Daily Archives

April 21, 2022

ରୁଷିଆ କବଜାରେ ‘ମାରିୟୁପୋଲ’: ୟୁକ୍ରେନର ବନ୍ଦର ସହରକୁ ଦଖଲ କରିବା ନେଇ ପୁଟିନ ଦାବି

କନକ ବ୍ୟୁରୋ: ୫୬ ଦିନର ଯୁଦ୍ଧ ପରେ ୟୁକ୍ରେନର ବନ୍ଦର ସହର ମାରିୟୁପୋଲକୁ ଦଖଲ କରିଛି ରୁଷିଆ ସେନା । ଅନ୍ତର୍ଜାତୀୟ ଖବର ସରବାରହ ସଂସ୍ଥା ଏଏଫପିର ରିପୋର୍ଟ ଅନୁସାରେ, ମାରୁୟୁପୋଲ ଦଖଲ ନେଇ ଘୋଷଣା କରିଛନ୍ତି ଆକ୍ରମଣକାରୀ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷିଆ ରକ୍ଷା ମନ୍ତ୍ରାଳୟ…

ଜାହାଙ୍ଗୀରପୁରୀରେ ପ୍ରଶାସନର ବୁଲଡୋଜର ଉପରେ ଲାଗିଲା ସୁପ୍ରିମ୍ ବ୍ରେକ: ସେପଟେ ବୁଲଡଜରକୁ ନେଇ ତେଜିଲା ବୟାନବାଜି

କନକ ବ୍ୟୁରୋ: ବୁଲଡୋଜରକୁ ନେଇ ତେଜୁଛି ଜାତୀୟ ରାଜନୀତି । ପ୍ରଥମେ ୟୁପି ଓ ପରେ ଏମପିରେ ଆରମ୍ଭ ହୋଇଥିବା ବୁଲଡୋଜର ରାଜନୀତି ଏବେ ଦିଲ୍ଲୀରେ ପ୍ରବେସ କରିଛି । ସେପଟ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାକୁ ଅ ଗଣତାନ୍ତ୍ରୀକ ବୋଲି…

ଭୁବନେଶ୍ୱରରୁ ଶିଶୁ ଚୋରି ଉଦ୍ୟମ ପଣ୍ଡ: ସୁରକ୍ଷିତ ଉଦ୍ଧାର ଶିଶୁ, ଧରାପଡିଲା ଅଭିଯୁକ୍ତ

କନକ ବ୍ୟୁରୋ: ରାଜ୍ୟରେ ପ୍ରତ୍ୟକ ବର୍ଷ ପ୍ରାୟ ୩ ରୁ ୪ହଜାର ଶିଶୁ ନିଖୋଜ ହେଉଥିବା ଅଭିଯୋଗ ହୁଏ । କିନ୍ତୁ ସେମାନଙ୍କ ମଧ୍ୟରେ ବହୁ କମ୍ ସଂଖ୍ୟାରେ ଶିଶୁ ସୁରକ୍ଷିତ ଉଦ୍ଧାର ହୋଇଥାନ୍ତି । ହେଲେ, ଭୁବନେଶ୍ୱରରୁ ପାଂଚଦିନ ତଳେ ଚୋରି ହୋଇଥିବା ଜଣେ ୪ବର୍ଷର ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବାରେ…

ବଦଳିଲା ମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁର ମୋଡ: ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଲା ପରିବାର

କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । କାରଣ ପୁଅର ଆତ୍ମହତ୍ୟାକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ମୃତ ଲଳିତଙ୍କ ବାପା ବେଲାର୍ସେନ ସାହୁ । ଏପରିକି କିଛି ବିଜେପି ନେତା ତାଙ୍କୁ ଗଭୀର ମାନସିକ ଚାପ ଦେଉଥିବା…

ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ରୋକିବାକୁ ପଦକ୍ଷେପ: ପ୍ରଥମଥର ରାଜ୍ୟରେ ହାତୀ ପାଇଁ ହେବ ଓଭରପାସ୍

କନକ ବ୍ୟୁରୋ: ରେଳ ଧାରଣା ପାର ହେଉଥିବାବେଳେ ଅନେକ ସମୟରେ ଟ୍ରେନ ଧକାରେ ହାତୀଙ୍କ ମୃତ୍ୟୁ ହେଉଥିବା ଖବର ଆସିଥାଏ । ଏହାକୁ ରୋକିବା ପାଇଁ ଏବେ ରାଜ୍ୟରେ ପ୍ରଥମ ଥର ପାଇଁ ରେଳ ଧାରଣା ଉପରେ ନିର୍ମାଣ ହେବ ଓଭରପାସ । ଯେଉଁ ବାଟ ଦେଇ ହାତୀ ସହ ଅନ୍ୟ ବନ୍ୟ ଜନ୍ତୁ ରେଳ ଧାରଣା ସୁରକ୍ଷିତ ଭାବରେ…

୨୪ ଘଂଟାରେ ଦେଶରେ ୧୫ ପ୍ରତିଶତ କରୋନା ମାମଲା ବୃଦ୍ଧି: ଆଗାମୀ ୩-୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ କହିଲା ଓଡ଼ିଶା ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ପୁଣିଥରେ ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ, ତେବେ ତୃତୀୟ ଲହର ଶେଷ ହେବା ପରେ ତଳମୁହାଁ ହୋଇଥିବା ସଂକ୍ରମଣ ହଠାତ୍ ଉପର ମୁହାଁ ହେବା…