Daily Archives

April 28, 2022

ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋକୁ ବଡ ସଫଳତା, ଦିଲ୍ଲୀ ଶାହୀନବାଗରୁ ଜବତ ଦେଲା ୯୭ କିଲୋ ଡ୍ରଗ୍ସ

କନକ ବ୍ୟୁରୋ : ଏନସିବିର ଦିଲ୍ଲୀ ୟୁନିଟକୁ ଏକ ବଡ ସଫଳତା ମିଳିଛି । ଦିଲ୍ଲୀ ଶାହୀନବାଗର ଜାମିଆ ନଗରରେ ଚଢାଉ କରି ୫୦ କିଲୋ ହେରୋଇନ, ୪୭ କିଲୋ ସଂଦିଗ୍ଧ ନିଶାଦ୍ରବ୍ୟ ଓ ୩୦ ଲକ୍ଷ ଟଙ୍କା ଜବତ କରିଛି । ଏହାସହ ଘଟଣା ସ୍ଥଳରୁ ଏକ ଟଙ୍କାଗଣା ମେସିନ ବି ଏନସିବି ଜବତ କରିଛି । ଦିଲ୍ଲୀ…

ବିରାଟଙ୍କ ଫର୍ମକୁ ନେଇ ଯୁବରାଜଙ୍କ ବଡ ବୟାନ । କହିଲେ, ନିଜ ପୁରୁଣା ଦିନକୁ ମନେପକାନ୍ତୁ କୋହଲି ।

କନକ ବ୍ୟୁରୋ : ଚଳିତ ଆଇପିଏଲରେ ବିରାଟଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏବେ ସୁଦ୍ଧା ୯ଟି ମ୍ୟାଚ୍ ଖେଳି କୋହଲି ୧୨୮ ରନ୍ କରିବାକୁ ସକ୍ଷମ ହୋଇଛନ୍ତି । ଆଉ ସବୁଠୁ ବଡ କଥା ହେଲା, ଏହି ୯ଟି ଇନିଂସରୁ ବିରାଟଙ୍କ ବ୍ୟାଟରୁ ଗୋଟିଏ ବି ଅର୍ଦ୍ଧଶତକୀୟ ଇନିଂସ ଦେଖିବାକୁ ମିଳିନାହିଁ ।…

ଜୋ ରୁଟଙ୍କ ପରେ ଏହି ଖେଳାଳି ହେଲେ ଇଂଲଣ୍ଡ ଟେଷ୍ଟ ଦଳର କ୍ୟାପଟେନ୍ । ଅଲରାଉଣ୍ଡର ଦକ୍ଷତା ବଳରେ ସମସ୍ତଙ୍କୁ କରିଛନ୍ତି…

କନକ ବ୍ୟୁରୋ:  ଇଂଲଣ୍ଡ ଦଳର ନୂଆ ଟେଷ୍ଟ କ୍ୟାପଟେନ୍ ହେଲେ ବେନ୍ ଷ୍ଟୋକସ୍ । ଜୋ ରୁଟ୍ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଷ୍ଟୋକସଙ୍କୁ ଅଧିନାୟକ ଭାର ଦେଇଛି ଇଂଲଣ୍ଡ ଓ ୱେଲସ୍ କ୍ରିକେଟ୍ ବୋର୍ଡ । ଅଧିନାୟକ ଭାବେ ରୁଟଙ୍କ ପ୍ରଦର୍ଶନ ଭଲ ଥିଲେ ବି, ଗତ କିଛି ମ୍ୟାଚରେ ସେ ଲଗାତାର ବିଫଳତା…

ପାଟନାରେ ଚାଞ୍ଚଲ୍ୟ, ରାସ୍ତା ଉପରେ ସ୍ତ୍ରୀ ଓ ଝିଅକୁ ଗୁଳି କରି ନିର୍ମମ ହତ୍ୟା

କନକ ବ୍ୟୁରୋ : ବିହାରର ରାଜଧାନୀ ପାଟନାରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଏଠାରେ ଜଣେ ବ୍ୟକ୍ତି ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତା ଉପରେ ନିଜର ସ୍ତ୍ରୀ ଓ ଝିଅକୁ ଗୁଳି କରି ହତ୍ୟା କରିଛି । ଏହାପରେ ନିଜର ମାନସିକ ସ୍ଥତି ବିଗିଡି ଯିବାରୁ ଘଟଣା ସ୍ଥଳରେ ନିଜକୁ ନିଜେ ଗୁଳି କରି ବି ଆତ୍ମହତ୍ୟା…

ଛୋଟ କିନ୍ତୁ ଘାତକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଚୀନ ସହ ଉତ୍ତେଜନା ଭିତରେ ଚର୍ଚ୍ଚା ସୃଷ୍ଟି କଲା ଏୟାର…

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଭାରତୀୟ ବାୟୁସେନା ଛୋଟ ଏବଂ ଘାତକ ଯୁଦ୍ଧର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ପଡିବ । କମ ସମୟର ଯୁଦ୍ଧ ଏବଂ ପୂର୍ବ ଲଦାଖରେ ଲମ୍ବା ସମୟ ଧରି ଯୁଦ୍ଧ ହେଲେ, ଭାରତୀୟ ବାୟୁସେନା ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକତା ଅଛି । ଗୁରୁବାର ଏକ…

ବଞ୍ଚିବାକୁ ଚାହାନ୍ତି ବିରଞ୍ଚି । ୬ ମାସ ତଳେ ପୋଲରୁ ପଡି ଭାଙ୍ଗି ଯାଇଛି ମେରୁଦଣ୍ଡ ହାଡ, ଚିକିତ୍ସା ପାଇଁ ଅର୍ଥ…

କନକ ବ୍ୟୁରୋ  : ଦୁର୍ଘଟଣା ପରେ ବଦଳି ଯାଇଛି ଜୀବନ । ବିଛଣାରେ ଅଟକି ଯାଇଛି ଅଭାବୀ ପରିବାରର ତେଳ ଲୁଣ ସଂସାର । ଦୁଇ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି  କପ୍ତିପଦା ବ୍ଲକ ମହୁଲଡ଼ିହା ଗାଁର ବିରଞ୍ଚି ସିଂ । ପର ଘରେ ପାଇଟି କରି ପିଲାଙ୍କ ମୁହଁରେ ଦାନା ଦେଉଥିବା ସ୍ତ୍ରୀ,…