Daily Archives

April 9, 2022

କଣ ରହିଛି ରୁକୁଣା ରଥର ବିଶେଷତ୍ୱ ? କାହିଁକି ହୁଏ ରୁକୁଣା ରଥଯାତ୍ରା…

କନକ ବ୍ୟୁରୋ: ଦୁଇ ବର୍ଷ ପରେ ଗଡ଼ିଛି ରୁକୁଣା ରଥ । ଭକ୍ତଙ୍କ ଗହଣରେ ମାଉସୀ ମା’ଙ୍କ ଘର ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଭୁ ଲିଙ୍ଗରାଜ । ଘଣ୍ଟଘଣ୍ଟା, ହର ହର ମହାଦେବ ଧ୍ୱନିରେ ଫାଟି ପଡିଛି ପରିବେଶ । ଆଗରେ ଭକ୍ତଙ୍କ ଗହଳି, ରଥକୁ ପ୍ରଭୁ ଲିଙ୍ଗରାଜଙ୍କ ନାମ ନେଇ ଆଗକୁ ଆଗକୁ ଟାଣିନେଇଛନ୍ତି…

ପୁଲିସ ଘରେ ମଦ କାରଖାନା । ବ୍ରାଣ୍ଡ ଅସଲି, ହେଲେ ମଦ ନକଲି

କନକ ବ୍ୟୁରୋ: ଦିଗପହଣ୍ଡି ଅଞ୍ଚଳରୁ ଜବତ ହୋଇଥିବା ନକଲି ମଦ ହେଉଛି ଜଣେ ପୁଲିସ କନଷ୍ଟେବଳଙ୍କର । ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ନକଲି ମଦକୁ ନେଇ ଚିନ୍ତା ବଢୁଥିବାବଳେ ଖୋଦ ପୁଲିସ କନଷ୍ଟେବଳଙ୍କ ଘରେ ଚାଲିଥିଲା କାରବାର । ବ୍ରହ୍ମପୁର ପୁଲିସ ଜିଲ୍ଲା ରିଜର୍ଭ ପୋଲିସର ବୋମା ସ୍କାର୍ଡରେ…

କାଗେଜି ଲେମ୍ବୁ ଉତ୍ପାଦନରେ ଓଡ଼ିଶା ପ୍ରଥମ । ହେଲେ ଗୋଟିଏ ଲେମ୍ବୁକୁ ୧୦ ଟଙ୍କା ଦେଇ କିଣୁଛନ୍ତି ଓଡ଼ିଶାବାସୀ

କନକ ବ୍ୟୁରୋ: ଖରାଦିନେ ଗରିବଙ୍କ ଠାରୁ ମଧ୍ୟବିତ୍ତ ସମସ୍ତଙ୍କ ପାଇଁ ଲେମ୍ବୁର ଆବଶ୍ୟକତା ବଢ଼ିଯାଏ, ତେବେ ବର୍ତ୍ତମାନ ଲେମ୍ବୁ ଦର ଯେପରି ବଢ଼ି ବଢ଼ି ଚାଲିଛି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ବ୍ୟବସାୟୀଙ୍କ କହିବା କଥା ଆନ୍ଧ୍ରରୁ ଯେତିକି ପରିମାଣର ଲେମ୍ବୁ ଆସିଥାଏ, ତାହା ଏବେ…

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ତେଜୁଛି ଅସନ୍ତୋଷ । କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବି ପ୍ରତିବାଦ

କନକ ବ୍ୟୁରୋ: କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ପଛଘୁଞ୍ଚା ଦେଉଛି କି ଓଡ଼ିଶା ପୋଲିସ୍ ? ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ବିବାଦୀୟ ହୋଇଛି ଭୂମିକା । ହୋମଗାର୍ଡ଼କୁ ସସପେଣ୍ଡ କରି, ଆଉ ଅଧିକାରୀଙ୍କୁ ବଦଳି କରି କ’ଣ ସଙ୍କେତ ଦେବାକୁ ଚାହୁଁଛି ଓଡ଼ିଶା ପୋଲିସ୍ । ସେପଟେ ସାରା…

ସରକାରୀ ଅଧିକାରୀଙ୍କ ପାପ ସାମ୍ରାଜ୍ୟକୁ ନେଇ ବଢୁଛି ଚିନ୍ତା । ହଜାର ହଜାର କୋଟିର ସରକାରୀ କାର୍ଯ୍ୟରୁ ପିସି ନେଇ…

କନକ ବ୍ୟୁରୋ: ସାରା ରାଜ୍ୟରୁ ପିସି କାରବାର ଦୂରେଇବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ସମ୍ମିଳନୀରେ ବାର୍ତ୍ତର୍ା ଦେଇଥିଲେ । ହେଲେ ଦୀର୍ଘବର୍ଷ ପରେ ଏହା କେତେ କାର୍ଯ୍ୟକାରୀ ହୋଇଛି, ତାର ବାସ୍ତବତା ସମସ୍ତଙ୍କ ସାମ୍ନାରେ । କୋଟି କୋଟି ଟଙ୍କା ନଗଦ ଜବତ ହେବା ପ୍ରମାଣିତ କରୁଛି ଯେ, ପୂରା…

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଅମାପ କଳାଟଙ୍କା। ସାଲିଆସାହି ବସ୍ତିରୁ ମିଳିଲା ବଣ୍ଡଲ ବଣ୍ଡଲ ଟଙ୍କା

କନକ ବ୍ୟୁରୋ: କୋଟିପତି କାର୍ତିକେଶ୍ୱର ରାଉଳଙ୍କ ଯେଉଁ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ହାତ ମାରୁଛି, ସେଠାରୁ କୋଟି କୋଟି ନଗଦ ଟଙ୍କା ମିଳୁଛି । ପ୍ରଥମେ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨ କୋଟି ମିଳିଲା ଭୁବନେଶ୍ୱରର ଏକ ଆଭିଜାତ୍ୟଭରା ଆପାର୍ଟମେଣ୍ଟରୁ, ଆଉ ଆଜି ପ୍ରାୟ ଦେଢ଼ କୋଟି ଟଙ୍କା ମିଳିଛି…