Daily Archives

April 21, 2022

ମିଛ କହିଥିଲେ କି ପୋଲିସ କମିଶନର? ସତ ପଦାକୁ ଆଣିଲା ଫରୱାର୍ଡିଂ ଲେଟର, କୁଆଡ଼େ ଗଲା ଲୁଟ୍ ଟଙ୍କା, ପତା ପାଉନି ପୋଲିସ?

କନକ ବ୍ୟୁରୋ : ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ ଲୁଟ ଘଟଣାରେ ବାଃବାଃ  ନେବାକୁ ଯାଇ କମିଶନରେଟ୍ ପୁଲିସ ମୁଖିଆ ଯେମିତି କାହାଣୀ ଶୁଣାଇଥିଲେ ଏବେ ସେହି କାହାଣୀର ସତ ପଦାକୁ ଆସିଛି ।  ବେଙ୍ଗାଲୁରୁରେ କମିଶନରେଟ୍୍ ପୁଲିସର ଟିମ୍ ପାଦରେ ଚାଲି ଚାଲି ଅଭିଯୁକ୍ତଙ୍କୁ କାବୁ କରିଛି ବୋଲି ଦାବି…

ପଦାରେ ପଡିଲା ପୁଲିସ କମିଶନରଙ୍କ ମିଛ! ଫରୱାର୍ଡିଂ ଲେଟର ଖୋଲିଦେଲା କମିଶନରେଟ ପୁଲିସର ମୁଖା!

କନକ ବ୍ୟୁରୋ: ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ ଲୁଟ ଘଟଣାରେ ବାଃବାଃ ନେବାକୁ ଯାଇ କମିଶନରେଟ୍ ପୁଲିସ ମୁଖିଆ ଯେମିତି କାହାଣୀ ଶୁଣାଇଥିଲେ ଏବେ ସେହି କାହାଣୀର ସତ ପଦାକୁ ଆସିଛି । ବେଙ୍ଗାଲୁରୁରେ କମିଶନରେଟ୍ ପୁଲିସର ଟିମ୍ ପାଦରେ ଚାଲି ଚାଲି ଅଭିଯୁକ୍ତଙ୍କୁ କାବୁ କରିଛି ବୋଲି ଦାବି କରିଥବା…

ଗେହଲଟଙ୍କୁ ଗାଦିଚ୍ୟୁତ କରି ସଚ୍ଚିନ ପାଇଲଟ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ସୋନିଆଙ୍କୁ ଭେଟିବା ପରେ ରାଜନୀତି ସରଗରମ

କନକ ବ୍ୟୁରୋ : ରାଜସ୍ଥାନ ରାଜନୀତି ନୂଆ ମୋଡ ନେଇପାରେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସ୍ଥାନରେ ଦଳ ଯୁବନେତା ସଚ୍ଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପାରନ୍ତି । ଆଜି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଏନେଇ ରାଜନୈତିକ…

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ଏଏସଆଇର ରହସ୍ୟମୟ ନୀରବତା । କୋର୍ଟରେ ଦେଲେନି ତଥ୍ୟ. ମାଗିଲେ ସମୟ । ସାଂସଦ…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତା ମାସକୁ ଘୁଞ୍ଚିଛି । ବିଭିନ୍ନ ସମୟରେ ଚିଠି ଲେଖି କାମ ବନ୍ଦ କରିବାକୁ କହୁଥିବା ଏଏସଆଇର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ଦାଖଲ ପାଇଁ ଅଧିକ ସମୟ ମଗାଯିବାରୁ କୋର୍ଟ…

ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ: ଏପ୍ରିଲ ୨୬ରେ ଜାରି ହେବ ବିଜ୍ଞାପନ

କନକ ବ୍ୟୁରୋ: ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ରହିଥିଲା ନିର୍ବାଚନ । ଏନେଇ ଏପ୍ରିଲ ୨୬ରେ ବିଜ୍ଞାପନ ଜାରି ହେବ । ନିର୍ବାଚନ ହେବାକୁ ଥିବା ସ୍ଥାନରେ ଆଜିଠୁ ଆଚରଣ ବିଧି ଲାଗୁ । ପୂର୍ବରୁ ନାମାଙ୍କନ କରିଥିବା…

ବୋଲଡୋଜର ପ୍ରେମରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଗୁଜୁରାଟ ଗସ୍ତବେଳେ ଜେସିବି ଉପରେ ଚଢି ଉଠାଇଲେ ଫଟୋ

କନକ ବ୍ୟୁରୋ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଗୁରୁବାର ସକାଳେ ସେ ଗୁଜୁରାଟର ଅହମଦାବାଦ ଠାରେ ପହଂଚିବା ପରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କ୍ରମରେ ସେ ହଲୋଲର ଜେସିବି ଫ୍ୟାକ୍ଟ୍ରି ପରିଦର୍ଶନରେ ଯାଇଥିଲେ । ସେଠାରେ…