Daily Archives

April 22, 2022

ପାଣି, କୋଇଲା ସଙ୍କଟ କମାଇଲା ବିଦ୍ୟୁତ ଉତ୍ପାଦନ । ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଲୋକେ ହନ୍ତସନ୍ତ ।

କନକ ବ୍ୟୁରୋ : ରାଜ୍ୟରେ ଯେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ପ୍ରବଳ ତାତିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି, ସେତିକିବେଳେ ଘଣ୍ଟା ଘଣ୍ଟା ବିଜୁଳି କାଟ ଚାଲିଛି । ବିନା ସୂଚନାରେ ଦିନ, ରାତି ଯେତେବେଳେ ଇଛା ହେଲା ସେତେବେଳେ ବିଜୁଳି କାଟୁଛି ବିତରଣ କମ୍ପାନୀ । ଯେଉଁଠି ବିଜୁଳି…

କଟକରେ ଖୋଲିଲା ବୃହତ ଫାଷ୍ଟକ୍ରାଏ.କମ୍ ଷ୍ଟୋର

କନକ ବ୍ୟୁରୋ: ଫାଷ୍ଟକ୍ରାଏ.କମ ଏସିଆର ସର୍ବବୃହତ ବେବି ଓ କିଡ୍ସ ଅନଲାଇନ ଷ୍ଟୋର, ଯାହାକି ଆଜି କଟକ ବଜ୍ରକବାଟି ରୋଡ ସ୍ଥିତ ବିଷ୍ଣୁପ୍ରିୟା କମ୍ଲେକ୍ସରେ ଉଦଘାଟିତ ହୋଇଛି । ଏହି ଷ୍ଟୋରକୁ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚ୍ଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉଦଘାଟନ…

ନକଲି ଡାକ୍ତରଙ୍କୁ ୫ ବର୍ଷ ଜେଲ: ଜାଲ ସାର୍ଟିଫିକେଟ ଦେଇ କରିଥିଲେ ଡାକ୍ତର ଚାକିରି

କନକ ବ୍ୟୁରୋ: ନକଲି ଡାକ୍ତର ପଦ୍ମନାଭ କାରୁଆଙ୍କୁ ୫ ବର୍ଷ ଜେଲ । ଜେଲ ଦଣ୍ଡାଦେଶ ଶୁଣାଇଲେ ସୁନ୍ଦରଗଡ ଫାଷ୍ଟଟ୍ରାକ କୋର୍ଟ । ନକଲି ଡାକ୍ତରଙ୍କୁ ଜେଲ ସହ ୬ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିଥିଲେ ଏହି ନକଲି ଡାକ୍ତର । ବିଶ୍ରା…

ବଲାଙ୍ଗିର ମେଡିକାଲ କଲେଜ ହଷ୍ଟେଲରେ ଅଘଟଣ: ଛାତରୁ ଖସି ଡାକ୍ତରୀ ଛାତ୍ର ମୃତ

କନକ ବ୍ୟୁରୋ: ବଲାଙ୍ଗିର ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ପଡିଲେ ଛାତ୍ର । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପ୍ରଥମେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ଛାତ୍ର ଜଣକ ହେଉଛନ୍ତି ହରିୟାଣାର…

ମହାଠକ ନିରବ ମୋଦୀ ଓ ମାଲ୍ୟାଙ୍କୁ ଭାରତ ପଠାଇବାକୁ ଚାହୁଁଛି । ଭାରତ ଗସ୍ତରେ ଆସି ବଡ ବୟାନ ଦେଲେ ବ୍ରିଟେନ…

କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବଡ ବୟାନ ଦେଇଛନ୍ତି । ମହାଠକ ମାଲ୍ୟା ଓ ନିରବ ମୋଦୀଙ୍କୁ ଭାରତ ପଠାଇବାକୁ ଚାହୁଁଛି ବୋଲି କହିଛନ୍ତି ଜନସନ । ଦୁଇ ଫେରାର ମହାଠକ ମାଲ୍ୟା ଓ ନିରବ ମୋଦୀଙ୍କୁ ନେଇ ପ୍ରଶ୍ନ ପଚରାଯିବା ପରେ କିଛି ଏଭଳି…

ପାଠରେ ଲାଗୁନଥିଲା ମନ । ଯୁକ୍ତ ଦୁଇରେ ଫେଲ ବି ହୋଇଥିଲେ,ହେଲେ ପ୍ରେମିକା ସହ ଚ୍ୟାଲେଂଜ କରିଦେଲା ଆଇପିଏସ୍ 

କନକ ବ୍ୟୁରୋ: ଆମେ କହୁଛୁ ଆଇପିଏସ୍ ମନୋଜ ଶର୍ମାଙ୍କ କଥା । ଦିନ ଥିଲା ପାଠପଢିବାକୁ ଜମା ମନ ଲାଗୁନଥିଲା, ନବମ ଦଶମ ଯେମିତି ସେମିତି କପି କରି ପାସ୍ କରିଗଲେ ସିନା ହେଲେ ଯୁକ୍ତ ଦୁଇ ଆଉ ଡେଇଁ ପାରିଲେ ନାହିଁ । ତା ସାଙ୍ଗକୁ ପରିବାରର ଆର୍ଥିକ ଅନଟନ ।ସେଥିପାଇଁ ବାଧ୍ୟ ହୋଇ ଅଟୋ ଚଳାଇ…