Daily Archives

April 28, 2022

ଅପରାଜିତାଙ୍କ ପୁରୀ ଗସ୍ତକୁ ନେଇ ଜୋର ଧରିଲା ରାଜନୈତିକ ବୟାନବାଜି । ନାଁ ନନେଇ ବିଜେଡି ନେତ୍ରୀ ପ୍ରମିଲା ମଲ୍ଲିକ…

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢୁଥିବା ବେଳେ ବୁଧବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ, ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । ପ୍ରଶାସନର ବାରଣ ସତ୍ତେ୍ୱ ସମର୍ଥକଙ୍କ ସହ ସାଂସଦଙ୍କ ପୁରୀ ଅଭିଯାନକୁ ନେଇ ତାଙ୍କୁ ଟାର୍ଗେଟ କରିଛି ବିଜେଡି ।…

ଆଗକୁ ବଢ଼ିପାରେ ରାଜ୍ୟର କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଆଗାମୀ ୩ରୁ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ

କନକ ବ୍ୟୁରୋ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ରାଜ୍ୟ ପାଇଁ ମଧ୍ୟ ଆଗାମୀ ୩ରୁ ୪ସପ୍ତାହରେ ସଂକ୍ରମଣ ବଢିବା ନେଇ ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କାରଣ ପୂର୍ବ ଲହର ଗୁଡିକରେ ଯେତେବେଳେ ଦିଲ୍ଳୀ, ମହାରାଷ୍ଟ୍ର, କେରଳ ଭଳି ରାଜ୍ୟରେ ସଂକ୍ରମଣ ବୃଦ୍ଧି…

କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ସମ୍ମେଟିଭ୍-୨ ପରୀକ୍ଷା ଦେବେ ୫ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ । ପଢନ୍ତୁ, କ’ଣ…

କନକ ବ୍ୟୁରୋ: ଆସନ୍ତାକାଲି ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ସମ୍ମେଟିଭ-ଟୁ ପରୀକ୍ଷା ଦେବେ ପ୍ରାୟ ୫ଲକ୍ଷ ୮୫ହଜାର ଛାତ୍ରଛାତ୍ରୀ । କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦୁଇ ବର୍ଷ ପରେ ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଉଥିବାରୁ ସେମାନେ କିପରି…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧସୂଦନ ସଂଗ୍ରହାଳୟ ଓ ବାଖ୍ୟାନ କେନ୍ଦ୍ର ଲୋକାର୍ପିତ

କନକ ବ୍ୟୁରୋ : ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ 'ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ଆରଟିଆଇରୁ ସାମନାକୁ ଆସିଲା କଳା ଧନର ସତ । ଦେଶ ଓ ବିଦେଶରୁ ଠାବ ହୋଇଛି ୮୦ ହଜାର କୋଟିରୁ କମ କଳାଧନ । ହେଲେ ରାଜକୋଷକୁ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ୨୦୧୪ କ୍ଷମତାକୁ ଆସିବା ପୂର୍ବରୁ କହିଥିଲେ ବିଦେଶରେ ଏତେ କଳାଧନ ଅଛି ଯଦି ଦେଶ ଭିିତରକୁ ଅଣାଯାଏ ମୁଣ୍ଡ ପିଛା ୧୫ରୁ ୨୦ ଲକ୍ଷ ଟଙ୍କା ହିସାବରେ ଆସିଯିବ । ଅର୍ଥାତ୍ ୧୪୦ କୋଟି ଲୋକଙ୍କ ପାଇଁ କେବଳ ବିଦେଶରୁ ଆସିଯିବ ୨୧୦୦ ଲକ୍ଷ କୋଟି ଟଙ୍କାର…

ଏପ୍ରିଲ ମାସରେ ରେକର୍ଡ ଛୁଇଁଲା ବୌଦ୍ଧ ତାପମାତ୍ରା । ୪୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।

କନକ ବ୍ୟୁରୋ: ଆଜି ରାଜ୍ୟର ତାପମାତ୍ରା ୪୫ ଡିଗ୍ରୀର ଲକ୍ଷ୍ମଣରେଖା ପାର୍ କରିଯାଇଛି । ବୌଦ୍ଧ ଜିଲ୍ଲାରେ ଏଭଳି ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ରାଜ୍ୟର ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା । ରାଜ୍ୟର ୨୫ଟି ଷ୍ଟେସନରେ ତାପମାତ୍ରା ୪୦ ଟପିଯାଇଛି । ଉପକୂଳବର୍ତୀ କିଛି ଅଞ୍ଚଳକୁୁ…