି ଡ୍ରାଗନ

କନକ ବ୍ୟୁରୋ: ଏଲଏଏସିକୁ ନେଇ ଭରତ ଓ ଚୀନ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ପୁଣି ଥରେ ସୀମା ନିକଟରେ ଡ୍ରାଗନ ଏଭଳି କିଛି କାମ କରିଛି ଯାହା ଭାରତର ଚିନ୍ତାକୁ ବୃଦ୍ଧି କରିଛି । ଲଦାଖ ପ୍ୟାଙ୍ଗୋଙ୍ଗ ହ୍ରଦ ପାଖରେ ଚୀନ ପିପୁଲସ ଲିବରେସନ ଆର୍ମି ସେନାଭ୍ୟାସ କରୁଥିବା ଜଣାପଡିଛି । ଏହି ଖବର…

ପୋଲିସ୍ ଟେବୁଲ ଉପରୁ ଫାଇଲ ହୋଇଗଲା ଚୋରି । କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଫରେନସିକ ଲାବୋରେଟୋରୀରୁ ହୋଇଗଲା…

କନକ ବ୍ୟୁରୋ: ଫରେନସିକ୍ ଲ୍ୟାବରୁ ଚୋରି ହୋଇଗଲା ମୃତ୍ୟୁ ମାମଲାର ଫାଇଲ । ୨୦୧୭ର ହତ୍ୟାକାଣ୍ଡ ଫାଇଲ ବନ୍ଦ କରିବା ପାଇଁ ଚାଲିଛି କି ଷଡଯନ୍ତ୍ର? ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କଦମ ସାହିରେ ୫ବର୍ଷ ପୂର୍ବରୁ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ରୋଷେଇଘରେ ପଶି ପତ୍ନୀଙ୍କ ମୁଣ୍ଡକୁ ଲୁହାରଡ଼ରେ…

କ୍ରସ ଭୋଟିଂ ପରେ ମୋକିମକୁ ନେଇ ବଢିଲା ଚର୍ଚ୍ଚା । ୨୦୨୪ରେ କଂଗ୍ରେସ ଥିବ କି ନଥିବ, ଏମିତି ପ୍ରଶ୍ନ ଉଠାଇ ବିବାଦ ଛିଡା…

କନକ ବ୍ୟୁରୋ: ଚର୍ଚ୍ଚାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଗତକାଲି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ୍ ଦେବା ପରେ ତାଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି । ଏପରିକି ସେ ଆଗାମୀ ଦିନରେ ଦଳରେ ରହିବେ  କି ନାହିଁ ସେ ନେଇ ମଧ୍ୟ…

୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇରେ ୧୦୦% ସିଲାବସ୍: ରି-ସିଡ୍ୟୁଲଡ ସିଲାବସରେ ପରୀକ୍ଷା ଦେବେ ଫେଲ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ୨୦୨୨-୨୩ ଶିକ୍ଷା ବର୍ଷରେ ଯୁକ୍ତ ଦୁଇରେ ୧୦୦% ସିଲାବସ୍ । ଅନୁରୂପ ଭାବେ ୨୦୧୯-୨୦ ଭଳି ପ୍ରଶ୍ନପତ୍ର ଆସିବ । ରି-ସିଡ୍ୟୁଲଡ ସିଲାବସରେ ପରୀକ୍ଷା ଦେବେ ଫେଲ ଛାତ୍ରଛାତ୍ରୀ । ୨୦୨୨ରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେମାନଙ୍କ ପ୍ରଶ୍ନ ୨୦୨୨ ଢାଞ୍ଚାରେ ରହିବ ।…