Daily Archives

May 20, 2022

ଜେଲରୁ ବାହାରିଲେ ଇନ୍ଦ୍ରାଣୀ ମୁଖାର୍ଜୀ । ବୁଧବାର ଦିନ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ ।

କନକ ବ୍ୟୁରୋ: ଜେଲରୁ ବାହାରିଲେ ସୀନା ବୋରା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ମୁମ୍ବାଇର ବହୁଚର୍ଚ୍ଚିତ ସୀନା ବୋରା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଶୁକ୍ରବାର ଜେଲରୁ ମିକୁଳିଛନ୍ତି । ୨୦୧୫ ମସିହାରୁ ଇନ୍ଦ୍ରାଣୀ ଜେଲରେ ଥିବା…

ଜ୍ଞାନବାପୀ ମସଜିଦ ବିବାଦ । ୮ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ କହିଲେ ସୁପ୍ରିମକୋର୍ଟ ।

କନକ ବ୍ୟୁରୋ: ବାରଣାସୀର ବିବାଦୀୟ ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଆଜି ମୁସଲିମ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ ସମୟରେ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷଙ୍କ ଦଲିଲ ଶୁଣିବା ପରେ କୋର୍ଟ ମାମଲାକୁ ଜିଲ୍ଲାକୋର୍ଟଙ୍କ ନିକଟକୁ ପଠାଇଛନ୍ତି । ଆଗାମି ଏହି…

ଭଦ୍ରକ ଇଞ୍ଜିନିୟରିଂ କଲେଜକୁ ନେଇ ବିବାଦରେ ବିଧାୟକଙ୍କ ପୁଅ: କଲେଜ ଟଙ୍କା ହରିଲୁଟ କରିଥିବା ଅଭିଯୋଗରେ କୁଶପୁତ୍ତଳିକା…

କନକ ବ୍ୟୁରୋ: ବରପଦା ଇଞ୍ଜିନିୟରିଂ କଲେଜକୁ ନେଇ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ ଓ ପୁଅ ପ୍ରୟାସ କାନ୍ତି ସାମଲଙ୍କ ବିରୋଧରେ ବଢ଼ୁଥିବା ଅସନ୍ତୋଷର ଏ ହେଉଛି ପ୍ରତିଫଳନ । କଲେଜର ଟଙ୍କାଙ୍କୁ ହରିଲୁଟ୍ କରିଥିବା ଅଭିଯୋଗ କରି ଗୋବିନ୍ଦପୁର ଗ୍ରାମ ପଂଚାୟତ ବିକାଶ ମଂଚ ପକ୍ଷରୁ ବିକ୍ଷୋଭ…

କେରଳରେ ପ୍ରବଳ ବର୍ଷା । ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା । 

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟର ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଆସାମ ସମେତ କିଛି ରାଜ୍ୟରେ ଲୋକେ ବର୍ଷା ଯୋଗୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସାମରେ ସ୍ଥିତି ଏକପ୍ରକାର ସଙ୍ଗୀନ ରହିଛି । ବନ୍ୟା ଯୋଗୁ…

ହାଇକୋର୍ଟ ବେଞ୍ଚକୁ ନେଇ ଟଣାଓଟରା: କଟକ ବାର ଆସୋସିଏସନର ସଂକଳ୍ପକୁ ନେଇ ତେଜିଲା ବିରୋଧ 

କନକ ବ୍ୟୁରୋ: ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ, କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜୁଜଙ୍କ ଚିଠି ପରେ ନୂଆ ଆଶା ସଂଚାର ହୋଇଥିଲା । କିନ୍ତୁ ହାଇକୋର୍ଟ ଓକିଲ ସଂଘ ସ୍ଥାୟୀ ବେଂଚ ପ୍ରତିଷ୍ଠାକୁ ବିରୋଧ କରି ସଂକଳ୍ପ ପାରିତ କରିବା…

ବନ୍ଦ ହେଲା ୮ଟି ସେଲ୍ଫ ଫାଇନାନ୍ସିଂ କୋର୍ସ । ଚିଠି ଲେଖିଥିଲେ ରାଜ୍ୟପାଳଙ୍କ ସଚିବ ।

କନକ ବ୍ୟୁରୋ: ଉକ୍ରଳ ବିଶ୍ୱବିଦ୍ୟାଳୟରେ ବନ୍ଦ ହେଲା ୮ଟି ସେଲ୍ଫ ଫାଇନାନ୍ସିଂ କୋର୍ସ । ଉକ୍ରଳ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଏହି ଚିଠି ଲେଖିଛନ୍ତି ରାଜ୍ୟପାଳଙ୍କ ସଚିବ  । ଶାଶ୍ୱତ ମିଶ୍ର ନିଜେ ଉଚ୍ଚଶିକ୍ଷା ସଚିବ ମଧ୍ୟ ରହିଛନ୍ତି । ଏହି ଚିଠି…