୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇରେ ୧୦୦% ସିଲାବସ୍: ରି-ସିଡ୍ୟୁଲଡ ସିଲାବସରେ ପରୀକ୍ଷା ଦେବେ ଫେଲ ଛାତ୍ରଛାତ୍ରୀ

164

କନକ ବ୍ୟୁରୋ: ୨୦୨୨-୨୩ ଶିକ୍ଷା ବର୍ଷରେ ଯୁକ୍ତ ଦୁଇରେ ୧୦୦% ସିଲାବସ୍ । ଅନୁରୂପ ଭାବେ ୨୦୧୯-୨୦ ଭଳି ପ୍ରଶ୍ନପତ୍ର ଆସିବ । ରି-ସିଡ୍ୟୁଲଡ ସିଲାବସରେ ପରୀକ୍ଷା ଦେବେ ଫେଲ ଛାତ୍ରଛାତ୍ରୀ । ୨୦୨୨ରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେମାନଙ୍କ ପ୍ରଶ୍ନ ୨୦୨୨ ଢାଞ୍ଚାରେ ରହିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।