Daily Archives

May 15, 2022

ଓଠକୁ ଚୁମ୍ବନ କରିବା ଅପ୍ରାକୃତିକ ଅପରାଧ ନୁହେଁ । ଯୌନ ଉତ୍ପୀଡନ ମାମଲାରେ ଅଭିଯୁକ୍ତକୁ ଜାମିନ୍ ଦେଲେ ବମ୍ବେ ହାଇକୋର୍ଟ…

କନକ ବ୍ୟୁରୋ: ଓଠକୁ ଚୁମ୍ବନ କରିବା ଏବଂ ଶରୀର କୌଣସି ଅଙ୍ଗକୁ ଛୁଇଁବା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଅନୁସାରେ ଅପରାଧ ନୁହେଁ । ଆଇପିସି ଧାରା ୩୭୭ ଅନୁସାରେ ଏହାକୁ ଅପ୍ରାକୃତିକ ଅପରାଧ ଶ୍ରେଣୀ ଭୁକ୍ତ କରିହେବ ନାହିଁ । ଏକ ଯୌନ ଉତ୍ପୀଡନ ମାମଲାର ବିଚାର କରି ଏଭଳି କହିଛନ୍ତି ବମ୍ବେ…

କଂଗ୍ରେସ ଛାଡିବା ପରେ ବଦଳିଲା କୁଣ୍ଡଳୀ । ୪ ନେତା ଏବେ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ କିଏ ଏହି ନେତା …

କନକ ବ୍ୟୁରୋ : କଂଗ୍ରେସ ଛାଡିବା ପରେ ବଦଳିଲା କୁଣ୍ଡଳୀ । ବିଜେପିରେ ମିଶିବା ପରେ  ମୁଖ୍ୟମନ୍ତ୍ରୀ । କେବଳ ତ୍ରିପୁରରା ନୂଆ ମୁଖ୍ୟମନ୍ତ୍ରୀ ମାଣିକ ସାହା ନୁହେଁ ଏଭଳି ଅନେକ ନେତା ଅଛନ୍ତି ଯାହାଙ୍କୁ କଂଗ୍ରେସରେ ସୁଯୋଗ ନମିଳିବା ପରେ ବିଜେପିରେ ସେମାନେ ଆଜି ସିଏମ ହୋଇପାରିଛନ୍ତି ।…

ଉଦୟପୁର ଚିନ୍ତନ ଶିବିରରେ ସୋନିଆ ଗାନ୍ଧୀଙ୍କ ଘୋଷଣା, କାଶ୍ମୀରରୁ କନ୍ୟା କୁମାରୀ କଂଗ୍ରେସ କରିବା ‘ଭାରତ ଜୋଡ୍’ ଯାତ୍ରା

କନକ ବ୍ୟୁରୋ : କେମିତି ବଢିବ କଂଗ୍ରେସ, କିଭଳି ଭାବେ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରାଯାଇପାରିବ । ଦଳର କମାଣ୍ଡ କାହା ହାତରେ ଦେଲେ ଦଳକୁ ସଠିକ ନେତୃତ୍ୱ ମିଳିବ । ଏଭଳି କିଛି ପ୍ରସଙ୍ଗକୁ ନେଇ ରାଜସ୍ଥାନର ଉଦୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସର ଚିନ୍ତନ ଶିବିର । ଏହି ଶିବିରରେ…

‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ନିୟମକୁ ମଞ୍ଜୁରୀ ଦେଲା କଂଗ୍ରେସ । ପଢନ୍ତୁ, କଂଗ୍ରେସ ଚିନ୍ତନ ଶିବିରରେ ନିଆଗଲା କି କି…

କନକ ବ୍ୟୁରୋ: ଜଣେ ବ୍ୟକ୍ତି, ଗୋଟିଏ ପଦ । ଗୋଟିଏ ପରିବାର, ଗୋଟିଏ ଟିକେଟ୍ ନିୟମ ଲାଗୁ କଲା କଂଗ୍ରେସ । ରବିବାର କଂଗ୍ରେସ ଚିନ୍ତନ ଶିବିରରେ ଏନେଇ ନିଷ୍ପତ୍ତି ନିଆଯିବା ସହିତ ଆଗକୁ କଂଗ୍ରେସ କେମିତି ଆଗକୁ ବଢିବ ସେ ନେଇ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଖାଲି ସେତିକି ନୁହେଁ,…

ପୂଜା ସିଙ୍ଘଲ ମାମଲାରେ ଇଡିର ତଦନ୍ତ ଜୋରଦାର । ଜେଏମଏମର ପୂର୍ବତନ କୋଷାଧ୍ୟକ୍ଷଙ୍କୁ ପଚରାଉଚରା । 

କନକ ବ୍ୟୁରୋ : ଗିରଫ ଆଇଏଏସ ପୂଜା ସିଙ୍ଘଲ ମାମଲାରେ ଇଡି ଯାଞ୍ଚ ଜୋରଦାର କରିଛି । ଏ ମାମଲାରେ ବର୍ତ୍ତମାନ ଜେଏମଏମର ପୂର୍ବତନ କୋଷାଧ୍ୟକ୍ଷ ରବି କେଜ୍ରିୱାଲଙ୍କୁ ପଚରାଉଚରା କରୁଛି । ରାଜନୈତିକ ଲିଙ୍କ ଥିବା ସନେ୍ଧହ କରି ଇଡି ବର୍ତ୍ତମାନ ଏହି ପ୍ରକ୍ରିୟାକୁ ଶାଣିତ କରିଛି । ରାଞ୍ଚିରେ ଥିବା…

ବଦଳିଲେ କଟକ ମାହାଙ୍ଗା ଥାନା ଆଇଆଇସି: ଗତକାଲି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିଲେ ନିହାରଙ୍କ ପତ୍ନୀ

କନକ ବ୍ୟୁରୋ: ବଦଳିଲେ କଟକ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ନିହାର ଏବେ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ମହିଳା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର ରଞ୍ଜନ ମହାନ୍ତି । ସ୍ତ୍ରୀ ଭିଜିଲାନ୍ସ…