Daily Archives

April 7, 2022

କମିନ୍ସଙ୍କ ବିସ୍ଫୋରକ ଇନିଂସ ଦେଖି ତାଜୁବ ହେଲେ ଆୟର । କହିଲେ, ନେଟସରେ ବାରମ୍ବାର ବୋଲ୍ଡ ହେଉଥିଲେ କମିନ୍ସ ।

କନକ ବ୍ୟୁରୋ : ଆଇପିଏଲରେ ପ୍ୟାଟ କମିନ୍ସ ଧୂଆଁଧାର ବ୍ୟାଟିଂ କରିବା ସହ କୋଲକାତାକୁ ଚାମ୍ପିୟନ ମୁମ୍ବାଇ ବିପକ୍ଷରେ ବଡ ବିଜୟ ଭେଟି ଦେଇଛନ୍ତି । ମାତ୍ର ୧୪ ବଲରୁ ଅର୍ଦ୍ଧଶତକ ହାସଲ କରି କମିନ୍ସ ନୂଆ ରେକର୍ଡ ହାସଲ କରିଛନ୍ତି । ଆଇପିଏଲରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାଁରେ…

କ୍ଷୁଦ୍ର ଜଳସେଚନ ବିଭାଗରେ ବଡ ଦୁର୍ନୀତି ଅଭିଯୋଗ । ୧୧ କୋଟି ୬୨ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ପ୍ରକଳ୍ପରେ ଲିକ୍…

କନକ ବ୍ୟୁରୋ : ଚାଷ ଜମିକୁ ଜଳସେଚନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । କିନ୍ତୁ କ୍ଷୁଦ୍ର ବିଭାଗର ପ୍ରକଳ୍ପକୁ ନେଇ ବଢୁଛି ସନ୍ଦେହ । ୧୧ କୋଟି ୬୨ ଲକ୍ଷ ଟଙ୍କା ନିର୍ମାଣ ହୋଇଥିବା ପ୍ରକଳ୍ପର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଲୋକେ । ଜଳସେଚନ ବିଭାଗରେ ବଡ…

ବିଜେଡିକୁ ସର୍ଖେଲ ଝଟକା: ପାରାଦୀପରେ ସ୍ୱାଧିନ ପ୍ରାର୍ଥୀ ହାତକୁ ଗଲା ପୌରାଉପାଧ୍ୟକ୍ଷ ପଦ

କନକ ବ୍ୟୁରୋ: ପାରାଦୀପରେ ସ୍ୱାଧିନ ପ୍ରାର୍ଥୀ ହାତକୁ ଗଲା ପୌରାଉପାଧ୍ୟକ୍ଷ ପଦ । ଛବିଲତା ରାଉତ ହେଲେ ପାରାଦୀପ ପୌର ପରିଷଦ ଉପାଧ୍ୟକ୍ଷ । ୧୦ଟି ଭୋଟ ହାତେଇ ଛବିଲତା ରାଉତ ହେଲେ ଉପାଧ୍ୟକ୍ଷା । ପାରାଦୀପରେ ୧୯ରୁ ୮ଟି ୱାର୍ଡରେ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ । ସେହିପରି ବିଜେଡି-୭,…

ପ୍ରସିଦ୍ଧ ଫୁଟବଲ ଖେଳାଳୀଙ୍କ ଦାମୀ ପ୍ରେମିକା, ପ୍ରେମିକଙ୍କ ଠାରୁ ମାସିକ ନିଅନ୍ତି ୮୦ ଲକ୍ଷ ଟଙ୍କା ଦରମା

କନକ ବ୍ୟୁରୋ : ସାଧାରଣତ ଆପଣମାନେ ଦେଖିଥିବେ ଯେ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଉପହାର ଦିଆନିଆ ହୋଇଥାଏ । ଏହାସହ କେବେ କେବେ ଉଭୟଙ୍କ ମଧ୍ୟରୁ କେହି ଅସୁବିଧାରେ ପଡିଥିଲେ ଅର୍ଥ ଦେଣନେଣ ବି ହୋଇଥାଏ । ହେଲେ ଆଜି ଆମେ ଜଣେ ଏମିତି ପ୍ରେମିକାଙ୍କ ବାବଦରେ କହିବାକୁ ଯାଉଛୁ କି, ଯେ ପ୍ରେମ…

ଲୋକନାଥଙ୍କ ଗୋଡରେ ବେଡି ପକାଇ ଆଇନର ଉଲ୍ଲଂଘନ କରିଛି ପୋଲିସ । ଜାଣନ୍ତୁ କଣ କହିଲେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ…

କନକ ବ୍ୟୁରୋ : ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡରେ ବେଡି ପକାଇବା ଘଟଣାକୁ ନେଇ ନୀଳଗିରି ପୋଲିସ ଏବେ କାଠଗଡାରେ । ଜଣେ ବ୍ୟକ୍ତିଙ୍କ ଗୋଡରେ ବେଡି ପକାଇବାକୁ ପୋଲିସକୁ କିଏ ଅନୁମତି ଦେଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଜଣେ ବ୍ୟକ୍ତିଙ୍କ ଗୋଡରେ ବେଡି ପକାଯାଇ ପାରିବ କି ନାହିଁ ତାହାର…

ସାମ୍ବାଦିକଙ୍କୁ ନୀଳଗିରି ପୋଲିସର ନିର୍ଯାତନା ଘଟଣା ନେଇ ଡିଜିଙ୍କ ପ୍ରତିକ୍ରିୟା । କହିଲେ, ଘଟଣାର ଅନୁଧ୍ୟାନ କରାଯିବ ।

କନକ ବ୍ୟୁରୋ: ନୀଳଗିରିରେ କନକ ନ୍ୟୁଜ୍ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରମଣ କରି ଗୋଡରେ ବେଡ଼ି ପକାଇବା ଘଟଣାରେ ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । ଡିଜିପିଙ୍କୁ ଏ ନେଇ ଅବଗତ କରାଇଥିଲେ ଆମ ପ୍ରତିନିଧି । ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି…