Daily Archives

May 15, 2022

କଳାହାଣ୍ଡିର ନଦୀକୂଳିଆ ଅଂଚଳରେ ବ୍ୟାପକ ତରଭୁଜ ଚାଷ । ବଜାର ବ୍ୟବସ୍ଥା ନଥିବାରୁ କ୍ଷତି । ଶୀତଳଭଣ୍ଡାର ପାଇଁ ଦାବି

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ନଦୀକୂଳିଆ ଅଂଚଳରେ ହୋଇଛି ବ୍ୟାପକ ପରିମାଣର ତରଭୁଜ ଚାଷ । । ତରଭୁଜ ଏକ ରୁତୁକାଳୀନ ଫସଲ ହୋଇଥିବା ବେଳେ ଭଲ ଲାଭ ଆଶାରେ ଏହି ଚାଷ କରିଥିଲା ଚାଷୀ । କିନ୍ତୁ ଚାଷୀଙ୍କ ଆଶା ଏବେ ମଉଳିବାକୁ ବସିଲାଣି । କାରଣ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ଅଭାବି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଧର୍ମେନ୍ଦ୍ରଙ୍କ ପରେ ମୁହଁ ଖୋଲିଲେ ଜୁଏଲ । ଅଫିସରଙ୍କୁ ଟାର୍ଗେଟ କହିଲେ ଏମିତି…

କନକ ବ୍ୟୁରୋ: ଆଇନର ପରିସର ଭିତରେ ପୁରୀ ପରିକ୍ରମା ପ୍ରକଳ୍ପ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ସାଂସଦ ଜୁଏଲ ଓରାମ । ଆଉ ଜୁଏଲଙ୍କ ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା, ଯେତେବେଳେ ସେ…

‘ଟମାଟୋ ଫ୍ଲୁ’ ମୁକାବିଲା ନେଇ ଓଡ଼ିଶାରେ ପ୍ରସ୍ତୁତି । ଚିକିତ୍ସା ପାଇଁ ଶିଶୁ ଭବନରେ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କଲେ…

କନକ ବ୍ୟୁରୋ: କରୋନାକୁ ନେଇ ଭୟ ଯାଇନଥିବା ବେଳେ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ । ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି ଛୋଟ ଛୋଟ ପିଲା ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷ କରି ୫ ବର୍ଷରୁ କମ୍ ବୟସର ପିଲା ଏହି ରୋଗର ଶିକାର ହେଉଛନ୍ତି । କେରଳରେ ୮୨ ଜଣ ପିଲା ଏହି ରୋଗରେ…

ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ: ହେଲେ ଅନ୍ୟ ରାଜ୍ୟଠାରୁ ଅଧିକ ହେଉଛି ପାୱାର କଟ୍

କନକ ବ୍ୟୁରୋ: ଓଡିଶାରେ ସେଭଳି ବିଦ୍ୟୁତ୍ କାଟ ହେଉନଥିବା ବିଭାଗ ପକ୍ଷରୁ ଓ ବିତରକ କମ୍ପାନୀ ପକ୍ଷରୁ ବାରମ୍ବାର କୁହାଯାଉଛି । ହେଲେ, ନୂଆଦିଲ୍ଲୀ ସ୍ଥିତ ଶକ୍ତି, ପରିବେଶ ଓ ଜଳ ପରିଷଦ ଘରୋଇ କ୍ଷେତ୍ରରେ ଶକ୍ତି ବ୍ୟବହାର ସଂପର୍କରେ ଯେଉଁ ରିପୋର୍ଟ ପ୍ରକାଶ କରିଛି ତାହା ଭିନ୍ନ କଥା କହୁଛି ।…

ପୁଣି ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଲେ ବିଜୟ । ବିଜେପି ପାଇଁ ଅଲୋଡା ହେଇଗଲେ କି ବିଜୟ ମହାପାତ୍ର?

କନକ ବ୍ୟୁରୋ: ଏକଦା ଯେଉଁ ନେତାଙ୍କୁ ନେଇ ପାୱାର କରିଡରରେ ସବୁଠୁ ଅଧିକ ଚର୍ଚ୍ଚା ହେଉଥିଲା, ବିଜୁ ଜନତା ଦଳ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେତାଙ୍କ ମଧ୍ୟରେ ଯିଏ ସବୁଠୁ ଆଗରେ ରହିଥିଲେ, ଏବେ ସେ ରାଜ୍ୟ ବିଜେପିରେ କୋଣଠେସା ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଏକଥା ଆମେ…

ଗାନ୍ଧୀ ପରିବାର ପାଖରେ ରହିବ କଂଗ୍ରେସ କମାଣ: ରାହୁଲ ଗାନ୍ଧୀ ରାଜି ନହେଲେ ପ୍ରିୟଙ୍କା ସଭାପତି !

କନକ ବ୍ୟୁରୋ: ଦେଶରେ ମୋଦି ଶାସନ ଚାଲୁଥିବାବେଳେ, ସବୁଠାରୁ ସଂକଟ ଜନକ ସ୍ଥିତି ଦେଇ ଗତି କରୁଥିବା ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ, କଂଗ୍ରେସ ପାଇଁ ପ୍ରିୟଙ୍କା ଗାନ୍ଧୀ ଏବେ ସାହାରା ଭଳି ଦେଖାଯାଉଛନ୍ତି । କେମିତି ଦଳକୁ ପୁଣି ଥରେ ତୃଣମୂଳ ସ୍ତରରୁ ମଜଭୁତ କରିହେବ । କିଏ ଦଳର ନେତୃତ୍ୱ…