Daily Archives

June 11, 2022

ଦେଶରେ ବଢୁଛି କରୋନା ସଂକ୍ରମଣ। କର୍ଣ୍ଣାଟକକୁ ଫେରିଲା କଟକଣା।

କନକ ବ୍ୟୁରୋ: କ୍ରମାଗତ ଭାବେ ବଢିଚାଲିଛି କରୋନା ସଂକ୍ରମଣ । ଦେଶରେ ଦୈନିକ ସ୍ରଂକମିତଙ୍କ ସଂଖ୍ୟା ୮ହଜାର ଟପିବା ପରେ ଚିନ୍ତା ଦ୍ୱିଗୁଣିତ ହୋଇଛି । ଗତ ୩ ମାସ ମଧ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ନୂଆ ୮ ହଜାର ୩୨୯ ଜଣ ସଂକମିତ ଚିହ୍ନଟ ହୋଇଥିବା ବେଳେ…

ନୂପୁର ଶର୍ମା ବିବାଦୀୟ ବୟାନ। ଦେଶବିଦେଶରେ ବିରୋଧ ପ୍ରଦର୍ଶନ ଜାରି। ଟ୍ୱିଟ କଲେ ତସଲିମା ନାସରିନ।

କନକ ବ୍ୟୁରୋ: ନୂପୁର ଶର୍ମା ବିବାଦୀୟ ବୟାନ ଘଟଣା ପରେ ତେଜୁଛି ହିଂସା ଓ ଉତ୍ତେଜନା । ଅଳ୍ପସଂଖ୍ୟକମାନେ ବିଭିନ୍ନ ସ୍ଥାନରେ ପୋଡାଜଳା ଓ ଉପଦ୍ରବ କରିଚାଲିଛନ୍ତି । ବିଭିନ୍ନ ମୁସଲିମ ସଂଗଠନ ବିଭିନ୍ନ ରାଜ୍ୟରେ ହିଂସା ଘଟଣାରେ ମାତିଛନ୍ତି । ଦେଶବିଦେଶରେ ନୂପୁରଙ୍କ ବୟାନକୁ ବିରୋଧ ପ୍ରଦର୍ଶନ…

ଦନ୍ତାହାତୀର ଦାଦାଗିରି । ସକାଳେ ମାରିଲା, ସନ୍ଧ୍ୟାରେ ଫେରି ଶବକୁ ଦଳିଲା

କନକ ବ୍ୟୁରୋ: ଗାଁ ଭିତରକୁ ପଶି ଆସିଲା ଦନ୍ତାହାତୀ । ଆଉ ଦନ୍ତାର ଶୀକାର ହେଲେ ପାଣି ଆଣିବାକୁ ଯାଉଥିବା ବୃଦ୍ଧା ମାୟା ମୂର୍ମୂ । ଗାଁ ଦାଣ୍ଡରେ ମାୟାଙ୍କୁ ଆକ୍ରମଣ କଲା । ଗୁରୁତର ବୃଦ୍ଧା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କଲେ । ହେଲେ ଏତିକିରେ ଦନ୍ତାର ରାଗ ଶାନ୍ତ…

ପ୍ରଫେଟ ବିରୋଧୀ ବୟାନକୁ ନେଇ ଥମୁନି ହିଂସା। ଜରୁରୀବୈଠକ ଡକାଇଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ।

କନକ ବ୍ୟୁରୋ: ପ୍ରଫେଟ ମହମ୍ମଦଙ୍କ ବିରୋଧୀ ବୟାନ ଘଟଣାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ହିଂସା ଓ ଉତ୍ତେଜନା ଘନେଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀଠୁ ନେଇ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ, ପରି ଅନେକ ରାଜ୍ୟରେ ଘଟୁଛି ହିଂସକ ଘଟଣା । ଶନିବାର ପଶ୍ଚିମବଙ୍ଗ ଓ ଝାରଖଣ୍ଡର…

ଧୀରେ ଧୀରେ ଅନୁକୂଳ ହେଉଛି ପାଗ । ଆସନ୍ତା ସପ୍ତାହରେ ଓଡ଼ିଶା ଛୁଇଁପାରେ ମୌସୁମୀ

କନକ ବ୍ୟୁରୋ: କିଛି ଦିନ ହେଲା ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଥିବା ଓଡ଼ିଶାବାସୀଙ୍କ ପାଇଁ ଆସିଲା ଆଶ୍ୱସ୍ତି କଲା ଭଳି ଖବର । ପାଣିପାଗ ବିଭାଗ ଆକଳନ କରିଛି, ମୌସୁମୀ ବାୟୁ ଓଡ଼ିଶା ପହଁଚିବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି । ଜୁନ…

ପିସିସି ସଭାପତିଙ୍କ ମିଶନ୍ ୨୦୨୪ । କହିଲେ ୧୯୯୫ର ସଫଳତା ଦୋହରାଇବ ଦଳ । ୯ରୁ ୯୦ ହେବ ବିଧାୟକଙ୍କ ସଂଖ୍ୟା

କନକ ବ୍ୟୁରୋ: ପ୍ରଦେଶର ନୂଆ ପିସିସି ଆସିବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିବା ଲକ୍ଷ୍ୟ କରାଯାଉଛି । ନୂଆ ବଳ ଓ ପଣ ନେଇ ରାଜ୍ୟରେ ପୁଣି କଂଗ୍ରେସର ପୁରୁଣା ଶକ୍ତି ଫେରାଇଆଣିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଦମ୍ଭୋକ୍ତି ରଖିଛନ୍ତି । ଏପରିକି ୧୯୯୫ର ସଫଳତାକୁ ରାଜ୍ୟ…